-+91-9937148622 |
prerana_bgr@rediffmail.com |
Saturday 11th July 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବଲାଙ୍ଗିର(ପ୍ରେରଣା ଖବର ): ସମ୍ବଲପୁରରୋଡ଼ରୁ ସଦେଇପାଲି ବାଇପାସ ରୋଡ଼ ବୀରମୁଣ୍ଡା ଛକରେ ଜଣେ ଯୁବକଙ୍କୁ ଲହୁଲୁହାଣ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଛି | ଯୁବକଜଣଙ୍କ ସିନ୍ଦୁରବାହାଲ ଟୁକୁ ଡାଙ୍ଗ ଅଟନ୍ତି | ଖବର ପାଇ ସଦର ପୁଲିସ ଏବଂ ଆମ୍ବୁଲାନ୍ସ ପହଞ୍ଚି ଲହୁଲୁହାଣ ବ୍ୟକ୍ତିକୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ନେଇଛନ୍ତି | ସେଠାରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଛି | କେହି ଦୁର୍ବୃତ୍ତ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ସେଠାରେ ଛାଡିଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି |