-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟଉଦ୍‌ଘାଟିତ, ସ୍ୱର୍ଗତ ବେଣୁଧର ପାଣିଗ୍ରାହୀଙ୍କ ଏକ ପୂର୍ଣ୍ଣଙ୍ଗ ଭବ୍ୟ ମୁର୍ତି ଉନ୍ନୋଚିତ 

09-Dec-2023



ବଲାଙ୍ଗିର- ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ଖେଳ ପଡିଆ ଠାରେ ଦ୍ୱିତୀୟ ବର୍ଷ ବେଣୁଧର ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଟଂ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ମୂଖ୍ୟ ଉଦ୍ୟୋକ୍ତା ପୂର୍ବତନ ଜାତୀୟ ଓ ଅର୍ନ୍ତଜାତୀୟ ଭଲିବଲ ଏବଂ ଫୁଟବଲ ଖେଳାଳୀ ସୁକାନ୍ତ ପାଣିଗ୍ରୀହଙ୍କ ତତ୍ୱାବଧାନ ଅନୁଷ୍ଠିତ ଆଜି ଦିନ ୧୧ଟାରେ ଉଦ୍‌ଘାଟନି ଉସ୍‌ôବ ଅନୁଷ୍ଠିତ ହୋଇଥିଲା । ବରଗଡ ଜିଲ୍ଲାର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡି ସଭାପତି ଡ.ପ୍ରଭାସ ସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଅନାମିକା ହୋତା, ଚନ୍ଦନଭାଟି ସରପଂଚ ପଙ୍କଜିନୀ ସାହୁ, ସାମ୍ବାଦିକ ପ୍ରଶାନ୍ତ ମିଶ୍ର, ଶରତ ମହାକୁର ପ୍ରମୁଖ ଯୋଗଦେଇ ଖେଳାମାନଙ୍କୁ ଉସ୍‌ôାହିତ କରିଥିଲେ । ଆଜି ସମୁଦାୟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଖେଳରେ ଚନ୍ଦନଭାଟି ଦଳ ନକଟାସର ଦଳକୁ ୧-୦ ଗୋଲ ଦେଇ ବିଜୟ ହୋଇଥିଲେ

। ଦ୍ୱିତୀୟ ଖେଳରେ ଅମାମୁଣ୍ଡା ଦଳ ସୋନପୁର ଦଳକୁ ୨-୦ ଗୋଲ ଦେଇ ବିଜୟୀ ହୋଇଥିଲା । ପରେ ଦ୍ୱତୀୟାର୍ଦ୍ଧ ଖେଳରେ ଅତିଥି ରୁପେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ରାମଚନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ରାଜକିଶୋର ବେହେରା, ଚଗଲା ପରିଚ୍ଛା, ଡିଏସଓ ବଲାଙ୍ଗିର ପରାଶର ବାଗ, ବିଜ୍ଞାନ କୁମ୍ଭାର, ମନୋଜ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ ।  ତୃତୀୟ ଖେଳ ୟୁଥ କ୍ଲବ କଦଳୀପାଲି ଦଳ ବରଗଡ ଦଳକୁ ୨-୧ ଗୋଲ ଦେଇ ବିଜୟୀ ହୋଇଥିଲା । ସେହିପରି ଚତୁର୍ଥ ଖେଳରେ ସମ୍ବଲପୁର ଦଳ ବଡମାଳ ଦଳକୁ ୨-୦ ଗୋଲରେ ପରାସ୍ତ କରି ବିଜୟୀ ହୋଇଥିଲା । କମିଟିର ସଭାପତି କପିଳେଶ୍ୱର ପାଣିଗ୍ରାହୀ, ଚିଫଏଡଭାଇଜର ଲକ୍ଷ୍ମଣ ମେହେର, ସଂପାଦକ ପ୍ରଭୁଦତ ପ୍ରଧାନ ମଂଚାସୀନ ଥିବା ବେଳେ କମଲ ଚୌଧ୍‌ôରୀ, ଅଶୋକ ଦଲାଇ, ନୂଆଖାଉ ବେହେରା, ଅରକ୍ଷୀତ ଦଲାଇ, ସତ୍ୟ ମେହେର ପ୍ରମୁଖ ସହଯୋଗ କରିଥିଲେ ।  ଆଜିର ଖେଳକୁ ସୁଧାଂଶୁ ସେଠ, ସଞ୍ଜିବ ମହାରଣା, ଦେବାଶିଶ ବାଗ, ସତ୍ୟବ୍ରତ  ଥନାପତି, ନୟନ ବାଗ ପ୍ରମୁଖ ପରିଚାଳନା କରିଥିଲେ ।

 

ଫୁଟବଳ ଖେଳ ପୂର୍ବରୁ ଚନ୍ଦନଭାଟି ସାପ୍ତାହିକ ବଜାର ପ୍ରାଙ୍ଗଣରେ ପୂର୍ବତନ ସରପଂଚ ତଥା ଫୁଟବଲ ଖେଳାଳି ସ୍ୱର୍ଗତ ବେଣୁଧର ପାଣିଗ୍ରାହୀଙ୍କ ଏକ ପୂର୍ଣ୍ଣଙ୍ଗ ଭବ୍ୟ ମୁର୍ତିକୁ ପୂର୍ବତନ ବରଗଡ ସାଂସଦ ଡ.ପ୍ରଭାସ ସିଂହଙ୍କ ଦ୍ୱାର ଉନ୍ନୋଚନ କରାଯାଇଥିଲା । ଏହି ଅବସରରେ ତାଙ୍କ ସୁପୁତ୍ର ସୁକାନ୍ତ ପାଣିଗ୍ରାହୀଙ୍କ ସମେତ ସମସ୍ତ ଅତିଥିମାନେ ସ୍ୱର୍ଗତ ବେଣୁଧରଙ୍କ ସ୍ନୃତିଚାରଣ କରିଥିଲେ । ଏହି ଅବସରରେ ଯୋଗଦେଇ ନପାରିଥିବା ଅନ୍ୟତମ ଅତିଥି  ରାଜ୍ୟସଭା ସାଂସଦ ଅମର ପଟ୍ଟାନାୟକ ଏକ ଭିଡିଓ ବାର୍ତା ମାଧ୍ୟମରେ ତାଙ୍କର ଶୁଭେଚ୍ଛା ପ୍ରଦାନ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like