-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ମୁରିବାହାଲ ( ସୁଦାମ ଚରଣ ବଘାର )
ମୁରିବାହାଲ ବ୍ଲକ ନୂତନ ଭାବେ ଯୋଗଦାନ କରିଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଡିହାରୀ ଙ୍କୁ ମୁରିବାହାଲ ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ଦ୍ୱାରା ସ୍ୱାଗତ କରାଯାଇଥିଲା। ମୁରିବାହାଲ ବ୍ଲକ ଏକ୍ସ କେଡର ଶିକ୍ଷକ ସଂଘ ର ସଭାପତି ଉମେଶ କୁମାର ଖମାରି ଙ୍କ ନେତ୍ରୁତ୍ଵରେ ଶ୍ରୀ ପଢିହାରି ଙ୍କୁ ପୁଷ୍ପ ଗୁଛ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଅବସରରେ ଏକ୍ସ କେଡର ଶିକ୍ଷକ ସଂଘରସମ୍ପାଦକ ସଞ୍ଜୟ କୁମାର ରାଓ, ବଳରାମ ତ୍ରିପାଠୀ, ସଂଜୀବ ମେହେର, ନୀଳ ପାତ୍ର, ସୌମିତ୍ରୀ ଦାସ, ବିଶ୍ୱଜିତ ମିଶ୍ର ପ୍ରମୁଖ ଶିକ୍ଷକ ଗଣ ଉପସ୍ଥିତ ଥିଲେ।