-+91-9937148622 |

prerana_bgr@rediffmail.com |

  Tuesday 30th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   (30-Jun-2026)       ||      ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା    (29-Jun-2026)       ||      ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   (29-Jun-2026)       ||      ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   (29-Jun-2026)       ||      ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   (29-Jun-2026)       ||      ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   (29-Jun-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   (29-Jun-2026)       ||      ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   (29-Jun-2026)       ||      କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   (29-Jun-2026)       ||      ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||     

HOME   ରାଜ୍ୟ

ଯାଜପୁର ପାଇଲା ମେଡ଼ିକାଲ କଲେଜ; ସାଲିସ କରି ରହିଗଲେ ଭଦ୍ରକର ଟାଣୁଆ ନେତା

16-Dec-2020



ଭୁବନେଶ୍ୱର/ଯାଜପୁର,(ଶୁଭାଶିଶଷ ନାୟକ)- 25ଏକର ଜମିରେ ୪୨୬ କୋଟି ୫୧ ଲକ୍ଷ ୩୧ ହଜାର ଟଙ୍କାରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଭେଷଜ ମେଡିକାଲ କଲେଜ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ।

ଯାଜପୁର ଵିକାଶର ଧାରାରେ ଯୋଡି ହେଲା ସବୁଠାରୁ ବଡ ସଫଳତା । ଏଣିକି ଆଉ ଜିଲ୍ଲାବାସୀଙ୍କୁ କଟକ ବଡ଼ ମେଡ଼ିକାଲକୁ ଦୌଡିବାକୁ ପଡ଼ିବନି । କେବଳ ଯାଜପୁର ନୁହଁ ଆଖ ପାଖ ଲୋକଙ୍କୁ ମିଳିବ ଉତ୍ତମ ସ୍ୱାସ୍ଥ୍ୟ ସେବା । ବିଗତ ଦିନରେ ବିଜୁ ପଟ୍ଟନାୟକ ଦେଖିଥିବା ସ୍ବପ୍ନ ଆଜି ସାକାର ହୋଇଛି । ଯାଜପୁରର  ବିଧାୟକ ତଥା ବିଜେଡ଼ିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଚେଷ୍ଟା  ଯୋଗୁ ଏହା ସମ୍ଭବ ହୋଇପାରିଲା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମରେ ଯାଜପୁରରେ ହେବାକୁ ଯାଉଛି ନୂତନ ମେଡ଼ିକାଲ କଲେଜ । ଯାହାକୁ ଆଜି ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଯାଜପୁରରେ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଖୋଲିବାକୁ ସରକାର କ୍ୟାବିନେଟରେ ନେଇଥିବା ନିଷ୍ପତ୍ତି ପରେ ଅଞ୍ଚଳବାସୀଙ୍କ ମନରେ ଖୁସି ଲହରି ଖେଳିଯାଇଛି ।

