-+91-9937148622 |

prerana_bgr@rediffmail.com |

  Sunday 11th October 2026 |

| | | |

R.N.I. Regd No. ODIODI/2010/46693

Breaking News

କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   (11-Oct-2026)       ||      ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ    (11-Oct-2026)       ||      ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   (11-Oct-2026)       ||      ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   (11-Oct-2026)       ||      ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   (11-Oct-2026)       ||      ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   (11-Oct-2026)       ||      ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   (10-Oct-2026)       ||      ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର    (10-Oct-2026)       ||      ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ    (10-Oct-2026)       ||      ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   (10-Oct-2026)       ||      ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ    (10-Oct-2026)       ||      ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   (10-Oct-2026)       ||      ନାଟ୍ୟଶ୍ରୀ ଗଦାଧର ବାରିକ ପାଇବେ ଗୁରୁ ଭଗବାନ ସାହୁ ସ୍ମୃତି ସମ୍ମାନ    (10-Oct-2026)       ||      ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ    (10-Oct-2026)       ||      ଇକୋ କ୍ଲବ୍ ପକ୍ଷରୁ ୭୨ ତମ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳିତ   (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଟିଟଲାଗଡ ବ୍ଲକ ସିଲୁଆଁ ଗ୍ରାମ୍ ବାସିନ୍ଦା ତିନି ମାସ ହେଲାଣି ପାଇ ନାହାନ୍ତି ପିଇବା ପାଣି ? ଶେଷରେ ଗ୍ରାମବାସୀ ନିଜେ କରୁଛନ୍ତି ବ୍ୟବସ୍ଥା    (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ଦେଓଗାଁ ଡିଗ୍ରୀ କଲେଜରେ ‘ନିଶାମୁକ୍ତ ଯୁବା, ବିକଶିତ ଭାରତ’ ଅଭିଯାନ ଅନ୍ତର୍ଗତ ଯୁବ ସଂବାଦ ମେଳା ଅନୁଷ୍ଠିତ   (10-Oct-2026)       ||      ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାୟକ ହତ୍ୟାକୁ ମାସେ ପୁରିଲା ପୁଲିସ ହାତ ଖାଲି    (10-Oct-2026)       ||     

