-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ବଲାଙ୍ଗୀର, (ବିନୋଦ କୁମାର ଦୀପ): ଲୋଇସିଂହା ବ୍ଲକ ବୁର୍ଡl ପଂଚାୟତରେ ବିକାଶ ଚିନ୍ଦା ମେମୋରିଆଲ ତରଫରୁ ୩ ଦିନିଆଁ ଫୂଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି lବୁର୍ଡl ଗ୍ରାମର ହାଇସ୍କୁଲ ପଡିଆରେ ବୁଦେଲବାହାଲି ଓ ତେନ୍ତୁଳୀଖୁଣ୍ଟି ମଧ୍ୟରେ ଫୂଟବଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇ ଥିଲା l ଫାଇନାଲ ମ୍ୟାଚରେ ବୁଦେଲବାହାଲି ଦଳ ବିଜେତା ଘୋଷିତ ହୋଇଛି l ଆଜିର ଏହି ମ୍ୟାଚରେ ମୁଖ୍ୟ ଅତିଥି ସୁଦୀପ୍ତ ସା, ସମ୍ମାନିତ ଅତିଥି ଟିକୁ ସାହୁ ଓ ସାଇଶଙ୍କର ସାହୁ ମଞ୍ଚାସୀନ ଥିଲେ l ବିକାଶ ଚିନ୍ଦ୍ରା କ୍ଳବର ସୁମନ୍ତ ଚିନ୍ଦ୍ରା, ମାନସ ବାଗ,ବିଜୁ ନାଗ ଓ ବିଟୁ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ l