-+91-9937148622 |

prerana_bgr@rediffmail.com |

  Thursday 3rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||      *ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   (02-Sep-2026)       ||      ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   (02-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   (02-Sep-2026)       ||       ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   (02-Sep-2026)       ||      ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   (02-Sep-2026)       ||      ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   (02-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   (02-Sep-2026)       ||      ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   (02-Sep-2026)       ||      ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   (02-Sep-2026)       ||      ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   (02-Sep-2026)       ||      ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   (02-Sep-2026)       ||      ତୁଷୁରା ସ୍ବାୟତ୍ତ ଶାସନ ଦିବସରେ ସମ୍ବର୍ଦ୍ଧିତ ହେଳେ ଧରିତ୍ରୀ ସାମ୍ବାଦିକ   (02-Sep-2026)       ||      ଫାଷ୍ଟଫୁଡ୍‌ ସେଣ୍ଟରରେ ମଙ୍ଗଳବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଯାଞ୍ଚ   (01-Sep-2026)       ||      ଲୋଇସିଂହା କଲେଜ ରେ ସୁ ପୋଷିତ ଓଡିଶା ମିଶନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (01-Sep-2026)       ||      ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା   (01-Sep-2026)       ||      ଶ୍ରୀ ଗଣେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଦିବସ   (01-Sep-2026)       ||      ଉଚ୍ଚ ଆକାଂକ୍ଷା ଓ ଉଚ୍ଚଶିକ୍ଷାର ନୂତନ ଦୃଷ୍ଟିକୋଣ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିରର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ   (01-Sep-2026)       ||      ବିଶ୍ୱ ତାପାୟନ ସଙ୍କଟ ଉପରେ ସଚେତନତା କାର୍ଯ୍ୟକ୍ରମ   (01-Sep-2026)       ||      ଭଗବତୀ କୌଶଲ୍ୟା  ବି.ଏସ.ସି. ନର୍ସିଂ ଛାତ୍ରଛାତ୍ରୀ ଙ୍କ ଶପଥ ଗ୍ରହଣ ଉତ୍ସବ    (01-Sep-2026)       ||     

HOME   ଜିଲ୍ଲା

 ସଂଯୁକ୍ତ ଆଂଚଳିକ କେନ୍ଦ୍ର ପରିଦର୍ଶନ କଲା ବଲାଙ୍ଗିର ନାଗରିକ କମିଟି -ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ବିକଳାଙ୍ଗ ମାନେ ପାଇବେ ନୂଆଁ ଜୀବନ

10-Nov-2023



ବଲାଙ୍ଗିର, ୧୦.୧୧- ବର୍ତ୍ତମାନର ସଂଯୁକ୍ତ ଆଂଚଳିକ କେନ୍ଦ୍ର, ବଲାଙ୍ଗୀର ୨ଠ୧୫ ମସିହାରେ ସ୍ୱାମୀ ବିବେକାନନ୍ଦ ଜାତୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ କେନ୍ଦ୍ରରେ ନାମିତ ହୋଇ ବଲାଙ୍ଗୀରରେ ସ୍ଥାପିତ ହୋଇଥିଲା, ଭାରତ ସରକାର ଅଧୀନସ୍ଥ ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ନୂଆଁଦିଲ୍ଲୀ ଯାହାର ଏକ ନୂତନ କୋଠା୨ଠ୧୮ରେ ନିର୍ମିତ ହୋଇଛି । ଏଠାରେ ବିକଳାଙ୍ଗ ଓ ମୂକବଧୀର ମାନଙ୍କ ପାଇଁ ଅଙ୍ଗପ୍ରତିରୋପଣ ତଥା ଯନ୍ତ୍ରାଶୟ ଆଦି ମାଗଣାରେ ଦିଆଯାଏ । ସେହିପରି ସାଧାରଣ ଜନତାକୁ ସଚେତନ କରିବା , ବିଭିନ୍ନ ବ୍ଲକରେ ଶିବିର ଜରିଆରେ ବିକଳାଙ୍ଗ ଶିଶୁ ଓ ମାନସିକ ବିକୃତ ରୋଗୀ ମାନଙ୍କୁ ପୁନର୍ବାସ କେନ୍ଦ୍ର ଉପରେ ଜନସାଧାରଣଙ୍କୁ ଅବଗତ କରି ଚିକିତ୍ସା କରିବା ସହ ବିଭିନ୍ନ କୁଶଳୀ ଅନୁଷ୍ଠାନ ଏଠାରେ କାର୍ଯ୍ୟ କରେ । ଏପରି କେନ୍ଦ୍ର ଭାରତରେ ମାତ୍ର ୪ଟି ସ୍ଥାନ ଯଥା ରାଂଚି, ଗୌହାଟି ଓ ଇମ୍ଫାଲ ଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଛି ।

