-+91-9937148622 |

prerana_bgr@rediffmail.com |

  Saturday 28th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଧର୍ମପରାୟଣା ମହିଳାଙ୍କ ପରଲୋକ   (28-Mar-2026)       ||      ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା    (28-Mar-2026)       ||      ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   (27-Mar-2026)       ||      ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   (27-Mar-2026)       ||      ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||      ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   (27-Mar-2026)       ||      "ଭକ୍ତିର ମହୋତ୍ସବରେ ମଗ୍ନ ନୀଳଜି: ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ"   (27-Mar-2026)       ||      ବ୍ଲକ୍‌ସ୍ତରୀୟ ଆଇନ ସଚେତନତା ଶିବିର   (27-Mar-2026)       ||      ବରପାଲି ସାଇ ମନ୍ଦିରରେ ଶ୍ରୀରାମ ନବମୀ ପାଳିତ   (26-Mar-2026)       ||      ୧୦୦ବର୍ଷ ପୂରୁଣା ଡାବୁଗାଁ ମାଁ ଠାକୁରାଣୀଙ୍କ ଘଟ ଯାତ୍ରାର ଇତିହାସ   (26-Mar-2026)       ||      ଅସହାୟକୁ ସହାୟତା ଯୋଗାଇଲେ ଲର୍କା ସରପଂଚ ଜୟ ଶ୍ରୀ ପଟେଲ ,,,,, ଜିଲ୍ଲାପାଳଙ୍କ ସହଯୋଗ ଲୋଡୁଛନ୍ତି ନିରୀହ ଦୁଇ ଭଉଣୀ,,,,,, ଭିନ୍ନକ୍ଷମ ଭଉଣୀର ବୋଝ ସମ୍ଭାଲୁଛି ଛୋଟ ଭଉଣୀ   (26-Mar-2026)       ||      ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ର ପିଲାଙ୍କ ଅଭିଭାବକ ଓ ଅତିଥିଙ୍କୁ ପ୍ରଦାନ   (26-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (26-Mar-2026)       ||      ଛାତ୍ର ଓ ଛାତ୍ରୀ ମାନଙ୍କୁ ବିଦାୟୀ ସମ୍ବର୍ଦ୍ଧନା   (26-Mar-2026)       ||     

HOME   ଜିଲ୍ଲା

ଗାଁ କଲ୍ୟାଣ ସମିତି ପକ୍ଷରୁ ଖରମୁଣ୍ଡା ଗ୍ରାମରେ ସ୍ୱାକ୍ଷରତା ଅଭିଯାନ

19-Dec-2023



ସମ୍ବଲପୁର/ଜମନକିରା(ସଂଜୀବ ପାଣିଗ୍ରାହୀ): ଛୋଟ ମୋର ଗାଁଟି ପୋଥିପତରେ ରଖିବି ତାର ନାଁଟି । ଏଭଳି ସଂକଳ୍ପ ନେଇ ବଡରମା ପଞ୍ଚାୟତର ଖରମୁଣ୍ଡା ଗ୍ରାମବାସୀ ଏକାଠି ହୋଇଛନ୍ତି। ଗାଁ କଲ୍ୟାଣ ସମିତି ପକ୍ଷରୁ ଆଜି ସ୍ୱାକ୍ଷରତା ଅଭିଯାନରେ ଏକାଠି ହୋଇଛନ୍ତି ଖରମୁଣ୍ଡା ଗାଁର ଆବାଳ ବୃଦ୍ଧ ବନିତା। ସଚେତନତା ଶୋଭାଯାତ୍ରା ସଭା ଓ ସାସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସାକ୍ଷରତା ସଚେତନତାକୁ ବ୍ୟାପକ କରିବା ସହିତ ମହିଳା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି। ପ୍ରାରମ୍ଭରେ ଗାଁ କଲ୍ୟାଣ ସମିତିର ଆଶା ପିରବତୀ ସିଂ,ଅଙ୍ଗନୱାଡି କର୍ମି ଅନିତା ଟପ୍ପୋ, ୱାଡମେମ୍ବର ପ୍ରଶାନ୍ତ କଁଟା,ନିରୁପମା ସେଲମା,ତନିମା ବାଗ୍,ସୁବାସିନି ଭଇଁସା, ରଜନୀ ବାଗ୍,ଜୁଗଲ ସିଂ,ସୁଶିଲା ମାକରଙ୍କ ନେତୃତ୍ୱରେ ଏକ ସଚେତନାତା ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏହାପରେ ଆୟୋଜିତ ଏକ ସଭାରେ ସମାଜସେବୀ ଡା.ରାଜାରାମ ଷଡଙ୍ଗୀ ମୁଖ୍ୟଅତିଥି,ବଡରମା ସରପଞ୍ଚ୍ ବିଜୟ କୁମାର ନାୟକ ମୁଖ୍ୟବକ୍ତା ଓ ସମ୍ମାନୀତ ଅତିଥି ଭାବେ ଗାଁ ମୁଖ୍ୟ ରବି ରାଉତ, ଏଏନଏମ ନିରୁପମା ରାଉତ, ୱାଡମେମ୍ବର  ପ୍ରଶାନ୍ତ କର୍ତ୍ତା,ମୁଣ୍ଢେନପାଲି ଆଶା ବବିତା ନାଥ,କୁରେଇବାହାଲ ଅଙ୍ଗନୱାଡି କର୍ମି ସୁଶିଲା ଟପ୍ପୋ ଯୋଗଦେଇ ଶିକ୍ଷାର ମହତ୍ୱ ଉପରେ ବୁଝାଇ ଥିଲେ।ସଭାପରେ ଏକ କୁନିକୁନି କଳାକାର ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଏମିକେ ଅଞ୍ଜଳି ମିର୍ଦ୍ଧା, ସିଆରପି ଲଲିତା ବାଗ୍,ଜୟନ୍ତୀ ବାଗ୍,ଗନ୍ତାବର ଆଶା  ପୁଷ୍ପା ପ୍ରଧାନ,ଅଙ୍ଗନୱାଡି କର୍ମି ସବିତା ଦେହୂରୀ,କମଲି ପିଙ୍ଗ ପ୍ରମୁଖ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।ସମଗ୍ର କାର୍ଯ୍ୟକ୍ରମକୁ ସାମାଜିକ କର୍ମି ଦଶରଥ ସିଂ ସଂଯୋଜନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଧର୍ମପରାୟଣା ମହିଳାଙ୍କ ପରଲୋକ   28-Mar-2026
  ଜିଲ୍ଲା  
ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା   28-Mar-2026
  ଜିଲ୍ଲା  
ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   27-Mar-2026
  ଜିଲ୍ଲା  
ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   27-Mar-2026
  ଜିଲ୍ଲା  
ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   27-Mar-2026
  ଜିଲ୍ଲା  
ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   27-Mar-2026
  ଜିଲ୍ଲା  
ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   27-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   27-Mar-2026
  ଜିଲ୍ଲା  
*ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   27-Mar-2026
  ଜିଲ୍ଲା  
ଡ଼. ବୈରାଗୀ ଚରଣ ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ,   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026
  ଜିଲ୍ଲା  
ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ରେ ଓଡ଼ିଆ ପାଠ ଚକ୍ର   27-Mar-2026

You Might Also Like