-+91-9937148622 |

prerana_bgr@rediffmail.com |

  Saturday 28th March 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    (28-Mar-2026)       ||      *ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      *ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   (28-Mar-2026)       ||      ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ    (28-Mar-2026)       ||      ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମ ପାଇଁ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ସବୁଜ ପତାକା ଦେଖାଇ ଶୁଭାରମ୍ଭ   (28-Mar-2026)       ||      "ଖେଳାଧିକାର କି ଅଙ୍ଗନବାଡି? ବୈଗାପଡା ସ୍କୁଲରେ ଦ୍ବନ୍ଦ୍ୱ, କଲେକ୍ଟରଙ୍କ ହସ୍ତକ୍ଷେପ ଦାବି"   (28-Mar-2026)       ||      ଭଣ୍ଡାରୀଗୁଡାରେ OVEP ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ   (28-Mar-2026)       ||      *ପ୍ରତି ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ନିଶ୍ଚିତ ପାଇଁ କ୍ଲଷ୍ଟର ସ୍ତରୀୟ ଟି.ଏଲ.ଏମ. କର୍ମଶାଳା ଅନୁଷ୍ଠିତ*   (28-Mar-2026)       ||      କୃପାସିନ୍ଧୁ ବିଦ୍ୟାଭବନରେ ଜନଗଣନା ତାଲିମ ଶିବିର   (28-Mar-2026)       ||      ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା   (28-Mar-2026)       ||      ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ    (28-Mar-2026)       ||      ଧର୍ମପରାୟଣା ମହିଳାଙ୍କ ପରଲୋକ   (28-Mar-2026)       ||      ସମାଜରେ ସଚେତନତା ସୃଷ୍ଟି କରିବା ସହ ଲୋକଙ୍କ ସ୍ୱରକୁ ପ୍ରକାଶ କରୁଛି ପ୍ରେରଣା    (28-Mar-2026)       ||      ରାମନବମୀ ଅବସର ରେ ବାଇକ ରେଲି ରେ ସାମିଲ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ   (27-Mar-2026)       ||      ମହଦା ରାଣୀ ଜୋରରେ ଦୁର୍ଘଟଣା ବ୍ରିଜତଳକୁ ଖସିପଡିଲା ଟ୍ରକ,   (27-Mar-2026)       ||      ସଂଗୀତ ହିଁ ଶାନ୍ତି ଓ ଆନନ୍ଦ ଦେଇଥାଏ - ସଂଗୀତ ସାଧକ ଶତ୍ରୁଘ୍ନ ଲୁହା   (27-Mar-2026)       ||      ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା   (27-Mar-2026)       ||      ଦୀପଦାନ କରି ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମ ଦିନ ପାଳିଲେ ଶିବସେନା କର୍ମୀ   (27-Mar-2026)       ||      ରାଜ୍ୟ ସ୍ତରୀୟ ଚିଲିକା ପ୍ରକୃତି ଶିବିରକୁ ବୋଡ଼େନର ସୁଶ୍ରୀ ଅଞ୍ଜଳି ମନୋନୀତ   (27-Mar-2026)       ||      *ଡାବୁଗାଁ ରେ ଧୁମ ଧାମରେ ପାଳିତ ହେଲା ରାମନବମୀ, ଭକ୍ତଙ୍କ ପାଇଁ ଡାବୁଗାଁ ବଣିକ ସଂଘ ତରଫରୁ ଅର୍ଣ୍ଣ ପ୍ରାସାଦ ବଣ୍ଟନ*   (27-Mar-2026)       ||     

HOME   ରାଜ୍ୟ

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ କଣ୍ଟାମାଳ ଗସ୍ତ, ବିଜେପି କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

19-Dec-2023



କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କଣ୍ଟାମାଳ କଲ୍ୟାଣ ମଣ୍ଡପ ଠାରେ ବିଜେପି କର୍ମୀ ସମ୍ମିଳନୀ ରେ ଯୋଗଦେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇ ଲୋକଙ୍କ ପାଖକୁ ଯାଇ ମୋଦି ସରକାର ଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବିଷୟରେ ବୁଝାଇବାକୁ କହିବା ସହ ବିଜେଡି ସରକାର କୁ ତୀବ୍ର ସମାଲୋଚନା କରିବା ସହ ଆଗାମି ନିର୍ବାଚନ ରେ ବିଜେପି ହିଁ ରାଜ୍ୟରେ ସରକାର ଗଠନ କରିବ

ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ |ଶ୍ରୀ ସାମଲ ଙ୍କ ସହ ମଞ୍ଚରେ  ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତି ,  ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ କହେଁଇ ଚରଣ ଡାଙ୍ଗ,ରାଜ୍ୟସାଧାରଣସମ୍ପାଦକ ସାରଦା ଶତପଥୀ ବିଜେପିନେତା ରମେଶ ମହାନ୍ତି ସରୋଜ କର ସୁକାନ୍ତ ପାଣିଗ୍ରାହୀ ପୂର୍ବତନ ବିରୋଧୀଦଳନେତା ସଚ୍ଚିଦାନନ୍ଦ ଦଲାଲ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ |ଏହି ସମ୍ମିଳନୀ ରେ ପୂର୍ବତନଜିଲ୍ଲାସଭାପତି ମାଗୁଣି ଗାଈଗୋଉରିଆ ବିଜେପିନେତା ସଂଜିତ କୁମାର ମଣ୍ଡଳ, ସୁଶାନ୍ତ ବାଘ, ଚିତ୍ତରଞ୍ଜନ ପାତ୍ର, ଡମ୍ବରୁଧର କଅଁର , ନବୀନ କୁମାର ମହାପାତ୍ର,

ଗୋପାଳପୁରୋହିତ,ଅଲେଖବେହେରା, ତୀର୍ଥବାସିରଣା, ଏକାଦଶୀଆ ଖେଥି, ଯୁବନେତା ଓଁମ ପ୍ରକାଶ ମିଶ୍ର, ଅଟଳ ପ୍ରଧାନ, ନାରାୟଣ କର୍ମୀ,ଜିଲ୍ଲାପରିଷଦସଦସ୍ୟା  ପଦ୍ମାଳୟା ପ୍ରଧାନ, ମଣ୍ଡଳସଭାପତି ଅନିଲ କୁମାର ପ୍ରଧାନ, ପିନାକରଣା, ନିରଞ୍ଜନ କର୍ଣ୍ଣ , ଯଦୁବିହାରୀ ବାଘ, ସୁଦର୍ଶନ ବଘାର, ପୂର୍ଣ୍ଣ ପଣ୍ଡା, କେଶବ ରଣା ପ୍ରମୁଖ ଶତାଧିକ କର୍ମୀ ଉପସ୍ଥିତ ଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ, ବାସୁଦେବ ସଭାପତି, ଅଶିତ ସଂପାଦକ    28-Mar-2026
  ଜିଲ୍ଲା  
*ମା ଭଗବତୀ ପୀଠରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   28-Mar-2026
  ଜିଲ୍ଲା  
*ସୁରେଶ୍ଵରୀ ମନ୍ଦିରରେ ଚଣ୍ଡୀଯଜ୍ଞ ଅନୁଷ୍ଠିତ*   28-Mar-2026
  ଜିଲ୍ଲା  
ଭୂମିକା ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ   28-Mar-2026
  ଜିଲ୍ଲା  
ସମଲେଇପଦର ପାର୍ବତୀ ଗିରି ବୃଦ୍ଧାଶ୍ରମ ପାଇଁ ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ସବୁଜ ପତାକା ଦେଖାଇ ଶୁଭାରମ୍ଭ   28-Mar-2026
  ଜିଲ୍ଲା  
"ଖେଳାଧିକାର କି ଅଙ୍ଗନବାଡି? ବୈଗାପଡା ସ୍କୁଲରେ ଦ୍ବନ୍ଦ୍ୱ, କଲେକ୍ଟରଙ୍କ ହସ୍ତକ୍ଷେପ ଦାବି"   28-Mar-2026
  ଜିଲ୍ଲା  
ଭଣ୍ଡାରୀଗୁଡାରେ OVEP ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ   28-Mar-2026
  ଜିଲ୍ଲା  
*ପ୍ରତି ବିଦ୍ୟାଳୟରେ ଶିକ୍ଷଣ ସାମଗ୍ରୀ ନିଶ୍ଚିତ ପାଇଁ କ୍ଲଷ୍ଟର ସ୍ତରୀୟ ଟି.ଏଲ.ଏମ. କର୍ମଶାଳା ଅନୁଷ୍ଠିତ*   28-Mar-2026
  ଜିଲ୍ଲା  
କୃପାସିନ୍ଧୁ ବିଦ୍ୟାଭବନରେ ଜନଗଣନା ତାଲିମ ଶିବିର   28-Mar-2026
  ଜିଲ୍ଲା  
ବାର୍ଦ୍ଧକ୍ୟ ଭତ୍ତା ରୁ ବଞ୍ଚିତ ୭୦ ବର୍ଷର ବୃଦ୍ଧା ଚିତ୍ରା ସା   28-Mar-2026
  ଜିଲ୍ଲା  
ସଂସଦରେ ବୀର ସୁରେନ୍ଦ୍ର ସାଏଙ୍କ ପ୍ରସଙ୍ଗ ଉଠାଇଲେ ବରଗଡ ସାଂସଦ ପ୍ରଦୀପ ପୁରୋହିତ   28-Mar-2026
  ଜିଲ୍ଲା  
ଧର୍ମପରାୟଣା ମହିଳାଙ୍କ ପରଲୋକ   28-Mar-2026

You Might Also Like