-+91-9937148622 |

prerana_bgr@rediffmail.com |

  Monday 3rd August 2026 |

| | | |

R.N.I. Regd No. ODIODI/2010/46693

Breaking News

ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   (03-Aug-2026)       ||      ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   (03-Aug-2026)       ||      *କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   (03-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   (03-Aug-2026)       ||      ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   (02-Aug-2026)       ||      କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (02-Aug-2026)       ||      *ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   (02-Aug-2026)       ||      *ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   (02-Aug-2026)       ||      ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ    (02-Aug-2026)       ||      ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା    (01-Aug-2026)       ||      ‘ଫିସକୋଫେଡ୍’ର ପ୍ରଥମ ମହିଳା ଉପାଧ୍ୟକ୍ଷା ଭାବେ ଜୟଶ୍ରୀ ଗଡ଼ନାୟକ ନିର୍ବାଚିତ    (01-Aug-2026)       ||      ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଜିଲ୍ଲା ସ୍ତରୀୟ କନଭେନସନ    (01-Aug-2026)       ||      କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଅବ୍ୟବସ୍ଥାର ଅଭିଯୋଗ:ଛାତ୍ରୀଙ୍କ ସୁରକ୍ଷା ଓ ଭିତ୍ତିଭୂମିକୁ ନେଇ ଉଠିଲା ପ୍ରଶ୍ନ   (01-Aug-2026)       ||      ଐତିହାସିକ ଡ.ସଦାନନ୍ଦ ଅଗ୍ରୱାଲ ନବମଶ୍ରାଦ୍ଧ ଦିବସ ପାଳିତ♦️ ଆମର ଅତିତର ଇତିହାସ ଭବିଷ୍ୟତ ଗଠନରେ ସହାୟ ହୁଏ-ଡ.ସାକିର ହୁସେନ   (01-Aug-2026)       ||      ରାସ୍ତା ଅବରୋଧ ନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉମେଶ ଦାସ, ତୁରନ୍ତ ପଦକ୍ଷେପ ପାଇଁ ପ୍ରତିଶ୍ରୁତି   (01-Aug-2026)       ||      ଗଣ ଇସ୍ତାହାର ର ୪୬ ତମ ସ୍ଵନକ୍ଷତ୍ର ଦିବସ ସମାରୋହ♦️ ସାମ୍ବାଦିକତାରେ ତଥ୍ୟର ସତ୍ୟତା ଓ ଦାୟିତ୍ୱବୋଧ ରହିବା ଜରୁରୀ    (01-Aug-2026)       ||     

