-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||     

HOME   ରାଜ୍ୟ

    ଲୋୟର ଶୁକତେଲ ବିସ୍ଥାପନ ଓ ଥଇଥାନ ପ୍ରସଙ୍ଗ- ଆରପିଡିଏସି ବୈଠକ ଡାକିବାକୁ ଆରଡିସିଙ୍କୁ ଚିଠି ଲେଖିଲେ ନରସିଂହ

07-May-2023



ବଲାଙ୍ଗିର(ଦେବାଶିଷ ବହିଦାର)ଏ ବର୍ଷ ଶେଷ ସୁଦ୍ଧା ଲୋୟର ଶୁକତେଲ ଜଳ ସେଚନ ପ୍ରକଳ୍ପରେ ପାଣୀ ଗଚ୍ଛିତ ରଖାଯିବା ପାଇଁ  ପ୍ରଶାସନ ଓ ସରକାର ତରଫରୁ ସୁଚନା ଦିଆଯାଇଛି । ଏପରିକି ବର୍ଷ ଶେଷରେ ବଲାଙ୍ଗିର ର ଜିବନ ରେଖା କୁହାଯାଉଥିବା ଏହି ପ୍ରକଳ୍ପ ସଂପୁର୍ଣ୍ଣ ହେବ ବୋଲି ସରକାରଙ୍କ ଜଳ ସେଚନ ମନ୍ତ୍ରୀ ସୁଚନା ଦେଇଛନ୍ତି । କିନ୍ତୁ ଏହି ପ୍ରକଲ୍ପ ର ଗ୍ରାଉଣ୍ଡଜିରୋ ରିପୋର୍ଟ ଦେଖିଲେ ଆଜି ମଧ୍ୟ ଏ ପ୍ରକଳ୍ପ ସଂପୁଣ୍ଣ କରିବା ପାଇଁ ଆଉ ଏକ ବର୍ଷ ଆବଶ୍ୟକ ବୋଲି ଅନୁଭବ ହୁଏ । ସରକାରୀ ସ୍ତରରେ ଏହି ପ୍ରକଲ୍ପ ଯୋଗୁଁ ବିସ୍ଥାପିତ ହେବକୁ ଥିବା ଲୋକେ ପ୍ରାୟତଃ ସମସ୍ତ ପ୍ରକାର କ୍ଷତି ପୁରଣ ପାଇ ପାରିଛନ୍ତି ବୋଲି ପ୍ରଶାସନ କହୁଛି । ଥଇଥାନକୁ ନେଇ ମଧ୍ୟ ସମସ୍ତ କାମ ସରି ଯାଇଥିବା ସୁଚନା ଦିଆଯାଉଛି । କିନ୍ତୁ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେଉଥିବା ଗାଁ କୁ ଯାଇ ଆଲୋଚନା କଲେ ଜଣା ଯାଉଛି ଯେ ପ୍ରକଳ୍ପର ଅକ୍ଷ ସ୍ଥଳରେ ଥିବା ଗାଁ ପରଧିଆପାଲିର ଆଜି ବି କିଛି ପରିବାର ଗାଁ ଛାଡି ନାହାନ୍ତି । ଗାଁରେ ଏପରି ବି ଏକ ପରିବାର ଅଛନ୍ତି ଯୋଉମାନେ କୌଣସି କ୍ଷତି ପୁରଣ ଆଜି ପର୍ଯ୍ୟନ୍ତ ପାଇ ପାରି ନାହାନ୍ତି ।

