-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
14-Dec-2020
(ପ୍ରେରଣା ଖବର) ଭୁବନେଶ୍ୱର : ସୋମବାର ସନ୍ଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିବ। କୌଣସି ପୂର୍ବ ସୂଚନା ନଥାଇ ହଠାତ୍ ସରକାର ଏହି ଜରୁରୀ ବୈଠକ ଡାକିଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ କୌଣସି ବି ମନ୍ତ୍ରୀଙ୍କୁ କ୍ୟାବିନେଟ୍ ସଂକ୍ରାନ୍ତ ପ୍ରସ୍ତାବ ବି ପଠାଯାଇ ନାହିଁ। ତେଣୁ ଆସନ୍ତାକାଲିର କ୍ୟାବିନେଟ୍ ବୈଠକରେ କ’ଣ ସଂକଳ୍ପ ଓ ନିଷ୍ପତ୍ତି ନିଆଯିବ, ଏହାକୁ ନେଇ ଉତ୍ସୁକତା ସୃଷ୍ଟି ହୋଇଛି।