-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
12-Nov-2023
ପାଟଣାଗଡ (ପ୍ରେରଣା ଖବର ): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ଼ ବିଜେଡି କାର୍ଯ୍ୟାଳୟ ଠାରେ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧାତୁକ ପଞ୍ଚାୟତ ସରପଞ୍ଚ , ସମିତିସଭ୍ୟ ଓ
ବିଜେପି ଦଳର ୮ ଜଣ ସକ୍ରିୟ କାର୍ଯ୍ୟକର୍ତ୍ତା ବିଜେଡି ଦଳରେ ବିଧିବଦ୍ଧ ଭାବରେ ଯୋଗ ଦେଇଥିଲେ l ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ଉପସ୍ଥିତିରେ ଅନ୍ୟ ଦଳର ବହୁ କର୍ମୀ ବିଜେଡ଼ିରେ ଯୋଗଦାନ କରିଥିଲେ l ଏହି ଅବସରରେ ପାଟଣାଗଡ଼ ବିଧାୟକ ଶ୍ରୀ ମେହେର ପାଟଣାଗଡ ଏନ୍ ଏ ସି ର ୫ ଗୋଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