-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
29-Jul-2023
ବଲାଙ୍ଗିର (ପ୍ରେରଣା ଖବର ): ଗତ କିଛି ଦିନ ତଲେ ବଲାଙ୍ଗୀର ସହରରେ ଲଗାଣ ଝରି ବର୍ଷା ଲାଗି ରହିଲା। ବର୍ଷା ଲଗାଣ ହେବା ଯୋଗୁଁ ସହରରେ ଅନେକ ଦୁର୍ଗତ ଅଞ୍ଚଳ ମାନଙ୍କୁ ରହିଥିବା ମାଟି ଛପର ଘର ଭାଙ୍ଗି ଯାଇଥିଲା। ଲୋକେ ଅସହାୟ ହୋଇ ପଡିଥିଲେ। ଆଜି ସହରର ରୁଗୁଡି ପଡା ସମେତ ଆଖପାଖ ଅଞ୍ଚଳରେ ପୌର ଅଧ୍ୟକ୍ଷା ଓ ବଲାଙ୍ଗୀର ତହସିଲଦାରଙ୍କ ଜରିଆରେ ସାମାଜିକ କର୍ମକର୍ତ୍ତା ଶ୍ରୀ ବିଶ୍ବମୟ ପୂଜାରୀ ଓ ତାଙ୍କ ସହଯୋଗୀ ଘର ଘର ଯାଇ ଜରି ପ୍ରଦାନ କରିଥିଲେ। ଏହି ଜରି ପ୍ରଦାନ କରିବା ଦ୍ବାରା ଅସହାୟ ପରିବାର ମାନଙ୍କ ମୁହଁରେ ଆଜି ହସ ଫୁଟିଥିବା ଦେଖିବାକୁ ମିଳିଥିଲା।