-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଆମ ଓଡିଶା ନବୀନ ଓଡିଶା

05-Sep-2023




ସମ୍ବଲପୁର :(ସଂଜୀବକୁମାରପାଣିଗ୍ରାହୀ )ଓଡ଼ିଶାର ୩୦ ଜିଲା ଓ ୩୧୪ ବ୍ଲକରେ ନର୍ବାଚିତ ହୋଇଥିବା ୬ହଜାର ୭୯୮ ସରପଞ୍ଚଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା କାଯର୍‌ୟକ୍ରମର ସଫଳତା ପାଇଁ ସମ୍ପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ରାଷ୍ଟ୍ରୀୟ ପଞ୍ଚାୟତିରାଜ ଗ୍ରାମ ପ୍ରଧାନ / ସରପଞ୍ଚ ସଂଗଠନ ଓଡ଼ିଶା ଶାଖାର ସଭାପତି ରବି ରଥ ପ୍ରେସ୍‌ ବିଜ୍ଞପ୍ତିରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଶ୍ରୀ ରଥ କହିଛନ୍ତି ଗ୍ରାମାଞ୍ଚଳରେ ହୋଇଥିବା ବିକାଶ ମୂଳକ ସମସ୍ତ କାଯର୍‌ୟ ନର୍ବାଚିତ ସରପଞ୍ଚମାନଙ୍କୁ ଦାୟିତ୍ବ ଦେଇ ସେମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ ଶ୍ରୀ ରଥ କହିଛନ୍ତି ଯେ, ଯେମିତି ମନ୍ଦିରର ମହାପ୍ରଭୂ ତଥା ଦେବାଦେବୀଙ୍କ ଉଦ୍ଦ୍ୟେଶରେ ଭକ୍ତ ଅର୍ପଣ କରାଯାଉଥିବା ନଡିଆ ଭୋଗସାମଗ୍ରୀରେ, ମହାପ୍ରଭୂଙ୍କୁ କେବଳ ତାଳି ଓ ଢୋ ଶବ୍ଦ ମିଳୁଛି ଆଉ ସବୁ ଭୋଗ ସାମଗ୍ରୀ ଯାଚନା କରିଥିବା ଭକତ ଓ ପୂଜାରୀର ହେଉଛି ସେହି କ୍ରମରେ ଆମ ଓଡିଶା ନବୀନ ଓଡିଶା  ଯୋଜନାର ୫୦ ଲକ୍ଷ ଟଙ୍କା ଲେଖାଏଁ ପଞ୍ଚାୟତରେ ବ୍ୟୟ ହେବାକୁ ଯାଉଛି କହିଲେ କିଛି ଭୂଲ ହେବନି  କାରଣ ଫାଇଭ ଟି ସଚିବଙ୍କର ମୋ ସରକାରରେ, ରାଜ୍ୟରେ ଥିବା ସମସ୍ତ ପଞ୍ଚାୟତ ଠାରୁ ଆରମ୍ଭ କରି ପୌର ପରିଷଦ ତଥା ନିଗମ ଯାଏଁ କାହାର ହେଲେ  କରିବାର କ୍ଷମତା ନଥିବାର ପରିସ୍ଥିତି ପରିବେଶରୁ ଜଣାଯାଉଛି ପରିସ୍ଥିତିରୁ ଦେଖିବାକୁ ମିଳୁଛି, ସାରା ରାଜ୍ୟର ଏହି ତ୍ରୀସ୍ତରୀୟ ପଞ୍ଚାୟତ  ଗୁଡିକର ସଂସ୍ଥା ପାଇଁ ଦରକାର ପଡୁଥିବା, ସୁସ୍ଥ ଭାରତ/ଓଡିଶା ଯୋଜନା ଠାରୁ ଆରମ୍ଭ କରି ବିଦୁ୍ୟତ ସରଞ୍ଜାମ ଯାଏଁ କିଣିବାର କୌଣସି କ୍ଷମତା ନାହିଁ ଏଥିପାଇଁ ରାଜ୍ୟର ଭୂବନେଶ୍ବରରୁ କେହି ଜଣେ ସବୁ ପ୍ରକାର ସରଞ୍ଜାମ କିଣି