୧ ଏପ୍ରିଲ ୧୯୯୩ ମସିହାରେ ଯାଜପୁରକୁ ଜିଲ୍ଲାର ମାନ୍ୟତା ଦିଆଯାଇଥିଲା । ଜିଲ୍ଲା ମାନ୍ୟତା ପାଇଲା ସତ ହେଲେ ଉପର ଚିକ୍କଣ ଭିତର ଫମ୍ପା ପରି ଉନ୍ନତି କେବଳ ନାମକୁ ମାତ୍ର ଭଳି ହୋଇଥିଲା। ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ରୂପ ଦେଖିବାକୁ ମିଳିଥିଲା। ୩୧୧ଟି ଗ୍ରାମ ପଞ୍ଚାୟତ ଓ ୧୭୮୧ଟି ଗ୍ରାମ ଥିବା ଏହି ଜିଲ୍ଲାରେ ଉତ୍କଟ ସମସ୍ୟାର ରୂପ ନେଲା ସ୍ୱାସ୍ଥ୍ୟ ସମସ୍ୟା। ଯାହାକୁ ଦୃଷ୍ଟିରେ ରଖି ୨୨ ସେପ୍ଟେମ୍ବର ୧୯୯୩ରେ ଯାଜପୁରରେ ଏକ ହସ୍ପିଟାଲ ନିର୍ମାଣ ହେଲା । ତେବେ ସମଗ୍ର ଯାଜପୁରବାସୀ ଏହି ହସ୍ପିଟାଲ ଉପରେ ନିର୍ଭର କରୁଥିବାରୁ ଏହା ସମୁଦ୍ରକୁ ଶଙ୍ଖେ ସଦୃଶ ଥିଲା । ସେଥିରେ ପୁଣି ଡାକ୍ତରଙ୍କ ଅନୁପସ୍ଥିତି, ଉପକରଣ ଓ ଅନ୍ୟାନ୍ୟ ସାଧନର ଅଭାବ । ତେଣୁ ଅଧିକାଂଶ ସମୟରେ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଲୋକମାନେ କଟକ ବଡ ହସ୍ପିଟାଲ କିମ୍ବା ଘରୋଇ ମେଡିକାଲ ଉପରେ ନିର୍ଭର କରନ୍ତି । 

ଘରୋଇ ହସ୍ପିଟାଲ ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ଦୁର୍ଘଟଣା ବା ଅନ୍ୟାନ୍ୟ ଗୁରୁତର ରୋଗୀଙ୍କୁ କଟକ ନେଲା ବେଳକୁ ଅନେକ ଜୀବନ ଚାଲିଯାଉଛି । ଏନେଇ ଦୀର୍ଘ ଦିନରୁ ଯାଜପୁରରେ ଏକ ଅତ୍ୟାଧୁନିକ ମେଡିକାଲ ପାଇଁ ଦାବି ହୋଇ ଆସୁଥିଲା । ଯାହା ଏବେ ପୁରଣ ହେବାକୁ ଯାଉଛି। ଏହି ମେଡିକାଲ କଲେଜ ୨୫ ଏକର ପରିମିତ ଜମିରେ ୪୨୬କୋଟି ୫୧ଲକ୍ଷ ୩୧ ହଜାର ଟଙ୍କା ବିନିମୟରେ ୧୦୦ ଶର୍ଯ୍ୟା ବିଶିଷ୍ଟ ଭେଷଜ ମେଡିକାଲ କଲେଜ ଏବଂ ୫୦୦ ଶର୍ଯ୍ୟା ବିଶିଷ୍ଟ ମେଡିକାଲ ଗୃହ ନିର୍ମାଣ ହେବ । ଯାହାକି ୩୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବାକୁ କ୍ୟାବିନେଟରେ ନିଷ୍ପତି ହୋଇଛି । 

ତେବେ ଭଦ୍ରକରେ ମେଡ଼ିକାଲ କଲେଜ ସ୍ଥାପନ ପାଇଁ ମଧ୍ୟ ସମାନ ଧରଣର ଦାବି ହୋଇଆସୁଥିଲା। ଏହାକୁ ନେଇ ବହୁବାର ଭଦ୍ରକ ବନ୍ଦ ମଧ୍ୟ ହୋଇଛି। ହେଲେ ସବୁ ପରେ ମଧ୍ୟ ଭଦ୍ରକକୁ ମେଡ଼ିକାଲ କଲେଜ ଅବା ହସ୍ପିଟାଲ କିଛି ମିଳିପାରିଲା ନାହିଁ। କଟକ ବଡ଼ ମେଡ଼ିକାଲ ଠୁ ଯାଜପୁର ଅପେକ୍ଷା ଭଦ୍ରକ ଦୂର ହୋଇଥିଲେ ମଧ୍ୟ ଭଦ୍ରକକୁ ମେଡ଼ିକାଲ କଲେଜ ଦିଆଗଲା ନାହିଁ । 

