-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ମହାରାଣୀସାଗରର ଉନ୍ନତିକରଣ ପାଇଁ ପୌରପାଳିକାର ଶିଳାନ୍ୟାସ ୧୨କୋଟି ୧୮ଲକ୍ଷ ଟଙ୍କାରେ ହେବ ପୁସ୍କରିଣୀର ପଙ୍କୋଦ୍ଧାର

13-Jun-2023



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ମହାରାଣୀ ସାଗରର ଉନ୍ନତିକରଣ ପାଇଁ ବଲାଙ୍ଗୀରରେ ରାଜନୀତି ଯୋରଧରିଛି । ଆଜି ମହାରାଣୀସାଗର ପୁସ୍କରିଣୀର ଉନ୍ନତିକରଣ ପାଇଁ ପୌରପାଳିକା ପକ୍ଷରୁ ଶୀଳାନ୍ୟାସ କରାଯାଇଛି । ରାଜ୍ୟସରକାରଙ୍କ ନଗରଉନ୍ନୟନ ବିଭାଗପକ୍ଷରୁ ଅମୃତ ୨.୦ ଯୋଜନାରେ ମଞ୍ଜୁର କରାଯାଇଥିବା ୧୨କୋଟି ୧୮ଲକ୍ଷ ଟଙ୍କାର ବ୍ୟୟଅଟକଳରେ ମହାରାଣିସାଗର ପୁସ୍କରିଣୀର ପଙ୍କୋଦ୍ଧାର କରାଯିବ । ସବୁଠୂଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି କାମକୁ ମହିଳାସ୍ୱୟଂସହାୟକ ଗୋଷ୍ଠୀମାନେ କରାଇବେ । ସେଥିପାଇଁ ଆଜି ହଜାରସଂଖ୍ୟା ମହିଳାଙ୍କ ଉପସ୍ଥିତିରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ କର୍ପୋରେସନର ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଏହି ପ୍ରକଲ୍ପର ଶିଳାନ୍ୟାସ କରିଛନ୍ତି । ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦର ଅଧ୍ୟକ୍ଷା ଦେବକୀ ସାହୁ,ପୌରାଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ ଓ ସମସ୍ତ ବିଜେଡିକାଉନସିଲର ଯୋଗଦେଇଥିଲେ । ପ୍ରକଲ୍ପକୁ ଶୀଳାନ୍ୟାସ କରି କଳିକେଶ ସିଂଦଓ କହିଛନ୍ତି ଯେ,ସରକାର ଏବେ ନୂଆ ଯୋଜନାରେ ବିନା ବିସ୍ଥାପନରେ ବିକାଶ କାମ କରାଇବାକୁ ପ୍ରସ୍ତାବ କରିଛନ୍ତି । ତେଣୁ ପୂର୍ବରୁ ଯେଉଁ ପ୍ରସ୍ତାବ କରାଯାଇଥିଲା ତାକୁ ବଦଳାଯାଇ ନୂଆ ଅମୃତ ୨.୦ ଯୋଜନାରେ ମହାରାଣୀସାଗରକୁ ସାମିଲ କରାଇ ଏବେ ୧୨କୋଟି ଟଙ୍କା ଅଣାଯାଇଛି । ଯାହାକି ଏହାର ପଙ୍କୋଦ୍ଧାରରେ ଖର୍ଚ୍ଚ ହେବ । ଲୋକମାନଙ୍କୁ ଆଉ ବିସ୍ଥାପିତ ହେବାକୁ ପଡିବ ନାହିଁ । ସେହିପରି ପୌରାଧ୍ୟକ୍ଷା କହିଛନ୍ତି ଯେ,ଗରୀବଙ୍କୁ ହଇରାଣ କରାଯାଇ କୌଣସି କାମ କଲେ ବିକାଶ ହେବନାହିଁ ବରଂ ବିନାଶ ହେବ । ତେଣୁ ବିନା ବିସ୍ଥାପନରେ ନବୀନ ସରକାର ବିକାଶ କରାଇବାକୁ ଯୋଜନା କରି ଅର୍ଥ ଦେଇଛନ୍ତି । ଆଜି ଏହାର ଶୀଳାନ୍ୟାସ କରାଯାଇଛି । ଆଗକୁ ପଙ୍କୋଦ୍ଧାର ପରେ ଆହୁରି ଅନେକ ଅନୁଦାନ ଆସି ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି । ପ୍ରକାଶ୍ୟ ଯେ,ପୂର୍ବରୁ ମହାରାଣୀସାଗରର ଉନ୍ନତିକରଣ ପାଇଁ ୨୦କୋଟି ଟଙ୍କା ମଞ୍ଜୁର ହୋଇଥିଲା । କିନ୍ତୁ ତାହାର ଡିପିଆରରେ ୧ହଜାରରୁ ଅଧିକ ପରିବାରଙ୍କୁ ବିସ୍ଥାପିତ କରାଯାଇ କେବଳ ସୌନ୍ଦର୍ଯ୍ୟକରଣ କରାଯିବାକୁ ପ୍ରସ୍ତାବ ରହିଥିଲା । ସେହିକାମକୁ ସେତେବେଳେ ବିସ୍ଥାପିତ ହେବାକୁଥିବା ଲୋକେ ପ୍ରବଳ ବିରୋଧ କରିଥିଲେ । ତେଣୁ ସେହି ପ୍ରସ୍ତାବ ବଦଳି ଏବେ ନୂଆ ଯୋଜନାରେ ଅର୍ଥ ଆସିଥିବା ସୂଚନା ଦିଆଯାଇଛି । ଆଜିର ଏହି ଉଦଘାଟନୀ ଉତ୍ସବରେ କଳିକେଶନାରାୟଣ ସିଂଦେଓ,ପୌରାଧ୍ୟକ୍ଷା ଲିକା ସାହୁ,ଜିଲ୍ଲାପରିଷଦ ଅଧ୍ୟକ୍ଷା ଦେବକି ସାହୁ,ମହିଳା ବିଜେଡିର ଜିଲ୍ଲାସଭାପତି ଦମୟନ୍ତି ବାଗ,ଯୁବବିଜେଡି ସଭାପତି ରାଜେନ୍ଦ୍ର ହୋତା,ଛାତ୍ରବିଜେଡିର ସୁମନ ନନ୍ଦ,ନଗର ସଭାପତି ମହେନ୍ଦ୍ର ବାଗ,ବରିଷ୍ଠ ଆଇନଜୀବି ଓମକାର ନାୟକ,ବରିଷ୍ଠନେତା  ଲକ୍ଷ୍ମଣକୁମାର ମେହେର,ଭଗବାନ ବଗର୍ତ୍ତି,ନରସିଂ ବାଘ,ଶମ୍ଭୁ ନାଗ,ଇରସାଦ ଖାନ ପ୍ରମୁଖଙ୍କ ସହିତ ଶତାଧିକ ମହିଳା/ପୁରୁଷ ଯୋଗଦେଇଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like