-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||     

HOME   ଜିଲ୍ଲା

ଟିଟିଲାଗଡ଼ ଡି. ଏ. ଭି. ମହାବିଦ୍ୟାଳୟ ତରଫରୁ  "ଯୁବାବସ୍ଥାରେ ସାମାଜିକ ଦାୟିତ୍ୱବୋଧ " ଉପରେ ଏକ ଆନ୍ତର୍ଜାତିକ ୱେବିନାର

22-Jun-2023



ଟିଟିଲାଗଡ଼ (ପ୍ରେରଣା ଖବର ):lଡି. ଏ. ଭି. (ସ୍ୱୟଂ ଶାସିତ) ମହାବିଦ୍ୟାଳୟ , ଟିଟିଲାଗଡ଼ ତରଫରୁ  "ଯୁବାବସ୍ଥାରେ ସାମାଜିକ ଦାୟିତ୍ୱବୋଧ " ଉପରେ ଏକ ଆନ୍ତର୍ଜାତିକ ୱେବିନାର ଅନୁଷ୍ଠିତ ହୋଇଯାଇଛି I ଇଂରାଜୀ ଅଧ୍ୟାପକ ଜୟଦେବ କର ଙ୍କ ସଂଯୋଜନା ହୋଇଥିବା ଏହି ୱେବିନାର ରେ ଆୟରଲ୍ୟାଣ୍ଡ ସ୍ଥିତ ଡବ୍ଲିନ ସହର ର ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଟୋନି କୋଫି ମୁଖ୍ୟ ବକ୍ତା ଏବଂ ଦକ୍ଷିଣ ଆଫ୍ରିକା ର ଲେଶିଥି ସହରର ନାରୀବାଦୀ ସମାଜସେବୀ ଶ୍ରୀମତୀ ସିଜୁ ମୁପୋ ଅତିଥି ବକ୍ତା ଭାବରେ ଯୋଗ ଦେଇଥିଲେ I କଲେଜ ଅଧ୍ୟକ୍ଷ ପ୍ରଫେସର ମେଜର ଡ. ମଧୁସୂଦନ ମିଶ୍ର ଏହି ୱେବିନାର କୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି  ସାରଗର୍ଭକ ସ୍ବାଗତ ଭାଷଣ ଦେଇଥିଲେ I କଲେଜ ର ଆଇ. କ୍ୟୁ. ଏ. ସି କୋର୍ଡିନେଟର ଅଧ୍ୟାପିକା ସସ୍ମିତା ପାଣିଗ୍ରାହୀ ନିମନ୍ତ୍ରିତ ଅତିଥି ଙ୍କ ପରିଚୟ ପ୍ରଦାନ କରିଥିଲେ I ପ୍ରଫେସର ବିଧାନ ଚନ୍ଦ୍ର ମିଶ୍ର ଡି ଏ ଭି ମହାବିଦ୍ୟାଳୟ ର ଗୌରବମୟ ଐତିହ୍ୟ ବାବଦରେ ସୂଚନା ଦେଇଥିଲେ I ମୁଖ୍ୟ ବକ୍ତା ଟୋନି କଫି ଯୁବକ ମାନଙ୍କୁ ପରିବେଶ ସନ୍ତୁଳନ ଦିଗରେ କାର୍ଯ୍ୟ କରି ଅଧିକରୁ ଅଧିକ ବୃକ୍ଷ ରୋପଣ ଏବଂ ଅଙ୍ଗାରକାମ୍ଳ ର ବିଶ ବଳୟ ରୁ ପୃଥିବୀକୁ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ I ସମ୍ମାନିତ ଅତିଥି ସିଜୁ ମୁପୋ ଦକ୍ଷିଣ ଏସିଆ ଏବଂ ଆଫ୍ରିକୀୟ ଦେଶ ମାନଙ୍କରେ ଯୁବତୀ ମାନେ ସାମ୍ନା କରୁଥିବା ସମସ୍ୟା ଏବଂ ତହିଁର ସମାଧାନ ଉପରେ ଆଲୋକପାତ କରିଥିଲେ I ପ୍ରଫେସର ଡ ରମାକାନ୍ତ ବେହେରା ନାଗରିକ ଦାୟିତ୍ଵ ବୋଧ ଉପରେ ବକ୍ତବ୍ୟ ରଖିଥିବା ବେଳେ ପ୍ରଫେସର କୃଷ୍ଣ ଚନ୍ଦ୍ର ଶତପଥି ସାଂପ୍ରତିକ ପରିସ୍ଥିି ଉପରେ ବକ୍ତବ୍ୟ ରଖିଥିଲେ I ଏହି ୱେବିନାର ରେ କଲେଜ ର ବରିଷ୍ଠ ପ୍ରାଧ୍ୟାପକ ଡ. ପ୍ରଣବ କିଶୋର ପୁରୋହିତ, ଡ. ନନ୍ଦ କିଶୋର ହୋତା, ଡ. ଉମେଶ ଚନ୍ଦ୍ର ସାହୁ, ଡ. ଉମାକାନ୍ତ ସାହୁ, ତଥା ଅଧ୍ୟାପକ ରାକେଶ ସେଠୀ, ମଳୟସେନ୍ ଜ୍ୟୋତିଷ, ବେଦ ବର ରଣା, ବୈଷ୍ଣବ କବାଟ,ସୁଶାନ୍ତ କୁମାର ପଟ୍ଟନାୟକ ତଥା ମାଲକାନଗିରି ଜିଲ୍ଲା ର ବରିଷ୍ଠ ଅଧ୍ୟାପକ ଡ. ରଞ୍ଜନ କୁମାର ସ୍ବାଇଁ ଯୋଗ ଦେଇଥିଲେ I ସେହିପରି ଟିଟିଲାଗଡ଼ କଲେଜର ଅଧ୍ୟାପିକା ଡ.ଦେବୀ କେ,ସବ୍ୟାରାଣୀ ସୁନା, ରୋଜାଲି ସେଠୀ, ବନ୍ଦନା କର, କର୍ମଚାରୀ ତଥା ସାହିତ୍ୟିକ ସଞ୍ଜୟ ଅଗସ୍ତି, ବିନୋଦ ପଟ୍ଟନାୟକ, ଚିର ପଟ୍ଟନାୟକ ବିବିବେକାନନ୍ଦ ପାଣିଗ୍ରାହୀ, ରିମନ୍ ରଣା, ଲାଇବ୍ରେରୀଆନ୍ ରତ୍ନାକର ନାୟକ, ତଥା ଅନେକ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ସଂଯୋଜକ ଜୟଦେବ କର ଧନ୍ୟବାଦ୍ ଅର୍ପଣ କରି ଅତିଥି ଦ୍ବୟ ଙ୍କୁ ଓଡ଼ିଶା ଆସିବା ପାଇଁ ଅନୁରୋଧ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026

You Might Also Like