ସଂପୁର୍ଣ୍ଣ ବିସ୍ଥାପିତ ଗାଁର ସ୍କୁଲ ଛୁଆ କେଉଁ ଗାଁ ସ୍କୁଲରେ ପଢିବେ, ସେହି ସ୍କୁଲର ଶିକ୍ଷକ କ୍ଷମତା କେତେ, ସ୍କୁଲ କୋଠା ସ୍ଥିତି କଣ , ଆଙ୍ଗନବାଡି କେନ୍ଦ୍ରର ସ୍ଥିତି ଆଜି ପର୍ଯ୍ୟନ୍ତ ସ୍ଥିରିକୃତ ହୋଇ ପାରି ନଥିବାରୁ ସ୍କୁଲ ଛାତ୍ରାଛାତ୍ରୀମାନଙ୍କ ପଢା, ପଞ୍ଚାୟତ ଓ ଆଙ୍ଗନବାଡି ତରଫରୁ ଛୋଟ ଛୋଟ ଛୁଆ ଓମାଁ ମାନଙ୍କ ପାଇଁ ଚାଲିଥିବା ପୃଷ୍ଟିକର ଖାଦ୍ୟ ଯୋଜନା ସଂପୁଣ୍ଣ ରୁପେ ବ୍ୟାଘାତ ହେଉଛି । ତାସହ ଥଇଥାନ ଓ ପୁନର୍ବାସ କଲୋନୀ ମାନଙ୍କରେ ମଧ୍ୟ ଥଇଥାନ ହୋଇଥିବା ଲୋକଙ୍କ ସମସ୍ତ ମୌଳିକ ଅଧିକାର ପ୍ରତି ଦୃଷ୍ଟି ଦିଆ ଯାଇ ପାରି ନାହିଁ । ତେଣୁ ମାନ୍ୟବର ବଲାଙ୍ଗିର ବିଧାୟକ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇଙ୍କୁ ଚିଠି ଲେଖି ଯେତେ ଶିଘ୍ର ହେବ ଆରପିଡଏସି ବୈଠକ ଡାକିବା ପାଇଁ ଅନୁରୋଧ କରିଛନ୍ତି ।

ଏଠାରେ ସୁଚନା ଯୋଗ୍ୟ ଯେ ଗତ ୩ ତାରିଖରେ ମାନ୍ୟବର ବିଧାୟକ ବୁଡି ଅଂଚଳର ଗ.ଶ ଡୁଙ୍ଗୁରିପାଲି ଓ ପରଧିଆପାଲି ଗ୍ରାମକୁ ଯାଇ ବିସ୍ଥାପିତଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଶୁକତେଲ ପ୍ରକଳ୍ପର ବିସ୍ଥାପନ ଓ ଥଇଥାନ ପ୍ରକଳ୍ପ ଅଧିକାରୀ ମହେନ୍ଦ୍ର ମହାପାତ୍ର, ସ୍ୱତନ୍ତ୍ର ଭୁ ଅର୍ଜନ ଅଧିକାରୀ ତଥା ଉପ ଜିଲ୍ଲାପାଳ କୁମାର ନାଗ ଭୁଷଣ ଏବଂ ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗ ମଧ୍ୟ ଉପସ୍ଥିତ ଥିଲେ । ପ୍ରକଳ୍ପରେ ବର୍ଷା ରୁତୁରେ ପାଣି ଭରିଯିବା ଆଶଙ୍କାରେ ଲୋକେ ଆତଙ୍କିତ ଥିବା ବେଳେ ଥଇଥାନ ଓ କ୍ଷତିପୁରଣକୁ ନେଇ ମଧ୍ୟ ଅସନ୍ତୋଷ ଥିଲେ । ତେଣୁ ଏସବୁ ସମସ୍ୟାରେ ସମାଧାନ ପାଇଁ ବିଧାୟକ ଶ୍ରୀ ମିଶ୍ର ଉତ୍ତରାଞ୍ଚ କମିଶନର ଙ୍କୁ ଆରପିଏସି ବୈଠକ କରିବା ପାଇଁ ଚିଠି ଲେଖିଥିବା ପ୍ରକାଶ କରିଛନ୍ତି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026
  ଜିଲ୍ଲା  
*ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   24-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026

You Might Also Like