ଏହା ବ୍ୟତିତ ଓଲଟପୁରର ଏକ ବ୍ରାଂଚ ରୂପେ ବଲାଙ୍ଗୀର ଠାରେ ଏହି ସଂସ୍ଥା କାର୍ଯ୍ୟ କରୁିଛି । ପଶ୍ଚିମ ଓଡ଼ିଶାରେ ଶିଶୁ ମୃତ୍ୟୁହାର, ବିକଳାଙ୍ଗ ହାର ଓ ଜନ୍ମରୁ ବିଭିନ୍ନ ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏହି ପ୍ରତିଷ୍ଠାନ ବହାୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ବର୍ତ୍ତମାନ ବହୁ ଅସୁବିଧା ସତ୍ତ୍ୱେ ଆଖପାଖ ୧୧ଟି ଜିଲ୍ଲାରୁ ରୋଗୀ ମାନେ ଆସି ଚିକିତ୍ସିତ ହେଉଛନ୍ତି । ଏଠାରେ କେବଳ ଏସିଷ୍ଟାଣ୍ଡ ପ୍ରଫେସର ଡ.ମୀନତି ମହାପାତ୍ର ଇନଚାର୍ଜ ଡାକ୍ତର ଭାବେ ଦାୟିତ୍ୱ ତୁଲାଉଛନ୍ତି ଓ  ଅଙ୍ଗପ୍ରତ୍ୟଙ୍ଗ ରୋପଣ ବିଶେଷଜ୍ଞ ଡ.ସୁରେନ୍ଦ୍ର ଭୋଇ, ଏ ଦୁଇ ଜଣଙ୍କ ଭରସାରେ ଅନୁଷ୍ଠାନ ଟି ଚାଲିଛି । କିନ୍ତୁ ଏଠାରେ ଅତି କମରେ ଓକୋପେସନ୍ ଥେରୋପିଷ୍ଟ , ଫିଜିଓଥରେରୋପିଷ୍ଟ, ସାଇକୋଲୋଜିଷ୍ଟ ଓ ସ୍ପିକଥେରୋପିଷ୍ଟ ବ୍ୟତିତ ୧୯ଜଣ କର୍ମଚାରୀ ରହିବା କଥ।। ଅବଶ୍ୟ ଡ.ମହାପାତ୍ରଙ୍କ କହିବା ଅନୁସାରେ ସମସ୍ତ ପଦବୀର ଚୟନ ହୋଇ ସାରିଛି ଓ ଏହା ଡିସେମ୍ବର ସୁଦ୍ଧା  ପୂରଣ ହେବ ବୋଲି ବଲାଙ୍ଗୀର ନାଗରିକ କମିଟି ସଭାପତି ଇଂ. ବେଲାରସିଂ ଭୋଇ ଓ ସଂପାଦକ ମନୋରଂଜନ ସାହୁଙ୍କୁ ଜଣାଇଛନ୍ତି । ଆହୁରି ଏଠାରେ ବିଇଡି, ଏମ୍‌ଇଡି, ୟୁପିଏସ୍‌ସି, ଓଟିଇଟି, ନିଟ୍ ଇତ୍ୟାଦିର ପ୍ରଶିକ୍ଷଣ

