-+91-9937148622 |
prerana_bgr@rediffmail.com |
Saturday 27th June 2026 |
R.N.I. Regd No. ODIODI/2010/46693
Breaking News
13-Nov-2023
ନୂଆପଡା (ଡୋଲେସ୍ୱର ବାଗ)
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଖର୍ସେଲ୍ ଗ୍ରାମ ପଞ୍ଚାୟତ ର କର୍ଲାଖମାର୍ ବଞ୍ଜରା ପଡା ରେ ଆଠ ତମ ଗିରିଗୋବର୍ଧନ ପୂଜା କଳସ ଯାତ୍ରା ଅନୁଷ୍ଠିତହୋଇଯାଇଛି, ଏହି ପୂଜାରେ କର୍ତ୍ତା ଭାବରେ ଶ୍ରୀଯୁକ୍ତ ଗୋପାଳ ବଞ୍ଜରା ଓ ଧର୍ମ ପତ୍ନୀ ଶ୍ରୀମତୀ ଚନ୍ଦ୍ରିକା ବଞ୍ଜରା ଥିବାବେଲେ ମୁଖ୍ୟ ପୂଜକ ଶ୍ରୀଯୁକ୍ତ- ସୁଶାନ୍ତ କୁମାର ପାଢୀ ଓ ତାଙ୍କ ସାଥି ଶହ ଯୋଗ କରିଥିଲେ, କମିଟିର ସଭାପତି ଶ୍ରୀଯୁକ୍ତ- ଜଗଦିଶ ବଞ୍ଜରା,ସମ୍ପାଦକ ସନ୍ତୋଷ ବଞ୍ଜରା,କୋଷାଧକ୍ଷ ବିଦ୍ୟାଧର ବଞ୍ଜରା ଥିବା ବେଳେ ଉପଦେଷ୍ଟା କମିଟିର ଧନେଶ୍ୱର ବଞ୍ଜରା,ମୁଖ୍ୟ ଷଚେତକ ସୁବାଷ ବଞ୍ଜରା, ,କମିଟି ର ସଦସ୍ୟ ଭାବେ ପିଣ୍ଟୁ,ସଚିନ,ଭଜ,ଦୀପକ,ସି ନ୍ଧୁ,ଭୀଷ୍ମ,ପ୍ରେମ,ନେପାଳ,ଲାଲସିଙ୍ଗ୍,ସମସ୍ତେ ସହଜୋଗ କରିଥିଲେ,