-+91-9937148622 |

prerana_bgr@rediffmail.com |

  Wednesday 2nd September 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||      ବଲାଙ୍ଗୀରରେ ମହିଳାଙ୍କ ପରିବେଶ ସଚେତନତା : ସ୍କୁଲ ପରିସରରେ ବୃକ୍ଷରୋପଣ   (01-Sep-2026)       ||     

HOME   ଜିଲ୍ଲା

ସାଇବର ଜୁଆଡିଙ୍କୁ ପ୍ରମାଣ ସତ୍ତ୍ୱେ ଗିରଫ କରିବାରେ ଅସୁବିଧା କେଉଁଠି  ?  ବର୍ଷ ବର୍ଷ ଧରି ଚାଲିଛି ଆନ୍ତଃରାଜ୍ୟ ଅନ୍ ଲାଇନ୍ ବେଟିଂ  !

13-Nov-2023



ବଲାଙ୍ଗିର (ମଳୟ ମିଶ୍ର ଙ୍କ ରିପୋର୍ଟ ):  ବର୍ଷ ବର୍ଷ ଧରି ଅନ୍ ଲାଇନ୍ ଜୁଆଖେଳ ବା ସଦ୍ୟତମ ଘଟଣା ଅନୁଯାୟୀ  ଆଇପିଏଲ୍ କ୍ରିକେଟ୍ ବେଟିଂ ଚାଲିଛି ।  କଣ୍ଟାବାଞ୍ଜିର କେତେକ ଜୁଆଖେଳାଳୀ ପଡୋଶୀ ଛତିଶଗଡର ରାୟପୁରରେ ବସି ଏହି କୋଟି କୋଟିଟଙ୍କାର ଅନ୍ ଲାଇନ୍ ଜୁଆଖେଳ ମନିଟର କରୁଛନ୍ତି । ଏହାକୁ କେତେକ ବ୍ୟବସାୟୀ ସହଯୋଗ କରୁଛନ୍ତି । ନିକଟରେ ଏଭଳି ଏକ ଘଟଣାରେ ବରଗଡ ପୁଲିସ୍ ପ୍ରାୟ ଏକକୋଟି ଟଙ୍କାର ଠକେଇ ଅଭିଯୋଗରେ ବରଗଡରେ ରହୁଥିବା ବଙ୍ଗୋମୁଣ୍ଡାର ଜଣେ ଖୁଦବେପାରର କମିଶନ ଏଜେଣ୍ଟଙ୍କୁ ଗିରଫ କରି ବାହାବା' ନେଉଥିବା ବେଳେ ଏହି ସାଇବର ଜୁଆ ବନାମ ଠକେଇର ଜାଲଖେଳି ଅନେକ ଛୋଟମୋଟ ବେପାରୀଙ୍କୁ ଫସାଇ ଏହାର ଅସଲ ଅପରାଧୀଙ୍କୁ ଛାଡିଦେଇଛି । ଏହି ମାମଲାରେ ପ୍ରଥମ ଏତଲାକୁ ଆଡେଇଦେଇ ଉଦ୍ଦେଶ୍ୟମୂଳକ ଦ୍ବିତୀୟ ଏତଲାକ୍ରମେ ବରଗଡ ପୁଲିସ୍ ଏହି ଜୁଆଡି କଣ୍ଟାବାଞ୍ଜିର ହିତେଶ ଜୈନ , ତାର କକା ସୁନୀଲ ଜୈନ  ଓ ସହଯୋଗୀ ମୁଖ୍ୟ ଖୁଦବ୍ୟବସାୟୀ କଣ୍ଟାବାଞ୍ଜିର ମୁରାରୀ ଅଗ୍ରବାଲଙ୍କୁ ଡକାଇ ବଣ୍ଡ୍ ଜାମିନରେ ଛାଡିଥିବା ଜଣାଯାଇଛି ।  ଏଥିରେ ବଙ୍ଗୋମୁଣ୍ଡାର କନଖି ଦଲାଲ ସୁନୀଲ ଅଗ୍ରବାଲ ବିରୁଦ୍ଧରେ ଦଫା ଋଜୁ ପୂର୍ବକ ଗିରଫ କରି କୋର୍ଟ ଚାଲାଣ କରିଛି । କଣ୍ଟାବାଞ୍ଜି ପୁଲିସ୍ ମଧ୍ୟ ଉପରୋକ୍ତ ଅଭିଯୁକ୍ତମାନଙ୍କୁ ଥାନାକୁ ନେଇ ପଚରାଉଚୁରା ଆଳରେ ହାତଚିକ୍କଣ କରିଥିବା ଚର୍ଚ୍ଚା ହେଉଛି । ଆଶ୍ଚର୍ଯ୍ୟର ବିଷୟ ଯେ ଏହି ମାମଲାରେ ରାୟପୁରରେ ବସି ଆଇପିଏଲ୍ କ୍ରିକେଟ୍ ସଟ୍ଟା ଡନ୍ ହିତେଶ ଜୈନ ସେ ଏହି ବେଟିଂ କରୁଥିବା ଓ ତିନିବର୍ଷତଳେ ଏକାଧିକବାର ଗିରଫ ହେଲାପରେ ଆଉ ଏବେ ଖେଳାଉ ନଥିବାର ସଫେଇ ଦେଲାପରେ ତଦନ୍ତକାରୀ ପୁଲିସ୍ ତା ବିରୁଦ୍ଧରେ କୌଣସି ମାମଲା ଋଜୁ କରିନାହିଁ  ! ସେହିପରି ମୁରାରୀ ଅଗ୍ରବାଲଙ୍କ ଠାରୁ ଏହି ଉଦ୍ଦେଶ୍ୟରେ ହିତେଶର କକା ଓ ବାପା ପ୍ରମୁଖ ଲକ୍ଷ ଲକ୍ଷ ଟଙ୍କା ନେଇ ରାୟପୁରରେ ବସି ଏହା ଖେଳାଉଥିବା ହିତେଶ ପାଖକୁ ପଠାଇଥିବା ଥାନାରେ ସ୍ବୀକାର କରିଥିବା ସତ୍ତ୍ୱେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ମାମଲା ଋଜୁ କରାଯାଇନାହିଁ  ! ଉଲ୍ଲେଖନୀୟ ଯେ , କୋଟି କୋଟି ଟଙ୍କାର ଅନ୍ ଲାଇନ୍ ଜୁଆଖେଳ ଚଳାଇଆସୁଥିବା ଜୁଆଡି ବା ସହଯୋଗୀଙ୍କ କ୍ଷେତ୍ରରେ ଜୁଆପରି ଏକ ସାମୁହିକ ଅପରାଧର ପ୍ରମାଣ ଓ ସ୍ବୀକାରୋକ୍ତି ପରେ ମଧ୍ୟ ବରଗଡ ଓ କଣ୍ଟାବାଞ୍ଜି ପୁଲିସ୍  ନିଜଆଡୁ ବା  ଏଥିରେ ବରବାଦ ହୋଇ ଆତ୍ମହତ୍ୟା କରିବାକୁ ଯାଇ ମାସାଧିକକାଳ ନିଖୋଜ୍ ରହିବା ପରେ ନିଜେ ଆତ୍ମସମର୍ପଣ କରିଥିବା ଶିକାର ହୋଇଥିବା  ଜଣେ ତଥାକଥିତ ଅଭିଯୁକ୍ତକୁ ଗିରଫ ମାମଲାରେ ଆରମ୍ଭରୁ ତାଙ୍କ ସ୍ବାମୀଙ୍କୁ ଉକ୍ତ ଜୁଆଡିମାନେ ଫସାଇ କୋଟି କୋଟି ଟଙ୍କା ହଡପ କରି ଅପହରଣ ସନ୍ଦେହର ଅଭିଯୋଗ କଲାପରେ ବି ପୁଲିସ୍ ର କାରସାଦୀକୁ ଲୋକେ ସମାଲୋଚନା କରିଛନ୍ତି । ଏ ସମ୍ପର୍କରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ କଣ୍ଟାବାଞ୍ଜି ଏସଡିପିଓ ଏହି ମାମଲାଟି ଉଭୟ ଜିଲ୍ଲାରେ ସରଗରମ ଥିଲାସମୟରେ ଏକ ଅନୌପଚାରିକ ଆଲୋଚନାରେ ଏଭଳି ସାଇବର ଜୁଆଖେଳର ଆଇନଗତ ଦିଗର ଅନଭିଜ୍ଞତା ସଫେଇ ଦେଇଥିବା ଆଶ୍ଚର୍ଯ୍ୟ କରିଥିଲା । ଏଣୁ ଏହି ମାମଲାରେ କ୍ଷତିଗ୍ରସ୍ତ ମିଲର୍ସମାନେ ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କା ଫେରିପାଇବାକୁ ଏଭଳି ଧୂର୍ତ୍ତ ପୁଲିସ୍ ଉପରେ ଭରସା ନକରି ସିଧାସଳଖ ସେମାନଙ୍କ ଠାରୁ ମାଲ୍ ନେଇ ସେମାନଙ୍କୁ କାହିଁକି ପାଉଣା ନଦେଇ ଏହି ଟଙ୍କା ବେଟିଂରେ ଲଗାଯାଉଥିବା ଜାଣିସୁଦ୍ଧା ଖୁଦବ୍ୟବସାୟୀ ଏକ କମିଶନ ଦଲାଲକୁ ଦେଉଥିଲେ , ଏହାର ପ୍ରକୃତ ଅପରାଧୀଙ୍କ ବିରୁଦ୍ଧରେ ପୁଲିସ୍ ର ଉଚ୍ଚଅଧିକାରୀ ଓ ଆଇନ ଅଦାଲତରେ ଅଭିଯୋଗ କରିବା ଆବଶ୍ୟକ ବୋଲି ଚର୍ଚ୍ଚା ହେଉଛି  ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   02-Sep-2026

You Might Also Like