-+91-9937148622 |
prerana_bgr@rediffmail.com |
Wednesday 18th March 2026 |
R.N.I. Regd No. ODIODI/2010/46693
Breaking News
27-Dec-2023
ନର୍ଲା (ସଞ୍ଜିବ ଦାସ )
କଳାହାଣ୍ଡି ଜିଲ୍ଲା ,ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଖେଳପଡିଆ ଠାରେ ଜିଲ୍ଲା ବାର କାଉନସିଲ ପକ୍ଷରୁ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି ଏହି ମ୍ୟାଚ୍ ର ତୃତୀୟ ଦିନରେ ମ.ରାମପୁର ଓ ଭବାନୀପାଟଣା ବାର କାଉନସିଲ ବି, ଦଳ ମଧ୍ୟ୍ୟ ରେ ଖେଳ ଅନୁଷ୍ଠିତ ହୋଇଥିଲା ମଦନପୁର ରାମପୁର ପକ୍ଷରୁ ଅଧିନାୟକ ଭାବେ ଜୟ କୁମାର ସିଂଦେଓ ପ୍ରଥମେ ତାଙ୍କ ଦଳ ବ୍ୟାଟିଂ କରିଥିଲା ଖେଳ ପଡିଆ ଠାରେ କ୍ରିକେଟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକ ର ପରିସ୍ଥିତି ରେ ଖେଳ ଟି ସମାପ୍ତ ହୋଇଥିଲା ଏବଂ ଉଭୟ ଦଳ ଅତ୍ୟନ୍ତ ଭାବାପୂର୍ଣ୍ଣ ଭାବରେ ମ୍ୟାଚ୍ ଖେଳିଥିଲେ ମ୍ୟାଚ୍ ରେ ଭବାନୀପାଟଣା B ଦଳର ଶ୍ରୀଯୁକ୍ତ ଜୟ ବହିଦାର ଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଚାମ୍ପିଅନ କପ୍ ଆଜିର ମୁଖ୍ୟ ଅତିଥି ବରିଷ୍ଠ ଆଇନ ଜିବୀ ଜଗନ୍ନାଥ ମୁଣ୍ଡ ପ୍ରଦାନ କରିଥିବା ବେଳେ ମ.ରାମପୁର ଦଳକୁ ପରାଜୟ ବରଣ କରିବାକୁ ପଡ଼ିଛି