-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||     

HOME   ଜିଲ୍ଲା

ଧୂବାବାହାଲି ଓ ସାନଝିଙ୍କି ଗାଁ ଲୋକେ କିଡ଼ନୀ ରୋଗ ରେ ଆକ୍ରାନ୍ତ ଓ ଆତଙ୍କିତ

02-Sep-2023



ସୋନପୁର(ମନୋରଞ୍ଜନ ତ୍ରିପାଠୀ ):  ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାଠାରୁ ମାତ୍ର ୩୦୦ ମିଟର ଦୂର ତଥା ଲେପ୍ରା ଇଣ୍ଡିଆ ପଛ ପଟ ରେ ଥିବା ଜନମୁରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମୁଖ୍ୟ ରାସ୍ତା ର ଉଭୟ ପଟେ ଥିବା ବସ୍ଥି ଧୁଵl ବାହାଲି ଓ ସାନ ଝିଙ୍କି  ଗାଁ ର ଲୋକେ ନଳକୂପ  ର ଦୂଷିତ ପାଣି ବ୍ୟବହାର କରି ୪0/୫୦ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଛନ୍ତି l  ଏ ବିଷୟରେ ଖବର ପାଇ  କିଛି ଗଣମାଧ୍ୟମ ପ୍ରତିନିଧି ଉକ୍ତ ଗ୍ରାମରେ ପହଂଚି ଲୋକଙ୍କ ପ୍ରତିକ୍ରିୟା ନେବା ବେଳେ  ଅଭିଶପ୍ତ ଜୀବନ ବିତାଉଥିବା ବିଷୟ କୋହ ଭରା କଣ୍ଠ ରେ ଲୋକ ଙ୍କ

