-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
15-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ଜଣେ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୨୭୦ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୧୨୬ ଜଣ ସୁସ୍ଥ ହୋଇଛନ୍ତି ଓ ୧୦୭ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧) ବଲାଙ୍ଗୀର ମୁନସୀ ପାଲଟି ଓ୍ବାର୍ଡ ନଂ ୯ ରୁ ୧ ଜଣ।
(୨) ବେଲପଡା ବ୍ଲକ ଘାଗୁର୍ଲି ରୁ ୧ ଜଣ ।
(୩) ଦେଓଗାଁ ବ୍ଲକ କୁଡାସିଂହା ରୁ ୧ ଜଣ ଓ ଅର୍ଜୁନ ପୁର ରୁ ୧ ଜଣ ।
(୪) ପାଟନାଗର ଏନଏସି ୱାର୍ଡ ନଂ ୧ ରୁ ୧ ଜଣ ଓ ଓ୍ବାର୍ଡ ନଂ ୫ ରୁ ୧ ଜଣ ।
(୫) ଖପ୍ରାଖୋଲ ବ୍ଳକ ମାଟିଆଭଟା ରୁ ରୁ ୧ ଜଣ।
(୬) କଣ୍ଟାବାଞ୍ଜି ଏନ ଏ ସି ୪ ରୁ ୩ ଜଣ ଓ ଓ୍ବାର୍ଡ ନଂ ୫ ରୁ ୨ଜଣ।