-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଆଦିବାସୀ ହରିଜନ ହାଇସ୍କୁଲ ରେ 5ଟି କାମ ରେ ସରପଞ୍ଚ କୁ ବିରୋଧ

12-Jul-2023



ଲୋଇସିଂହା, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼l ପଂଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମର ଲୋକେ ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ  5ଟି କାର୍ଯ୍ୟର ରୂପାନ୍ତରୀଣ ପାଇଁ ଯୋଗୀଶର୍ଡl ସରପଞ୍ଚ ଶ୍ରୀମତୀ ବିଜୁଳି ପଧାନ ଉକ୍ତ କାମ କରିବା ପାଇଁ ଲୋଇସିଂହା ବିଡ଼ିଓ, ସ୍କୁଲ ଶିକ୍ଷା କମିଟି ସଭାପତି ଓ ପ୍ରଧାନ ଶିକ୍ଷକ ଙ୍କ ଅନୁମତି ରେ କାମ କରୁଥିବା ବେଳେ ଉକ୍ତ କାମ କୁ ବିରୋଧ ନକରି ସରପଞ୍ଚ କୁ ଗ୍ରାମ ଲୋକେ ବିରୋଧ କରିଛନ୍ତି l କାହିଁକି ନା ଗ୍ରାମବାସୀ ଙ୍କ କହିବା ଅନୁସାରେ  ବର୍ତମାନ ସରପଞ୍ଚ ବିଜୁଳି ପଧାନ ଗତ 15ବର୍ଷ ସରପଞ୍ଚ କାଳରେ ଉକ୍ତ ହାଇସ୍କୁଲ କୁ ଟଙ୍କା ଟିଏ ଅନୁଦାନ ଦେଇନାହିଁ, କି କୌଣସି ପ୍ରକାର ସାହାଯ୍ୟ ସହଯୋଗ କରିନାହିଁ ବରଂ ଉକ୍ତ ହାଇସ୍କୁଲ କୁ ବିରୋଧ କରିଚାଲିଥିଲେ l ଗ୍ରାମବାସୀ ଙ୍କ ନିଜସ୍ୱ ଉଦ୍ୟମ ରେ ବହୁ ବାଧା ବିଘ୍ନ ସତ୍ୱେ ହାଇସ୍କୁଲ ସରକାରୀ ଅନୁଦାନ ପାଇବାକୁ ଯୋଗ୍ୟ ହୋଇ ଆଜି ସରକାର ଙ୍କର 5ଟି ରୂପାନ୍ତରିତ କରଣ ରେ ଯୋଗ୍ୟ ତାଲିକା ରେ ପଡିଛି l ଯାହାକି ଗ୍ରାମବାସୀ ଙ୍କ ମନରେ ଖୁସି ର ଲହରୀ ଖେଳି ଯାରଥିଲା l କିନ୍ତୁ ଯେଉଁ ବ୍ୟକ୍ତି ହାଇସ୍କୁଲ କୁ ବିରୋଧ କରିଆସିଥିଲା ସେ ବ୍ୟକ୍ତି ଙ୍କୁ ହାଇସ୍କୁଲ କୁ 5ଟି ରୂପାନ୍ତରିତ କାର୍ଯ୍ୟ କରିବା ପାଇଁ ଅନୁମତି ଦେଲା କିଏ l ତାହା ପୁଣି ସ୍କୁଲ ଶିକ୍ଷା କମିଟି ସଭାପତି ଙ୍କ ଅଜାଣତରେ l ଗ୍ରାମବାସୀ ଙ୍କ  କହିବାନୁସାରେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସ୍କୂଲ ର ପ୍ରଧାନ ଶିକ୍ଷକ ଓ ସରପଞ୍ଚ ବିଜୁଳି ପଧାନ ଙ୍କ ମଧୁଚନ୍ଦ୍ରିକା ରେ 5 ଟି କାର୍ଯ୍ୟ ଆରମ୍ଭ ହୋଇଛି l 