ଠାରୁ ଶୁଣି ବାକୁ ପାଇଲେ। ଗୋଟିଏ ଗୋଟିଏ ପରିବାର ର ୨/୩ ଜଣ ମଧ୍ୟ ଏହି ରୋଗ ରେ ଆକ୍ରାନ୍ତ ଥିବା ଜଣା ପଡିଛି l ସାନ ଝିଙ୍କି ର ଜଣେ ବୃଦ୍ଧ  ଏବେ ମୃତ୍ୟୁ ଶଯ୍ୟାରେ ଥିବା ମଧ୍ୟ ଦେଖିବାକୁ ମିଳିଛି  l କିଏ କାହା ପୁଅ ହରେଇଛି ତ କିଏ ଭାଇ କୁ କିଏ ମାଆ ବାପା କୁ ଏମିତି ଅନେକ ନିଜ ନିଜ ଆତ୍ମୀୟ ସ୍ୱଜନ କୁ ହରାଇ ସାରିଲେଣି l ପାଣି ମୁନ୍ଦାକ ପାଇଁ  ଦୀର୍ଘ  ଦିନ ରୁ ପଂଚାୟତ କୁ ଜିଲ୍ଲା ପ୍ରଶାସନ କୁ ଗୁହାରି ଗୁହାରି ଥକି ପଡିଛନ୍ତି l ଏବଂ ଦିନ ରାତି ବିଶୁଦ୍ଧ ପାଣି ଟିକେ ପାଇଁ ଭାଲେଣି ରେ ଓ ଆତଙ୍କିତ ଅବସ୍ଥା ରେ ଅଛନ୍ତି ଏ ବସ୍ଥି ଲୋକେ l ପିଇବା ପାଣି  ପାଇଁ  ଏ ଲୋକ ଙ୍କୁ  ସହର କୁ ଆସି ବାକୁ ପଡୁଛି l ଯାହାକି ପାଣି 5 ଲିଟର ପାଇଁ ପେଟ୍ରୋଲ 1 ଲିଟର ଖର୍ଚ୍ଚ କରିବାକୁ ପଡୁଛି l  ଏ ଦୂଷିତ ପାଣି ର ପରୀକ୍ଷା ପାଇଁ  ପାନୀୟ ଜଳ ଯୋଗାଣ ଓ ସ୍ୱାସ୍ଥ୍ୟ ବିଭାଗ ର ଦୃଷ୍ଟି ଆକର୍ଷଣ କରିବାକୁ ଓ  ଏବେ ଅସ୍ଥାୟୀ ଭାବେ ପାଣି ଟାଙ୍କି ଯୋଗାଇ  ଖୁବ ଶୀଘ୍ର ମେଗା ଲିଫ୍ଟ
ପ୍ରୋଜେକ୍ଟ ରୁ ଶୀଘ୍ର ପାଣି ଯୋଗାଇବାକୁ ମିଡ଼ିଆ ଜରିଆ ରେ ପ୍ରଶାସନ କୁ ଆକୁଳ ନିବେଦନ କରିଛନ୍ତି l ବର୍ତ୍ତମାନ ଏ ଉଭୟ ଗାଁ ର  ଉଭୟ ବସ୍ଥି ଅଞ୍ଚଳ ସମେତ ସାରା ଜିଲ୍ଲା ରେ କିଡ଼ନୀ ରୋଗୀ ଙ୍କ ସଂଖ୍ୟା ବଢିବାରେ ଲାଗିଛି l  ଏବଂ ଏ  ରୋଗୀ ଙ୍କ ପାଇଁ ସରକାର ଙ୍କ ନିରାମୟ ଯୋଜନା ରେ  ପର୍ଯ୍ୟlପ୍ତ  ଭାବେ ଔଷଧ ଯୋଗାଇବା ବ୍ୟବସ୍ଥା ଥିବା ସତ୍ୱେ ରୋଗୀ ମାନେ କିନ୍ତୁ ଏଠାରେ ଔଷଧ ନ ପାଇ ବାହାରୁ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଔଷଧ କିଣୁଥିବା ଅଭିଯୋଗ କରୁଛନ୍ତି l ତେଣୁ ଏହା ଏବେ ଏକ ସମ୍ବେଦନଶୀଳ ଘଟଣା  ହୋଇ ଥିବାରୁ ଏ ରୋଗୀ ଙ୍କ ପାଇଁ ପର୍ଯ୍ୟlପ୍ତ  ମାଗଣା ଔଷଧ ଓ  କିଡ଼ନୀ ଡ଼ାଇଲେସିସ  ବ୍ୟବସ୍ଥା ସାଙ୍ଗକୁ ଗାଁ ଲୋକ ଙ୍କ ପିଇବା ପାଇଁ  ଶୀଘ୍ର  ବିଶୁଦ୍ଧ ପାଣି ଟିକେ ଯୋଗାଇବାକୁ ଏ ଅଞ୍ଚଳ ବାସୀ ଙ୍କ ଦାବୀ ହୋଇଛି l  ଏ  ଦୁଇ ବସ୍ଥି ର ପ୍ରକାଶ ନାଗ, ଜଗଦୀଶ ନାଗ, ବିଣl ନାଗ

ସମେତ ଅନେକ ଲୋକ  ଏ ରୋଗ ରେ ମୃତ୍ୟୁ ବରଣ କରି ସାରିଥିବା ବେଳେ ଏବେ ଯତନ ନାଗ, ସୁକୃ ନାଗ, ସନ୍ତୋଷ ମହାନନ୍ଦ, କେଶବ ମହାନନ୍ଦ, ଶାନ୍ତି ମୁଣ୍ଡl, ସୁରମଣୀ ମୁଣ୍ଡl, ନେପାଳ ବିଶ୍ୱାଳ, ଶ୍ରାବଣୀ ବିଭାର, ସନ୍ତୋଷ ହରିପାଳ, କାନ୍ତ ହରିପାଳ, କମଳ ହରିପାଳ, ବାମନ ମହଲା ପ୍ରମୁଖ ବହୁ ଲୋକେ କିଡ଼ନୀ ରୋଗ ରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲ ରେ ଚିକିତ୍ସିତ ହୋଇ ଭୟ ଆତଙ୍କ ରେ ଜୀବନ ବିତାଉ ଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026
  ଜିଲ୍ଲା  
ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026
  ଜିଲ୍ଲା  
ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   16-Sep-2026

You Might Also Like