ପଠାଉଛନ୍ତି ସେହି ସବୁ ସରଞ୍ଜାମ ଗୁଡିକୁ ପଞ୍ଚାୟତ ଠାରୁ ପୌର ଓ ନିଗମ କର୍ତ୍ତୃପକ୍ଷ ମାନେ ଦଶପଳ ରସଣ ସୁଙ୍ଘି କାନ ମୁଣ୍ଡ ଅଣ୍ଡାଳି ଆଉଁସି ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି  ଏଥିପାଇଁ ପଞ୍ଚାୟତର ସରପଞ୍ଚ ମାନେ ସେହି ସରଞ୍ଜାମ ବାବଦକୁ ନିଜ ନିଜର ଗୋଷ୍ଠି ଉନ୍ନୟନ ଅଧିକାରୀ ମାନଙ୍କ ପାଖରେ ସମୁଦାୟ ଅର୍ଥ  ପୈଠ କରୁଛନ୍ତି ସେହିପରି ପୌର ପରିଷଦ ଓ ନିଗମର ଅଧ୍ୟକ୍ଷ ଓ ମେୟାର ମାନେ ମଧ୍ୟ କାଯର୍‌ୟନିର୍ବାହୀ ଅଧିକାରୀ ମାନେ ସରଞ୍ଜାମ ବାବଦକୁ ପୈଠ କଲା ବେଳକୁ, ବିଲରେ ଦସ୍ତଖତ ଦେବାକୁ ବାଧ୍ୟ ହେଉଛନ୍ତି  ଯେତେବେଳେ ଫାଇଭ ଟି ସଚିବଙ୍କର ମୋ ସରକାରର ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂସ୍ଥା ଗୁଡିକର ନିର୍ବାଚିତ ଜନପ୍ରତିନିଧି ମାନେ କେବଳ ଗୋବର ଗଣେଶ ହେଇ ଗୋତି ଶ୍ରମିକ ଭାବରେ ଦାୟିତ୍ବ ତୁଲେଇବାର ମୁଖ୍ୟ ଦାଯିତ୍ବ ଦିଆ ଯାଇଛି, ସେତେବେଳେ ଆମ ଓଡିଶା ନବୀନ ଓଡିଶାରେ ଯୋଗାଇ ଦିଆଯାଉଥିବା ୫୦ ଲକ୍ଷ ଟଙ୍କା ଲେଖାଏଁର ଶବଦ କାନକୁ ଭଲ ଶୁଭାଯିବା ସହ ପୁଜାରୀ ଓ ନିର୍ଦ୍ଧିଷ୍ଟ ଭକତର ହିଁ ଲାଭ ହେଇଯାଇ ରାବେଡି ଖାଇବାର ସୁଯୋଗ ମିଳିବ ଯଦି ସରକାରଙ୍କ  ପଞ୍ଚାୟତ ପ୍ରତିନିଧିମାନଙ୍କ ଉପରେ ଆସ୍ଥା ଓ ବିଶ୍ବାସ ଥାଏ, ତାହେଲେ ପଞ୍ଚାୟତ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ସହ ପଞ୍ଚାୟତର ବିକାଶ ମୂଳକ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି । ଶ୍ରୀ ରଥଙ୍କ ଏହି ଦାବି ଯୁକ୍ତିଯୁକ୍ତ ଓ ପଞ୍ଚାୟତ ରାଜ ସାମ୍ଭିଧାନିକ ବ୍ୟବସ୍ଥାକୁ ସରପଞ୍ଚ୍ ହାତରେ ନ୍ୟସ୍ତ କରି ସରକାର ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାକୁ ଉପଯୁକ୍ତ ସମ୍ମାନ ଦେବେ ବୋଲି ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘର ଅନ୍ୟତମ ଉପଦେଷ୍ଟା ଡା.ରାଜାରାମ ଷଡଙ୍ଗୀ ଆଶା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like