HOME   ଜିଲ୍ଲା

କେନ୍ଦ୍ରୀୟ ବିଦ୍ୟାଳୟ ନଂ୨ ସମ୍ବଲପୁର ବୁର୍ଲାରେ ବାର୍ଷିକ କ୍ରୀଡା ଉତ୍ସବ

19-Dec-2023




ସମ୍ବଲପୁର(ସଂଜୀବ ପାଣିଗ୍ରାହୀ): ଆଜି କେନ୍ଦ୍ରୀୟ ବିଦ୍ୟାଳୟ ନଂ୨ ସମ୍ବଲପୁରର ୮ତମ ବାର୍ଷିକ କ୍ରୀଡା ସମାରୋହ ବୁର୍ଲା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟ ପାର୍ଶ୍ଵରେ ଥିବା ଖେଳ ପଡିଆ ଠାରେ ଅନୁଷ୍ଠିତ ଏହି କ୍ରୀଡା ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷିକା ସୁସ୍ମିତା ପ୍ରଧାନ ସଭାପତିତ୍ବ କରିଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ  ବେଦଭୂଷଣ (ଆଇ.ଏ.ଏସ୍) କମିସନର ମୁନସିପାଲଟି ସମ୍ବଲପୁର ଏବଂ ବିଜୟନ୍ତ କୁମାର, ଜେନେରାଲ ମ୍ୟାନେଜର (ଏମ୍.ସି.ଏଲ୍) ୱଲଫାୟର ଡିପାଟମେଣ୍ଟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ର ଜୀବନରେ କ୍ରୀଡାର ମହତ୍ବ ବିଷୟରେ ଉଦବୋଧନ ଦେଇଥିଲେ। ଉତ୍ସବରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ଖେଳ ଶିକ୍ଷିକା ଶ୍ରୀମତୀ ପୁନମ ସିଂ ସମ୍ପୂର୍ଣ୍ଣ ରୂପେ ପରିଚାଳନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଆରୁଣି କୁମାର ମଞ୍ଚ ପରିଚାଳନା କରିଥିଲାବେଳେ ଶ୍ରୀମତୀ ସ୍ନେହାମୟୀ ସାମଲଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ହୋଇଥିଲା ।ଏଥି ସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ରଜନୀକାନ୍ତ ଦିଶ୍ରୀ ଏବଂ ଗାୟତ୍ରୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଧାନ କରାଯାଇଥିଲା । ଏହି କ୍ରୀଡା ଉତ୍ସବରେ ଚଳିତ ବର୍ଷର ଶ୍ରେଷ୍ଠ ଖେଳାଳି ଭାବରେ ସାଜିଦ ମହମ୍ମଦ ଏବଂ ଚଞ୍ଚଲ ସୁରିନ୍ ମନୋନୀତ ହୋଇ ମୂଖ୍ୟ ଅତିଥିଙ୍କ ଠାରୁ କପ୍ ଏବଂ ମାନପତ୍ର ଗ୍ରହଣ କରିଥିଲେ । ସନାତନ ବାଞ୍ଜି ଉତ୍ସବର ଶ୍ରେଷ୍ଠ ଦଳ ରମନକୁ ଘୋଷଣା କରି ଧନ୍ୟବାଦ ଭାଷଣ ଦେଇ ରାଷ୍ଟ୍ରଗାନ କରାଇଥିଲେ । ସମସ୍ତ ପରିଚାଳନା କର୍ମକର୍ତ୍ତା ସଦସ୍ୟ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନଙ୍କର ଉତ୍ତମ ସହଯୋଗ ଫଳରେ ବାର୍ଷିକ କ୍ରୀଡା, ପୁରସ୍କାର ବିବରଣୀ ଉତ୍ସବ ସୁଚାରୁ ତଥା ସଫଳତାର ସହିତ ସମ୍ପାଦନ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତାଦାବି ପ୍ରସଙ୍ଗ.. ପର୍ଯ୍ୟଟନବିଭାଗର ସଚିବ ବଲବନ୍ତ ସିଂଙ୍କୁ ଭେଟି ଦୃଢଦାବି ରଖିଲେ ପ୍ରତିନିଧିଦଳ   03-Aug-2026
  ଜିଲ୍ଲା  
ଗଣିତ ଶିକ୍ଷକ ଅଭାବକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଦାବିପତ୍ର   03-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବୋଲବମ ଭକ୍ତ ଙ୍କ ଭିଡ*   03-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲରେ ଇନଭେଶ୍ଚର୍ ସେରୀମୋନୀ ପାଳିତ   03-Aug-2026
  ଜିଲ୍ଲା  
ଟେକାରିଜର୍ଭରେ ରହିଛି ଖୁବସୁନ୍ଦର ଜଳପ୍ରପାତ♦️ ଐତିହ୍ୟସମ୍ପନ୍ନ ବୁଢାଡଙ୍ଗର ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଉ   02-Aug-2026
  ଜିଲ୍ଲା  
କମଗାଁ ମହାବିଦ୍ୟାଳୟରେ ଦୁଇ ବରିଷ୍ଠ ଅଧ୍ୟାପକଙ୍କୁ ଭାବବିହ୍ୱଳ ବିଦାୟ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଓ ଗ୍ରାମୀଣ ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
ଲୋଇସିଂହା ବିଜେପି ନଗର ଉନ୍ନୟନ ଓ ଗ୍ରାମୀଣ ଅକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   02-Aug-2026
  ଜିଲ୍ଲା  
*ବିଜୁପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ ସେବା ନିବୃତ୍ତି ସମାରୋହ ଓ ସମ୍ବର୍ଦ୍ଧନା ସଭା*-   02-Aug-2026
  ଜିଲ୍ଲା  
*ବୀର ମହାରାଜ ପୁର ବରିଷ୍ଠ ନାଗରିକ ସଂଘ ପ୍ରତିଷ୍ଠାତା ପ୍ରଶନ୍ନ ତ୍ରିପାଠୀ ଙ୍କ ପରଲୋକ*- *ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ଶୋକ*-   02-Aug-2026
  ଜିଲ୍ଲା  
ପଶ୍ଚିମାଂଚଲ ଏକତା ମଞ୍ଚ ପକ୍ଷରୁ ୧୪ ରାଜ୍ୟ ସ୍ତରୀୟ ସମ୍ବଲପୁରୀ ଦିନ - ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ହେଲା ସମ୍ବଲପୁରୀ ମୟ - ନାଚଗୀତ ସହ ସମ୍ବଲପୁରୀ ଖାଦ୍ୟଖାଇ ସମ୍ବଲପୁରୀ ପାଳନ   02-Aug-2026
  ଜିଲ୍ଲା  
ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ♦️      ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ   01-Aug-2026

You Might Also Like