HOME   ଜିଲ୍ଲା

ପ୍ରଧାନମନ୍ତ୍ରୀ ଫସଲ ବୀମା ସମସ୍ୟାକୁ ନେଇ ବୈଠକ

08-Sep-2023




ବରଗଡ:-  (ନିରଞ୍ଜନ ତ୍ରିପାଠୀ) ପ୍ରଧାନମନ୍ତ୍ରୀ ଫସଲ ବୀମା ସମସ୍ୟା ର ସମାଧାନ ପାଇଁ ତ୍ରିପାକ୍ଷିକ ବୈଠକ ଜିଲ୍ଲାପାଳ କକ୍ଷରେ ଜିଲ୍ଲାପାଳ ମନୀଷ ବାନାର୍ଜୀ ଙ୍କ ସଭାପତିତ୍ୱ ରିଲାଏନ୍ସ କମ୍ପାନୀ ରାଜ୍ୟ ପ୍ରତିନିଧି ଏବଂ କୃଷକ ସଙ୍ଗଠନ ମାନଙ୍କ ସହିତ ଆଲୋଚନା କରାଯାଇଥିଲା।ପ୍ରଧାନମନ୍ତ୍ରୀ ଫସଲ ବୀମା କୃଷକମାନଙ୍କ ପାଇଁ ରକ୍ଷା କବଜ କହି କେନ୍ଦ୍ର ସରକାର ୨୦୧୬ ଆର୍ଥିକ ବର୍ଷ ଠାରୁ ସାରା ଦେଶରେ ରାଜ୍ୟ ସରକାରଙ୍କ ସହଯୋଗ ରେ କାର୍ଯକାରୀ କରୁଛନ୍ତି।ଏହି ଫସଲ ବୀମା ଯୋଜନା କୃଷକମାନଙ୍କ ସ୍ୱାର୍ଥରେ ନ ଆସି କମ୍ପାନୀ ମାନେ ଅଧିକ ଲାଭବାନ ହୋଉଛନ୍ତି।ଗତ ୭ବର୍ଷରେ ୫୮ ହଜାର କୋଟି ଟଙ୍କା ରୁ ଉର୍ଦ୍ଧ୍ବ ଲାଭନ୍ମିତ ହୋଇଥିବା ବେଳେ ଓଡିଶାରୁ ୨୮୮୦ କୋଟି ଲାଭ ପାଇଛନ୍ତି।ଚଳିତ ବର୍ଷ ରାଜ୍ୟ ସରକାର ଆବେଦନ ପ୍ରତି ଗୋଟିଏ ଟଙ୍କା ଦୁଇ ହେକ୍ଟର ପ୍ରୟନ୍ତ ନୀଶୁଳ୍କ ଫସଲ ବୀମା କରି କୃଷକ ହିତୋଷି ଭାବୁଛନ୍ତି।କିନ୍ତୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କମ୍ପାନୀ ହାତରେ ଟେକି ଦେବା କାରଣରୁ କମ୍ପାନୀ ମାନେ ଅନେକ ଛନ୍ଦକରୀ କୃଷକମାନଙ୍କୁ ହଇରାଣ କରୁଛନ୍ତି ।ବରଗଡ଼ ଜିଲ୍ଲାରେ ରିଲାଏନ୍ସ କମ୍ପାନୀ ଟେଣ୍ଡର ପାଇଛି। ୧ ଲକ୍ଷ ୬୯ ହଜାର ୮୭୨ ଜଣ କୃଷକ ୧ ଲକ୍ଷ ୯୫ ହଜାର ୨୫୦ ହେକ୍ଟର ଜମି ୮ଲକ୍ଷ ୨୩ହଜାର ୮୭୩ ରୁଣୀ ଆବେଦନ ଥିବା ବେଳେ ଅଣରୁଣୀ ଆବେଦନ ୬ଲକ୍ଷ ୮୭ ହଜାର ୧୯୦ ଅଛି। ତତ ମଧ୍ୟରୁ ୨୩ ହଜାର ଆବେଦନ କାଗଜପତ୍ର ଠିକ ନାହିଁ ବୋଲି ସି ଏସ୍ ସି ସେଣ୍ଟର ମାନଙ୍କୁ ଫେରସ୍ତ କରିଦେଇଛି।ଗତ ଥର ଭଳି ଏହି କମ୍ପାନୀ ମଧ୍ୟ ସ୍ୱଳ୍ପ ବୃଷ୍ଟିପାତ ଦେଖି ଏମିତି ପଦକ୍ଷେପ ନେଇଥିବା କୃଷକ ସଙ୍ଗଠନ ମାନଙ୍କୁ ହୃଦବୋଧ ହେବାରୁ ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ।