-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
08-Nov-2023
ବଲାଙ୍ଗିର (ପ୍ରେରଣା ଖବର ): ନବିଦ୍ୟାଶ୍ରୀପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ତରଫରୁ ଯୋଗ କାର୍ଯ୍ୟ ଯୋଗ ଗୁରୁ ଜଗବନ୍ଧୁ ବଗତ୍ତୀଙ୍କ ଦ୍ଵାରା ପଦ୍ମାସନ, ବଜ୍ରା ଆସନ, ଶୁଖା ଆସନ, ଭୂଜଙ୍ଗାଆସନ, ହଲଆଆସନ,ଭସ୍ତଇକଆ ଆସନ, କପାଳ ଭାରତୀ ଅନଉଲମ୍ ବିଲମ୍ ପ୍ରାଣାୟମ ଇତ୍ୟାଦି ଶିକ୍ଷା ଦିଆଯାଇଥିଲା। ପାଠାଗାର ପ୍ରତିଷ୍ଠା ତା ବୃନ୍ଦାବନ କୁମ୍ଭାର ସ୍ବାସ୍ଥ୍ୟ ହିଁ ସଂପଦ ବ୍ୟାୟାମ ଯୋଗ କଲେ ମନ ଓଦେହସୁସ୍ଥ ରହିଲେ ପାଠ ପଢିବାକୁ ଇଛା ହେବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ୩୦ ରୁଅଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ଥିଲେ।