-+91-9937148622 |

prerana_bgr@rediffmail.com |

  Wednesday 18th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   (17-Mar-2026)       ||      *ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   (17-Mar-2026)       ||      ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   (17-Mar-2026)       ||      ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   (17-Mar-2026)       ||      ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   (17-Mar-2026)       ||      ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||      ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,    (16-Mar-2026)       ||      ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି    (16-Mar-2026)       ||      ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   (16-Mar-2026)       ||      ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ    (16-Mar-2026)       ||      ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||      *ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   (16-Mar-2026)       ||      *ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   (16-Mar-2026)       ||     

HOME   ଜିଲ୍ଲା

ନର୍ଲା ଗ୍ରସ୍ତ ରେ ଆସିବେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର

27-Dec-2023



ନର୍ଲା ,( ସଞ୍ଜିବ ଦାସ )
କଳାହାଣ୍ଡି ଜିଲ୍ଲା ର ୫ଟି ବିଧାନ ସଭା ଆସନରୁ ନର୍ଲା ନିର୍ବାଚନ ମଣ୍ଡଳୀ ଏକ ଚର୍ଚ୍ଚିତ ଅନ୍ୟତମ ଆସନ ଅଟେ ବର୍ତ୍ତମାନ ସାଧାରଣ ନିର୍ବାଚନ ପାଇଁ ସରକାର ବିଗୁଲ ବଜାଇ ସାରିଛନ୍ତି ଫଳରେ ବିଜେଡି,ବିଜେପି ଓ କଂଗ୍ରେସ ସହ ଅନ୍ୟାନ୍ୟ ଦଳ ଚଳଚଞ୍ଚଳ ହୋଇ ଉଠୁଥିବା ଦେଖିବାକୁ ମିଳୁଛି ଏପରି ସ୍ଥଳେ ବର୍ଷର ଶେଷ ସପ୍ତାହ ରେ ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ସୁଜିତ୍ କୁମାର  ଙ୍କ ଅଚାନକ ତୋଫାନି ଗ୍ରସ୍ତ କୁ ନେଇ ନର୍ଲା ଅଞ୍ଚଳରେ ନାନା କଳ୍ପନା କଳ୍ପନା ଆରମ୍ଭ ହୋଇଛି ପ୍ରାପ୍ତ ସୂଚନା ଅନୁଯାୟୀ ସାଂସଦ ଶ୍ରୀଯୁକ୍ତ କୁମାର ଭବାନୀପାଟଣା ରୁ ବାହାରି ନର୍ଲା ବ୍ଲକ ଚିପୁଲ ନାଲା ଠାରେ ଘଣ୍ଟମାଲ ଗ୍ରାମ ପଞ୍ଚାୟତ, ଶାନ୍ତପୁର, ସର୍ଗିଗୁଡ଼ା, ନର୍ଲା ଓ ମାଣ୍ଡେଲ୍ ଭଳି ପାଞ୍ଚ ଗୋଟି ଗୋଟି ପଞ୍ଚାୟତ ର ଚାଷୀ ମାନଙ୍କୁ ନେଇ ଏକ ବୈଠକ କରାଯିବାର କାର୍ଯ୍ୟକ୍ରମ ରହିଛି ଏଥିରେ ରେତ କେନାଲ ପାଣିରୁ ବଞ୍ଚିତ ରହିଥିବା ଚାଷୀଙ୍କ ଆଲୋଚନା ପରେ କେନାଲ ର ସମ୍ପ୍ରସାରଣ ର ଆଲୋଚନା ଓ ସୁ ବ୍ୟବସ୍ଥା ର ବିଷୟ ବସ୍ତୁ ରହିଛି ପରେ ଦହଲ ଗ୍ରାମ ଦେଇ ମାଣ୍ଡେଲ ୟୂଜି ଏମିସ୍କୁଲ କୁ ସାଂସଦ ଦେଇଥିବା ପାଞ୍ଚଲକ୍ଷ ଟଙ୍କାର ଗୃହ ଉଦ୍ଘାଟନ କାର୍ଯ୍ୟକ୍ରମ ରହିଛି ସେହିଭଳି ନର୍ଲାରୋଡ ରେଲୱେ  ଷ୍ଟେସନ ଠାରେ ଯାତ୍ରୀ ମାନଙ୍କ ବିଶ୍ରାମ ସୁବିଧା ପାଇଁ ଦିଆଯାଇଥିବା ସାଂସଦ ପାଣ୍ଠି ତଦାରଖ କରିବେ ସାଂସଦ ଶ୍ରୀଯୁକ୍ତ କୁମାର ଏବଂ ପରିଶେଷରେ ତୁଲାପଡା ଠାରେ ଆୟୋଜିତ ଆମ ଓଡ଼ିଶା ନବୀନ ଓଡ଼ିଶା କ୍ରୀଡା ମହୋତ୍ସବ ୨୦୨୩ କୁ ପରିଦର୍ଶନ କରି ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ପରେ ରାମପୁର ଯିବାର କାର୍ଯ୍ୟକ୍ରମ ରହିଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଜଳ, ଜମି, ଜଙ୍ଗଲ ଅଧିକାର ଦାବିରେ ଲୋଇସିଂହା ବ୍ଲକ ସମୂହ ଜଙ୍ଗଲ ଅଧିକାର କମିଟି ତରଫରୁ ରତାଖଣ୍ଡି ଠାରେ ଏକ ବିଶାଳ ସମାବେଶ   17-Mar-2026
  ଜିଲ୍ଲା  
*ଆଇନ ସେବାରେ ପାରା ଲିଗାଲ ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଦିବସୀୟ ତାଲିମ କାର୍ଯକ୍ରମ ଆୟୋଜିତ*-   17-Mar-2026
  ଜିଲ୍ଲା  
ଡାହାଣୀ ସନ୍ଦେହରେ ନିର୍ଯାତନା ସମସ୍ୟା ର ନିରାକରଣ କର୍ମଶାଳା   17-Mar-2026
  ଜିଲ୍ଲା  
ରେଲୱେ ଷ୍ଟେସନ ରୋଡରୁ ବିପୁଳ ପରିମାଣର ଗଂଜେଇ ଜବତ କଲା ବଲାଙ୍ଗୀର ପୋଲିସ   17-Mar-2026
  ଜିଲ୍ଲା  
ବେଆଇନ ବାଲି ଘାଟରୁ ଦିନରେ ବାଲି ଲୁଟ, ଚୁପ ବସିଛି ପ୍ରଶାସନ   17-Mar-2026
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   17-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା   16-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan   16-Mar-2026
  ଜିଲ୍ଲା  
ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ   16-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   16-Mar-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,   16-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   16-Mar-2026

You Might Also Like