-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
ସମ୍ବଲପୁର:(ଦେବାଶିଷ ବେହେରା)- ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଳକ ଅନ୍ତର୍ଗତ ଜୟନ୍ତପୁର ମର୍କେଟ ଆଜି ଦେଖିବାକୁ ମିଲିଛି ଅବ୍ୟବସ୍ଥା lଆଜି କୌଣସି ମିଲରେ ଟାର୍ଗେଟ ନାହିଁ କହି ଚାଷୀଙ୍କ ପରିଶ୍ରମ ସହିତ ଖେଲ ଖେଳୁଛନ୍ତି ବିଭାଗୀୟ କର୍ତ୍ତୁପକ୍ଷ, ଯାହାପାଇଁ ସକାଳୁ ସକାଳୁ ଧାନବିକ୍ରି କରିବାପାଇଁ ଆସି ଥିବା ଚାଷୀ ବର୍ତମାନ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଥିଲା l ଏପଟେ ଟାର୍ଗେଟ ନାହିଁ ବୋଲି ଧାନ ଫିରେଇ ନେଇଯିବାକୁ ଚାଷୀଙ୍କୁ କୁହାଯାଇଥିବା ବେଳେ ଏତେ ପରିମାଣ ର ଧାନ କେଉଁଠି ନେଇ ରଖିବେ ବୋଲି ଚାଷୀ ପ୍ରଶ୍ନ କରିଛନ୍ତି l.