-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ଭୁବନେଶ୍ୱର/ପାରଳାଖେମୁଣ୍ଡି,(ଶୁଭାଶିିଶଷ ନାୟକ) : ଆଜି ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟ ରେ ଆଜି ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରେଳ ଷ୍ଟେସନ ନିକଟରେ । ଟ୍ରେନ ବଗିରେ ନିଆଁ ଲାଗିଥିବା ବେଳେ ଚଢ଼ି ସେଲଫି ନେବା ସମୟରେ ଜଳିଯାଇଥିଲେ ଯୁବକ । କୌଣସି କାରଣ ବସତ ଟ୍ରେନରେ ନିଆଁ ଲାଗିଯାଇଥିବାରୁ ଯୁବକ ଜଣକ ଟ୍ରେନ ଭିତରୁ ବାହାରିପାରି ନ ଥିଲେ । ଟ୍ରେନରେ ଗୋଟିଏ ବଗିରେ ଜଳିବାର ଦୃଶ୍ୟ ସାମ୍ନାକୁ ଆସିଥିଲା ।
ନିଆଁକୁ ଆୟତ୍ତ କରିବା ଲାଗି ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଁଚିଥିବା ବେଳେ କାହିଁକି ଯୁବକ ଜଣକ ଏମିତି କଲେ ? ଟ୍ରେନ କେତେ ଦିନ ହେବ ସେଠାରେ ରହିଥିଲା ଓ ଟ୍ରେନରେ ନିଆଁ କିପରି ଲାଗିଲା ସେନେଇ ବର୍ତମାନ ସମୟରେ କୌଣସି ସୂଚନା ମିଳି ନାହିଁ ।