-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Aug-2023
ବଲାଙ୍ଗିର ସହର୍ ରେ ବାଇକ୍ ଚୋର ଙ୍କ ଉତ୍ପାତ ବଢିବାରେ ଲାଗିଛି l ଆଜି ବଲାଙ୍ଗିର ସଦର୍ ବ୍ଲକ ଅନ୍ତର୍ଗତ ସରଗlଡ଼ ପାଲି ଗାଁ ର ଜନେ ଯୁବକ ସୁବାଷ ଚନ୍ଦ୍ର ବରିହା (39) ଏକ ବାଇକ୍ (OD03-138591) ରେ ବଲାଙ୍ଗିର ଆସିଥିଲେ l ତେବେ ବଲାଙ୍ଗୀର ଡେଲି ମାର୍କେଟ୍ ରୋଡ ଆଦର୍ଶ କିରାନା ଦୋକାନରେ ସଉଦା କରୁ ଥିବା ବେଳେ କେହି ଜଣେ ଦୁର୍ବୃତ୍ତ ରାସ୍ତା କଡରେ ଥିବା ତାଙ୍କର ମଟରସାଇକେଲ ଚୋରି କରି ନେଇଥିବା ଜଣାପଡିଛି l ସଉଦା ସାରି ଦେଖିଲା ବେଳକୁ ସୁବାଷ ଙ୍କ ବାଇକ୍ବ ନ ଥିଲା l ବହୁ ଖୋଜାଖୋଜି ପରେ ବାଇକ୍ ନ ମିଳିବାରୁ ସୁବାଷ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l