ସ୍ଥାନୀୟ ନେତାଙ୍କ କହିବା ଅନୁଯାୟୀ ଭଦ୍ରକର ବିଜେଡ଼ିର ଟାଣୁଆ ନେତାମାନେ ସାଲିସ କରି ଚୁପ ରହିଗଲେ। ବିଜେଡ଼ିର ଆଗ ଧାଡିରେ ଥିବା ନେତାମାନେ ଭଦ୍ରକର ଟାଣୁଆ ନେତାମାନକୁ ଅଲଗା ଆଶା ଦେଖାଇ ଚୁପ କରିଦେଲେ। ଯେହେତୁ ବିଜେଡ଼ିରେ ବିଧାୟକ ପ୍ରଣବ ପ୍ରକାଶ ଦାସ ପତିଆରା ରହିଛି ତେଣୁ ଯାଜପୁର ଏହି ମେଡ଼ିକାଲ କଲେଜକୁ ହାତେଇ ନେଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ବବିଙ୍କ ଉପରେ ଖୁସୀ ଥିବାରୁ ଯାଜପୁରରେ ମେଡ଼ିକାଲ କଲେଜ କରିବାକୁ ନିଷ୍ପତ୍ତି ନେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଜଣା ଗାଡ଼ି ଧକ୍କା ରେ ମୋଟରସାଇକଲ ଚାଳକ ମୃତ*   30-Jun-2026
  ରାଜ୍ୟ  
ପୁରୀ ଦେବ ସ୍ନାନା ପୂର୍ଣ୍ଣିମା ରେ ସେବା   29-Jun-2026
  ଜିଲ୍ଲା  
ବିଜ୍ଞାନସମ୍ମତ ଓ ଯୁକ୍ତି ଭିତ୍ତିକ ବିଷୟବସ୍ତୁ ଥାଇ ନିର୍ଭୁଲ ପାଠ୍ୟପୁସ୍ତକ ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ଗତବର୍ଷର ବହିରେ ଶିକ୍ଷାଦାନ କରିବା ଦାବିରେ ଦସ୍ତଖତ ଅଭିଯାନ।   29-Jun-2026
  ଜିଲ୍ଲା  
ବିବାହ ର ପ୍ରତିଶୃତି ଦେଇ ଯୁବତୀଙ୍କୁ ପ୍ରତାରଣା କଲା ଲମ୍ପଟ ପ୍ରେମିକ।   29-Jun-2026
  ଜିଲ୍ଲା  
ଶିଶୁ କଲ୍ୟାଣ ସମିତିର ନୂତନ ଭବନ ଉଦଘାଟନ କଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସ୍ୱପ୍ନେଶ୍ୱରଙ୍କ ଘରେ ପହଞ୍ଚି ସ୍ଵାସ୍ଥ୍ୟ ଅବସ୍ଥା ବୁଝିଲେ ଜିଲ୍ଲାପାଳ   29-Jun-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ POCSO Act ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ।   29-Jun-2026
  ଜିଲ୍ଲା  
ମୁକ୍ତିତୀର୍ଥ ପାପକ୍ଷୟ ଘାଟରେ ଦେବସ୍ନାନ ପୂର୍ଣ୍ଣିମା   29-Jun-2026
  ଜିଲ୍ଲା  
କଟକ ଗ୍ରାମ୍ୟ ଉନ୍ନୟନ ନିର୍ମାଣ ବିଭାଗର ମୁଖ୍ୟଯନ୍ତ୍ରୀ କାର୍ଯ୍ୟାଳୟରେ ଟେଣ୍ଡରେ ସାଙ୍ଘାତିକ ଦୁର୍ନୀତି। ଠିକାଦାର ମେଳି ହୋଇ କଲେ ଅଭିଯୋଗ। ଚାଉଳିଆଗଞ୍ଜ ଥାନାରେ ଏତଲା   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗ ର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ଜିଲ୍ଲା ଶିକ୍ଷା ବିଭାଗର ଅଜବ ନୀତି ଯୋଗୁଁ ଅବସର କାଳୀନ ପେନସନ ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ   29-Jun-2026
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026

You Might Also Like