-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
24-Nov-2023
ବଲାଙ୍ଗିର ଜିଲ୍ଲା ତୁଷୁରା ଏନ୍ ଏସି ତୁଷୁରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ତରଫରୁ ତୁଷୁରା ହାଇସ୍କୁଲ ପଡିଆ ଠାରେ ଦୁଇଦିନ ଧରି ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି l ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି କର୍ଣ୍ଣ ମଲ୍ଲିକ, ତହସିଲଦାର
ତୁଷୁରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂଜୀବ କୁମାର ପ୍ରଧାନ, ଭାରପ୍ରାପ୍ତ ଥାନା ଅଧିକାରୀ ତୁଷୁରା ମଞ୍ଚାସିନ ଅତିଥି ଶ୍ରୀଯୁକ୍ତ ଦିନଦୟାଲ କେଡ଼ିଆ ସଭାପତି ସ୍ୱାଗତ ଭାଷଣ ବେଣୁଧର ମନହୀରା ସମ୍ପାଦକ ପରିଚାଳନା ସମିତି(ସଭାପତି) ସଂଯୋଜନା.. ସୌଦାମିନୀ ଷଡ଼ଙ୍ଗୀ, ଧନ୍ୟବାଦ ଅର୍ପଣ କରିଥିଲେ ସୁଶୀଲ କୁମାର ଦାସ ପ୍ରଧାନ ଆଚାର୍ଯ୍ୟ ସମୁଦାୟ ୪୫୦ ଜଣ ଶିଶୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l
(ପଞ୍ଚାନନ ନାଏକ ଙ୍କ ରିପୋର୍ଟ )