-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ଲୋଇସିଂହା, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ହୀରାପୁର ପଂଚାୟତର ହୀରାପୁର ଓ ଗୋପାଳପୁର ଗ୍ରାମରେ ବିଜୟ ମହାନନ୍ଦ ନିଜ ପତ୍ନୀଙ୍କ ସ୍ମୃତି ଉପଲକ୍ଷେ ବୃଦ୍ଧା ମାନଙ୍କୁ କମ୍ଵଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଜୟ ମହାନନ୍ଦ ବୃଦ୍ଧ ଓ ବୃଦ୍ଧାଙ୍କୁ ଶୀତକାଳରେ କମଳ ବାଣ୍ଟିଥିଲେ l ଏହି କାର୍ଯ୍ୟକ୍ରମକୁ ଲାଲମାନ ନାଗ, ଗନ୍ଧରବି ନାଗ, ସୁରେଶ ନାଗ, ୱାର୍ଡସଭ୍ୟ ମାନ ପଧାନ ଓ ମଣିଲାଲ ଦୀପ ପ୍ରମୁଖ ସହଯୋଗ କରିଥିଲେ l