-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ମାରୱାଡି ଯୁବମଞ୍ଚ ସୋନପୁର ଶାଖା ପକ୍ଷରୁ ରକ୍ତଦାନ ଶିବିର, ମହିଳା ରକ୍ତଦାତାଙ୍କ ଆଗ୍ରହ ବଢ଼ାଇବାକୁ ଓ ରକ୍ତ ବର୍ଗ ଚି଼ହ୍ନଟ ପ୍ରକ୍ରିୟା ଉପରେ ଗୁରୁତ୍ୱ ଦେବାକୁ ଜ଼ିଲ୍ଲାପାଳଙ୍କ ପରାମର୍ଶ

14-Jun-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ):  ମାରୱାଡି ଯୁବାମଞ୍ଚ ସୋନପୁର ଶାଖା ପକ୍ଷରୁ ଆଜି ସ୍ଥାନୀୟ ମାରୱାଡି ଧର୍ମଶାଳା ଠାରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରକୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ଏସପି ଅମରେଶ ପଣ୍ଡା, ଏଡିଏମଓ ମେଡିକାଲ ଡ଼. ଦୁର୍ଗାଦତ୍ତ ଦାଶ ଯୋଗ ଦେଇ ଶୁଭ ଉଦଘାଟନ କରିଥିବା ବେଳେ ମାରୱାଡି ସମାଜର ସଭାପତି ଗୋପାଳ ଭୂତ,  ମାରୱାଡି ଯୁବା ମଞ୍ଚ ସଭାପତି ଅମିତ ଅଗ୍ରୱାଲ ମଞ୍ଚlସିନ ଥିଲେ l ସୁବର୍ଣ୍ଣପୁର ଜ଼ିଲ୍ଲାରେ  ଯୁବ ଓ

ମହିଳା ରକ୍ତଦାତା, ଆୟୋଜକଙ୍କ ଉତ୍ସାହ ଉଦ୍ଧିପନାକୁ ଓ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହକୁ ଖୁବ ପ୍ରଶଂସା କରି ମହିଳା  ରକ୍ତଦାତାଙ୍କ ମଧ୍ୟରେ  ଆହୁରି ଆଗ୍ରହ ସୃଷ୍ଟି ପାଇଁ ଏକ ସ୍ୱତନ୍ତ୍ର ମହିଳା ୟୁନିଟ ଗଢିବାକୁ ଜ଼ିଲ୍ଲାପାଳ ଶ୍ରୀ ରାୟ ମତ ରଖିଥିଲେ ଏବଂ ଜ଼ିଲ୍ଲାରେ ରକ୍ତ ବର୍ଗ ଚି଼ହ୍ନଟ ପାଇଁ ଏକ ସ୍ୱତନ୍ତ୍ର ସଂଗଠନ ଗଢିବାକୁ ପରାମର୍ଶ କରିଥିଲେ l  ମୃତ୍ୟୁ ପରେ  ସମ୍ପୂର୍ଣ ଅଙ୍ଗଦାନ ଘୋଷଣା କରିଥିବା  ଯୁବ ଦମ୍ପତି ଆଦିକନ୍ଦ ଦେହୁରୀ, ଲତିକା ଦେହୁରୀଙ୍କୁ ସମ୍ବର୍ଦ୍ଧିତ କରି ଜ଼ିଲ୍ଲାପାଳ ଭାବ ବିହ୍ଵଳ ହୋଇ  ଏମାନେ ହିଁ ଆଗାମୀ ପିଢ଼ି ପାଇଁ ପ୍ରେରଣା ବୋଲି ଶ୍ରୀ ରାୟ ମତ ରଖିଥିଲେ l  ଅଯଥାରେ ଦୁର୍ଘଟଣାରେ ରାସ୍ତାରେ ରକ୍ତ ନ ଯାଉ ଜୀବନ ନ ଯାଉ,  ଆମେ ସୁରକ୍ଷିତ ଗାଡି ଚଳାଇ ନିଜ ରକ୍ତ କୁ ଜୀବନକୁ ବଞ୍ଚାଇ ରୋଗୀକୁ ରକ୍ତ ଦେବl ଜୀବନ ବଞ୍ଚାଇବାକୁ ଆଜି ଦିନ ରେ ସଂକଳ୍ପ ନେବା ବୋଲି ଏସପି ଶ୍ରୀ ପଣ୍ଡା କହିଥିଲେ ଏବଂ ସୋନପୁରରେ ପର୍ଯ୍ୟlପ୍ତ ପରିମାଣ  ରେକର୍ଡ ୟୁନିଟ ରକ୍ତ ସଂଗ୍ରହ  ଜାରି ରଖିବାରେ ଆପଣ ମାନଙ୍କ ୟୁନିଟି ରୁ ସମ୍ଭବ ହୋଇଛି ବୋଲି ମତ ରଖି ଜ଼ିଲ୍ଲାର ଗୌରବ ମଧ୍ୟ ବଢିଛି ବୋଲି  ଶ୍ରୀ ପଣ୍ଡା କହିଥିଲେ l ସୋନପୁର ରେ ରକ୍ତ ଦାତା ଙ୍କ ଉତ୍ସାହ ପାଇଁ  ଆମେ ସମସ୍ତେ ଗର୍ବିତ ଓ ଏଥିରେ ସାରା ରାଜ୍ୟ ଦେଶ ପ୍ରେରିତ ହେଉ ବୋଲି ଏଡିଏମଓ ତଥା ବିବିଓ ଡ଼. ଦାଶ କହିଥିଲେ l ନନ୍ଦ କିଶୋର କମାଣି ସଭା ସଂଯୋଜନା କରିଥିବା ବେଳେ ଯୁବା ମଞ୍ଚର ସମ୍ପାଦକ ଅଙ୍କିତ ଅଗ୍ରୱାଲ, ଉପ ସଭାପତି ରଜତ ଅଗ୍ରୱାଲ, ସହ ସମ୍ପାଦକ ଅଭିଷେକ ଅଗ୍ରୱାଲ ସମେତ

ମାରୱାଡି ସମାଜ ଓ  ଯୁବା ମଞ୍ଚ ର ସମସ୍ତ କର୍ମକର୍ତ୍ତା ସହ ଯୋଗ କରିଥିଲେ l ସ୍ୱଚ୍ଛ ଭାରତ ସଂଗଠନ, ରକ୍ତଦାତା ସଂଘ, ଓ ବୁଢା ରଜା ସଂଗଠନର  ସମସ୍ତ କର୍ମକର୍ତ୍ତା  ସଭାରେ ଯୋଗ ଦେଇ ରକ୍ତଦାତା ଓ ଆୟୋଜକ ଙ୍କୁ ଉତ୍ସାହିତ କରିଥିଲେ l ପ୍ରକାଶ ଥାଉ ଯେ  ଗତ ୧୧ ରୁ ୧୮ ତାରିଖ ଯାଏ  ଏ ସମାଜ ପକ୍ଷ ରୁ ଜାତୀୟସ୍ତରରେ ଏ ଶିବିର ଆୟୋଜନ ହୋଇଛି ଏବଂ ୧ ଲକ୍ଷ ୧୧ ହଜାର ୧୧ ୟୁନିଟ ରକ୍ତସଂଗ୍ରହ ଏହାର ଲକ୍ଷ ବୋଲି ସୂଚନା ମିଳିଛି l ବାଲାଙ୍ଗୀର ଓ ସୋନପୁର ବ୍ଳ୍ଲଡ଼ ବ୍ୟାଙ୍କର କର୍ମକର୍ତ୍ତା ରକ୍ତ ସଂଗ୍ରହ କରିଥିଲେ l


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like