ଯାହାକି କାର୍ଯ୍ୟ କରୁଛନ୍ତି ସରପଞ୍ଚ ବିଜୁଳି ପଧାନ l  ଏ ବାବଦରେ ଶ୍ରୀମତୀ ପଧାନ ଙ୍କୁ ପଚାରି ବୁଝିବାରୁ କିଛି ବ୍ୟକ୍ତି ଙ୍କ ନାମନେଇ ସେମାନଙ୍କ ସ୍ୱାର୍ଥ ଲାଗି ଏହି ବିରୋଧ ଟି ଚାଲିଛି ବୋଲି ପ୍ରତିକ୍ରିୟା ରଖିଥିଲେ l ଗ୍ରାମ୍ୟ କମିଟି କହିବା ମୁତାବକ ପୂର୍ବରୁ ସରପଞ୍ଚ ଶ୍ରୀମତୀ ପଧାନ କେବେହେଲେ ହାଇସ୍କୁଲ ପ୍ରତି ଧ୍ୟାନ ଦେଇନାହାନ୍ତି, ସବୁବେଳେ ଅଣଦେଖା କରି ଆସିଛନ୍ତି l ହେଲେ ଏହି ଉଚ୍ଚ ବିଦ୍ୟାଳୟ ଟି 5 ଟି ରେ ରୂପାନ୍ତରଣ ହୋଇଛି ସେ କାହିଁକି କରିବେ l ଗ୍ରାମ୍ୟ ଲୋକଙ୍କ କହିବା ଏହା ଯେ ସରପଞ୍ଚ ଶ୍ରୀମତୀ ପଧାନ ଙ୍କ ଛଡ଼ା ପଂଚାୟତ ର ଜଣେ ଉପଯୁକ୍ତ ବ୍ୟକ୍ତି କୁ ଏହି କାର୍ଯ୍ୟ ଟି ଦିଆଯାଉ l ଏପରି ପାଟିତୁଣ୍ଡ ଯୋଗୁଁ ସ୍କୁଲ ପରିସରରେ ଅଶାନ୍ତି ଲାଗିରହିଥିବା ବେଳେ ସ୍କୁଲ ପ୍ରଧାନ ଶିକ୍ଷକ ଓ ସରପଞ୍ଚ ଗୋଟିଏ ପଟେ ବେଳେ ଗ୍ରାମବାସୀ ବିରୋଧ ପାଟି ଅନ୍ୟ ପଟେ l ଏ ବିଷୟ କୁ ନେଇ ଗତକାଲି ଗ୍ରାମବାସୀ ଲିଖିତ ଅଭିଯୋଗ ମୁଖ୍ୟମନ୍ତ୍ରୀ ଓଡିଶା, 5ଟି ସଚିବ, ଜିଲ୍ଲା ଆରକ୍ଷୀ ଅଧିକାରୀ, ପୂର୍ବତନ ସାଂସଦ ବଲାଙ୍ଗୀର ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ, ରାଜ୍ୟ ଗୃହ ଓ ନିର୍ମାଣ ବୋର୍ଡ ଅଧିକ୍ଷକ ଭୁବନେଶ୍ୱର ଓଡିଶା, ଥାନା ଭାରପ୍ରାପ୍ତ ଅଧିକାରୀ ଲୋଇସିଂହା ଙ୍କୁ ଲିଖିତ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା l ଉପସ୍ଥିତ ଥିଲେ ବିପିନ ଧରୁଆ, ସମ୍ପତି ନନ୍ଦ, ରାତୁ କୁମ୍ଭାର, ପରଦେଶୀ ସାହୁ, ଦୁଃଶାସନ ଧରୁଆ, ସୁନିଲ ନନ୍ଦ, ଗୀତାଞ୍ଜଳି ସାହୁ ତଥା ଗ୍ରାମର ଅନେକ ଲୋକ l ବିରୋଧ ସତ୍ୱେ ଆଜି ଏହି ଉଚ୍ଚ ବିଦ୍ୟାଳୟ ରେ ସରପଞ୍ଚ ଶ୍ରୀମତୀ ପଧାନ ଙ୍କ ଦ୍ୱାରା 5ଟି କାମ ଆରମ୍ଭ ହେଉଥିବା ବେଳେ ଗ୍ରାମ ଲୋକେ ବିରୋଧ କରିଥିଲେ l ବିରୋଧ ସମୟରେ ପାଟିତୁଣ୍ଡ ହେବାସହ ଅଶାନ୍ତି ବାତାବରଣ ଦେଖିବାକୁ ମିଳିଥିଲା l ଏପରିକି କିଛି ଲୋକ ସ୍କୁଲ କାର୍ଯ୍ୟାଳୟ ରେ ପ୍ରବେଶ କରି ପ୍ରଧାନ ଶିକ୍ଷକ ଶ୍ରୀ ଶାନ୍ତିଲାଲ ନନ୍ଦ ଙ୍କ ସହ ଝଗଡା କରିଥିଲେ ଏହାକୁ ନେଇ ପ୍ରଧାନ ଶିକ୍ଷକ ଥାନାରେ ଅଭିଯୋଗ କରିଥିବା ସୂଚନା ରୁ ପ୍ରକାଶ l କିଛି ସମୟ ପରେ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷ ଉକ୍ତ ସ୍ଥାନକୁ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ଏ ବିଷୟ କୁ ନେଇ ଆଲୋଚନା କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like