ଦିଆଯିବାର ପ୍ରସ୍ତାବ ଅଛି । ବିଭିନ୍ନ ପ୍ରକାରର ବିକଳାଙ୍ଗ, ମାନସିିକ ବିକୃତି ଶିଶୁ ଯଥା ଜନ୍ମଗତ ଭିନ୍ନକ୍ଷମ ରୋଗୀ ମାନଙ୍କୁ  କିଛି ପରିମାଣରେ ସାହାଯ୍ୟ ମିଳିଲେ ନୂତନ ଜୀବନ ଲାଭ କରି ପାରିବେ ବୋଲି ଏହି ଅନୁଷ୍ଠାନର ଉଦ୍ଦେଶ୍ୟ । ସରକାର ଓ ପ୍ରଶାସନର ଉଦାସୀନତା ମନୋଭାବା ଯୋଗୁଁ ଏ ଅଂଚଳର ବହୁ ଶିଶୁ ବିକଳାଙ୍ଗ ନୂତନ ଜୀବନ ପାଇବାରୁ ବଂଚିତ ହେଉଛନ୍ତି । ସରକାରଙ୍କ ତରଫରୁ ବର୍ତ୍ତମାନ ୩ ଏକର ଜମି ଏ ଅନୁଷ୍ଠାନ ପାଇଁ ଯୋଗାଇ ଛନ୍ତି । ୩ ବର୍ଷରୁ ଅଧିକ ହେଲାଣି ଆହୁରି ୨ ଏକର ଜମି ମିଳିବା ପ୍ରସ୍ତାବ ଥିବା ବେଳେ ତାହା ବର୍ତ୍ତମାନ ଜବରଦଖଲ କବଳରେ ରହିଛ, ଯେଉଁଥିରେ ହସ୍ପିଟାଲ, ପ୍ରଶିକ୍ଷଣ ରୋଗୀଙ୍କ ପାଇଁ ଆଶ୍ରୟସ୍ଥଳୀ ଓ କର୍ମଚାରୀ ମାନଙ୍କ ପାଇଁ କୋଠା ହୋଇ ପାରିବ । ଏହି କେନ୍ଦ୍ର ଟି ସହରରୁ ଦୂରରେ ରହିଥିବାରୁ ଗ୍ରାମାଂଚଳର ଗିରିବ ପରିବାର ମାନେ ଆସି ଯାତାୟତ ଅସୁବିଧା ଯୋଗୁଁ ଚିକିତ୍ସା ସୁବିଧା ପାଇ ପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ତଥା ସଂସଦ ପାଣ୍ଠିରୁ କିଛି ଖର୍ଚ୍ଚ କରି ବେଟେରି ଚାଳିତ ଏକ ଯାନର ସୁବ୍ୟବସ୍ଥା କଲେ ଗରିବ ଶ୍ରେଣୀ ର ବିକଳାଙ୍ଗ ମାନେ ଉପକୃତ ହେ।।ଇ ପାରିବେ ବୋଲି ମତପ୍ରକାଶ ପାଇଛି । ଏ ସମସ୍ତ ସମସ୍ୟା ସମ୍ବନ୍ଧରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ବିଭାଗୀୟ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କମିଟି ର ସଭାପତି ଇଂ ବେଲାରସିଂ ଭୋଇ ଓ ସଂପାଦକଲ ମନୋରଂଜନ ସାହୁ ସୂଚନା ଦେଇଥିବା ବେଳେ ବିମଳ ଚକ୍ରବର୍ତ୍ତି ଏଥିରେ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ   02-Sep-2026
  ଜିଲ୍ଲା  
*ଡାବୁଗାଁ ଲ୍ୟାମ୍ପସ୍ ଏମ୍.ଡି ବିରୋଧରେ ଜନ ଆକ୍ରୋଶ, ବ୍ୟାପକ ଦୁର୍ନୀତି ବିରୋଧରେ ଉଚ୍ଚ ସ୍ତରୀୟ ତଦନ୍ତ ଦାବୀ ।*   02-Sep-2026
  ଜିଲ୍ଲା  
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବୃଦ୍ଧଙ୍କ ମୃତ୍ୟୁ   02-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ : ସ୍ୱଭାବ କବିଙ୍କ କବିତା ସମ୍ଭାର ମାନବୀୟ ବାର୍ତ୍ତା ବହନ କରିଥାଏ ବୋଲି ଅତିଥି ଗଣ ଙ୍କ ଅଭିମତ   02-Sep-2026
  ଜିଲ୍ଲା  
 ଆଜି ଠାରୁ ଆରମ୍ଭ ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟନ ଚମ୍ପିୟାନସିପ୍....   02-Sep-2026
  ଜିଲ୍ଲା  
ସଂଶୋଧିତ ଖଣି ଆଇନ ପ୍ରତିବାଦରେ ବାମପନ୍ଥୀ ଦଳ ମାନଙ୍କର ସାମ୍ବାଦିକ ସମ୍ମିଳନୀ   02-Sep-2026
  ଜିଲ୍ଲା  
ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତା ପ୍ରସ୍ତୁତି ବୈଠକ   02-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ସର୍ଭେୟର ଏବଂ ସ୍ବେଛାସେବୀ ଶିକ୍ଷକ/ଶିକ୍ଷିକାମାନଙ୍କ ବ୍ଲକସ୍ତରୀୟ ତାଳିମ ଶିବିର   02-Sep-2026
  ଜିଲ୍ଲା  
ପଦୋନ୍ନତି ପାଇ ବରଗଡ଼ ସିଡିଏମଓ ହେଲେ ଡାକ୍ତର ଅଶୋକ ଦାସ ସମ୍ବଲପୁର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା   02-Sep-2026
  ଜିଲ୍ଲା  
ଛାତ୍ରଛାତ୍ରୀଙ୍କୁ କ୍ୟାରିୟର ଦିଗଦର୍ଶନ ଦେଲା ଆଇଆଇଟି କାନପୁରର ସାଥି ସମ୍ବଲପୁରରେ ପ୍ରଗତି ୨୦୨୬ କ୍ୟାରିୟର କାଉନସେଲିଂ ଓ ସଚେତନତା ଅଧିବେଶନ   02-Sep-2026
  ଜିଲ୍ଲା  
ଏମ୍‌ସିଏଲ୍ ଦ୍ୱାରା ଇବ୍ ଭ୍ୟାଲି ୱାଶେରୀଠାରେ ୪,୦୦୦ ମେଟ୍ରିକ୍ ଟନ୍‌ କ୍ଷମତା ବିଶିଷ୍ଟ ସାଇଲୋର ଶୁଭାରମ୍ଭ   02-Sep-2026
  ଜିଲ୍ଲା  
ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ୍ ସୁନ୍ଦରଗଡ଼ରେ ନୂତନ ସ୍ୱାସ୍ଥ୍ୟସେବାର ଶୁଭାରମ୍ଭ   02-Sep-2026

You Might Also Like