-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
16-Dec-2020
ବିନିକା, (ପ୍ରେରଣା ଖବର ବ୍ୟୁରୋ) : ପ୍ରଧାନ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍ ; ବରଗଡ଼ ଜିଲ୍ଲା ଗଣ୍ଠିପାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ ପାଣିଗ୍ରାହୀ; ବରଗଡ଼ ଜିଲ୍ଲାର ବରପାଲି, ଡୁଙ୍ଗୁରିପାଲି ଘର ସମେତ ୫ଟି ସ୍ଥାନରେ ରେଡ୍; ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ଚଢ଼ାଉ!!