-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ବଲାଙ୍ଗିର,- ମମତା (ଏଚ୍ଆଇଏମ୍ସି), ପ୍ରୋଜେକ୍ଟ ଜାଗୃିତି ସଇଁନ୍ତଲା ବଲାଙ୍ଗିର ର ଅନୁକୁଲ୍ୟରେ ଅକ୍ଷରା ପରସ୍କାର ବିତରଣ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ କିଶୋରୀ ଝିଅ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ନିଜର ପାଠପଢା ଜାରି ରଖିବେ ଏବଂ ବାଲ୍ୟ ବିବାହ କିପରି ହ୍ରାସ ହୋଇ ପରିବ ସେ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହାକୁ ପରିଚାଳନା କରିଥିଲେ ଏସ୍ପିଏମ୍ ବେଞ୍ଜାମିନ ନାୟକ ଓ ବ୍ଲକ ସୁପରଭାଇଜର ରଞ୍ଜୁ ମଣ୍ଡଲ । ଏହି କାର୍ଯ୍ୟକ୍ରମୁ କୁଲୁତାପଡା ହାଇସ୍କୁଲ ଏବଂ ବଡଙ୍ଗୋମୁଣ୍ଡା ହାଇସ୍କୁଲ ରେ ଆୟୋଜିତ କରାଯାଇଥିଲା । ଏଥିରେ ମମତା (ଏଚ୍ଆଇଏମ୍ସି) ର କର୍ମୀମାନେ ସହଯୋଗ କରିଥିଲେ ।