ଜିଲ୍ଲାପାଳ ରିଲାଏନ୍ସ କମ୍ପାନୀ ପ୍ରତିନିଧି ଡାକି ଉକ୍ତ ପ୍ରସଙ୍ଗରେ ପଚାରିବାରୁ କର୍ତ୍ତୃପକ୍ଷ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିଲେ ନାହିଁ।ପରିଶେଷରେ ଆସନ୍ତା ୧୦ଦିନ ମଧ୍ୟରେ ଆବେଦନ ଗୁଡିକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।କୌଣସି ଆବେଦନ ରେ ଆବଶ୍ୟକ କାଗଜପତ୍ର ସଠିକ ନ ଥିଲେ ଏ ଡି ଏମ୍ ସହିତ କଥା ହୋଇ ସମାଧାନ କରିବା ପାଇଁ ନିଷ୍ପତ୍ତି ନିଆ ହୋଇଛି । କ୍ଷତିପୂରଣ ଆକଳନ ଚଳିତ ବର୍ଷ କ୍ରଫ କଟିଙ୍ଗ  ୭୦ ପ୍ରତିଶତ ଚାଷ ପ୍ରଣାଳୀ ସୁସ୍ଥତା ୩୦ ପ୍ରତିଶତ ଗଣିତ କୁ ସଂଗଠନ ପକ୍ଷରୁ ସଂପୂର୍ଣ୍ଣ ବିରୋଧ କରି ଲେଖିତ ଅଭିଯୋଗ କରିଛି।ପୁରୁଣା ବ୍ୟବସ୍ଥା କୃଷି ବିଭାଗ ରାଜସ୍ବ ବିଭଗ ଏବଂ ପରିସଂଖ୍ୟାନ ବିଭାଗ କ୍ଷତିପୂରଣ ଆକଳନ କରିବା ପାଇଁ ଦାବୀ ରଖିଛି।ଗତ ଖରିଫ ଋତୁରେ ପାଇକମାଲ ବ୍ଲକ ର ଗୋଟିଏ ପଞ୍ଚାୟତ ଭୁବନେଶ୍ୱର ପୁର ଯୋଗ୍ୟ ବିବେଚିତ ହୋଇଥିଲେ ହେଁ ଆଜି ପ୍ରୟନ୍ତ କ୍ଷତିପୂରଣ ଟଙ୍କା ପାଇନଥିବା ଏବଂ ରବି ଋତୁରେ ବରଗଡ଼ ଜିଲ୍ଲାରେ କରକାପାତ କାରଣ ରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ସେମାନଙ୍କ ଫସଲ ବୀମା କେବେ ମିଳିବ ବୋଲି ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରିଥିଲେ।ସଭାରେ ଏ ଡି ଏମ୍ ମିର୍ଧା ଟୋପୋ, ଉପ ଜିଲ୍ଲାପାଳ ଲଲାଟ ଲୁହା, ସଦାକର କୁମ୍ଭୀର, LDM ମହେଶ୍ବର ସାହୁ,ଅମିୟ ସାହୁ,ସୋନାଲିକା ସାହୁ,DSP ଗୋସନର ବାର୍ଳା, ତୃପ୍ତି କାନ୍ତ ସେଠି ଏବଂ ରିଲାଏନ୍ସ କମ୍ପାନୀ ର CRM ରାକେଶ ରଞ୍ଜନ ଜିଲ୍ଲା ମେନେଜର ରାଜେଶ ମିଶ୍ର, ସହିତ ରାଜାବୋଡାସମ୍ବର କୃଷକ ସଙ୍ଗଠନ ର ଅଶୋକ ସାହୁ,ରୋହିତ ପଧାନ,ପଞ୍ଚାନନ ସାହୁ,ଅରବିନ୍ଦ ପଣ୍ଡା, ଗଜପତି ସାହୁ,ଲିଙ୍ଗରାଜ ପଧାନ,ସହିତ ମାଧୋ ସିଂ ଆଞ୍ଚଳିକ କୃଷକ ସଙ୍ଗଠନ ର ପ୍ରଭାତ ସାହୁ ପରପାହାଡ଼ କୃଷକ ସଙ୍ଗଠନ ର ଇଶାନ୍ତ ଭୋଇ,ଥବିର ପଧାନ,ନିରଞ୍ଜନ ପଧାନ,ବିରେନ କର ,ଅଜିତ ଶତପଥୀ ଏବଂ ରମେଶ ମହାପାତ୍ର ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କବିତା ଜୀବନର କଥା କହେ: ସାହିତ୍ୟ ଅକାଦେମି ପକ୍ଷରୁ ଆଲୋଚନାଚକ୍ର   11-Oct-2026
  ଜିଲ୍ଲା  
ମୋତେ ପ୍ରଭାବିତ କରିଥିବା ବହିଟିଏ ଶୀର୍ଷକ ଆଲୋଚନାଚକ୍ର ପୁସ୍ତକ ସହ ନିଷ୍ଠାପର ସମ୍ପର୍କ ରହିଲେ ଜୀବନର ବହୁ ଦ୍ବନ୍ଦ୍ବାତ୍ମକ ପରିସ୍ଥିତିରେ ଉଚିତ ମାର୍ଗଦର୍ଶନ ମିଳିଥାଏ   11-Oct-2026
  ଜିଲ୍ଲା  
ବିଜୟପଲ୍ଲୀ ସଂସ୍କୃତ ମହାବିଦ୍ୟାଳୟରେ ଜୁଭେନ୍ତିକା କାର୍ଯ୍ୟକ୍ରମ   11-Oct-2026
  ଜିଲ୍ଲା  
ସ୍ମାର୍ଟ କ୍ଲାସ୍‌ରୁମ୍‌ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ♦️ ବିଦ୍ୟୁତ୍‌ ଅଭାବରେ ଅଚଳ ସ୍ମାର୍ଟବୋର୍ଡ, ତାତିରେ ସିଝୁଛନ୍ତି ଛାତ୍ରଛାତ୍ରୀ; ସମସ୍ୟା ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ଗ୍ରାମବାସୀ   11-Oct-2026
  ରାଜ୍ୟ  
ଓଡ଼ିଶା ସୂଚନା ସେବା ସଂଘର ବାର୍ଷିକ ଉତ୍ସବ ୨୦୨୬ ଅନୁଷ୍ଠିତ କ୍ୟାଡର ସୁଦୃଢ଼ୀକରଣ ଓ ବୃତ୍ତିଗତ ଉତ୍କର୍ଷତା ଉପରେ ଗୁରୁତ୍ୱ   11-Oct-2026
  ଜିଲ୍ଲା  
ବଳିଟିକ୍ରା - ବୁରୋମୁଣ୍ଡା ରାସ୍ତା ରେ ଦୁଇ ବାଇକ୍ ମୁହାମୁହିଁ ଧକ୍କା, ଜଣେ ମୃତ,   11-Oct-2026
  ଜିଲ୍ଲା  
ବଲାଙ୍ଗୀରରେ କାଂସିରାମ ଜୀଙ୍କ ୨୦ତମ ପରିନିର୍ବାଣ ଦିବସ ପାଳିତ   10-Oct-2026
  ଜିଲ୍ଲା  
ବିଜେପି ରେ ଯୋଗ ଦେଲେ ବଲାଙ୍ଗୀର ଜିଲ୍ଲାର ବୋହୁ ସମାଜସେବୀ ଓ ଲେଖିକା ଡ. ସଂଗୀତା ମହାପାତ୍ର   10-Oct-2026
  ଜିଲ୍ଲା  
ମା ସମେଲେଶ୍ୱ ରି ଙ୍କ ଧବଳ ମୁଖି ବେଶ   10-Oct-2026
  ଜିଲ୍ଲା  
ମାଁ ମାଣିକେଶ୍ୱରି ଆଞ୍ଚଲିକ କୈବର୍ତ୍ତ ସମାଜ ର କମିଟି ଗଠନ   10-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଙ୍କ ନବରାତ୍ର ପୂଜା ଆରମ୍ଭ♦️ କଳସ ଶୋଭାଯାତ୍ରା ରେ ସାମିଲ ହେଲେ ଶ୍ରଦ୍ଧାଳୁ   10-Oct-2026
  ଜିଲ୍ଲା  
ଜିଲ୍ଳା ପ୍ରଶାସନ ପକ୍ଷରୁ ଭୋଟର ତାଲିକା ପ୍ରସ୍ତୁତି ସମ୍ବନ୍ଧୀୟ ଘରକୁ ଘର ସର୍ଭେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ   10-Oct-2026

You Might Also Like