-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||     

HOME   ଜିଲ୍ଲା

କ୍ଷୁଦ୍ର ଚଳଚିତ୍ର ଦହନ ଓ ଅଂଶୁବର୍ଣ୍ଣି ପ୍ରଦର୍ଶିତ 

07-Dec-2020



ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର)- ବଳିଷ୍ଠ ବାର୍ତ୍ତା ବହନ କରୁଥିବା ଦୁଇଟି କ୍ଷୁଦ୍ର ଚଳଚିତ୍ର ଦହନ ଓ ଅଂଶୁବର୍ଣ୍ଣି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ପ୍ରଦର୍ଶିତ ହୋଇଯାଇଛି । ଏକ ଦୁର୍ଘଟଣାରେ ଜଣେ ଶିଶୁର ମୃତ୍ୟୁ ହୁଏ । କିନ୍ତୁ ମୃତ୍ୟୁ ପୂର୍ବରୁ ଶିଶୁ ଟି ଚକ୍ଷୁଦାନ କରିବା ପାଇଁ ଇଛା ପ୍ରକାଶ କରେ । ଶିଶୁ ଟିର ଶେଷ ଇଛା ଅନୁଯାୟୀ ତାର ଚକ୍ଷୁ ଅନ୍ୟ ଏକ ଶିଶୁ ଦେହରେ ରୋପଣ କରାଯାଏ । ଶିଶୁ ଟିଏ ହେଲେ ମଧ୍ୟ ଚକ୍ଷୁଦାନ କରି ଯେଉଁ ମହାନ ବାର୍ତ୍ତା ଦେଇଗଲା ତାକୁ ଅତି ସୁନ୍ଦର ଭାବରେ ଅଂଶୁବର୍ଣ୍ଣିରେ ଦର୍ଶାଯାଇଛି । ସେହିପରି ଦହନ ଚଳଚିତ୍ରରେ  ଏକ ଦିବ୍ୟାଙ୍ଗ ଶିଶୁର ବେଦନାକୁ ଦର୍ଶାଯାଇଛି । ଦିବ୍ୟାଙ୍ଗ ହୋଇଥିବା ଯୋଗୁଁ ତାର ଭିତରେ କିଭଳି ଅନ୍ତର୍ଦାହ ରହିଛି ତାହାକୁ ଦର୍ଶାଯାଇଛି । ଉଭୟ ଚଳଚିତ୍ରର ଉଦ୍‌ଘାଟନୀ ଅବସରରେ ଅନୁଷ୍ଠିତ ହୋଇଥିବା ପ୍ରିମିୟରେ ସୋରେ ଉପସ୍ଥିତ ଥିବା ଦର୍ଶକମାନେ ସ୍ତମ୍ଭିଭୂତ ହୋଇ ଯାଇଥିଲେ । ବିଶେଷ କରି ଉଭୟ ଚଳଚିତ୍ରରେ ଅଭିନୟ କରିଥିବା ଶିଶୁ କଳାକାରମାନଙ୍କ ଅଭିନୟ ଅତ୍ୟନ୍ତ ଜୀବନ୍ତ ଓ ନିଖୁଣ ଥିଲା । ଏହି ଉଭୟ ଚଳଚିତ୍ରର କାହାଣୀ ରଚନା କରିବା ସଙ୍ଗେ ନିର୍ଦ୍ଧେଶନା ଦେଇଛନ୍ତି ଉଗ୍ରସେନ ଷଡଙ୍ଗୀ । ଚଳଚିତ୍ରର ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି ପ୍ରଖ୍ୟାତ ମଂଚ ନିର୍ଦ୍ଧେଶକ ଭାସ୍କର ମେହେଟା , ଚିତ୍ତ ରଞ୍ଜନ ଦାଶ , ପ୍ରହଲ୍ଲାଦ ଦର୍ଜି , ଧିରାଜ ବେଜ , ଡା.ବିଛିନ୍ଦ ପ୍ରଧାନ , ଶ୍ରୀରାଧା ଆଚାର୍ଯ୍ୟ , ଚାନ୍ଦନୀ ମେହେର , ଚନ୍ଦ୍ରମା ହୋତା , ମିଲି ବାରିକ , ସାହିଲ ଷଡଙ୍ଗୀ , ନିୟୋଜିତା ଶାକମ୍ବରୀ ଷଡଙ୍ଗୀ , ସ୍ୱର୍ଣ୍ଣୀମ ଓ ନୀଳେନ୍ଦ୍ରୀ । ଚଳଚିତ୍ରରେ ଚିତ୍ର ଉତ୍ତୋଳନ ପ୍ରକାଶ ଷଡଙ୍ଗୀ କରିଥିବା ବେଳେ ରୂପସଜ୍ୱା କରିଛନ୍ତି ମନୋରଞ୍ଜନ ବେହେରା , ସଙ୍ଗୀତ ଦେଇଛନ୍ତି ମୂରଲୀଧାରୀ ପତି ଓ ଶ୍ରୀକାନ୍ତ ଦାଶ (ଗିଟୁ) ତଥା ସମ୍ପାଦନା କରିଛନ୍ତି ସଂଗ୍ରାମ କେଶରୀ ନାଏକ ଓ ଟି.ଲମ୍ବୋଦର । ଏହି ଅବସରରେ ଅନୁଷ୍ଠିତ ହୋଇଥିବା ଉଦ୍‌ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ଚଳଚିତ୍ର ନିର୍ମାତା ଶ୍ରୀକର ମିଶ୍ର କହିଥିଲେ ଯେ , ଆମ ଅଂଚଳରେ ଅତ୍ୟନ୍ତ ଉଚ୍ଚକୋଟୀର କଳାକାର ରହିଛନ୍ତି । ସେମାନଙ୍କୁ କେବଳ ପ୍ରୋତ୍ସାହନ ଯୋଗାଇ ଦେବାର ଆବଷ୍ୟକତା ରହିଛି । ଭବିଷ୍ୟତରେ ମଧ୍ୟ ଆମ ଅଂଚଳରେ ଏଭଳି ଉଚ୍ଚକୋଟୀର ଚଳଚିତ୍ର ନିର୍ମାଣ କରାଯିବ । ତେବେ ଚଳଚିତ୍ର ପ୍ରଦର୍ଶିତ ହେବା ପରେ ଏନଏସଡିଆନ ରାମଚନ୍ଦ୍ର ସାହୁ , ବରିଷ୍ଠ କଳାକାର ଦତ୍ତାନନ୍ଦ ପଣ୍ଡା , ନାଟ୍ୟ ନିର୍ଦ୍ଧେଶକ ପ୍ରଶାନ୍ତ ଖମାରୀ ଓ କୁନା ବାଗ ପ୍ରମୁଖ ସେମାନଙ୍କ ଟିପ୍ପଣୀ ରଖିଥିଲେ । ଖୁବ ଶୀଘ୍ର ଏହି ଉଭୟ ଚଳଚିତ୍ର ୟୁଟ୍ୟୁବରେ ଉପଲବ୍ଧ ହେବା ସହିତ ବିଭିନ୍ନ ପ୍ରତିଯୋଗୀତାକୁ ପଠା ଯିବ ବୋଲି ଏହାର ନିର୍ଦ୍ଧେଶକ ଶ୍ରୀ ପାଣିଗ୍ରାହୀ କହିଛନ୍ତି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଧିରାଜ ବେଜ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026
  ରାଜନୀତି  
ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   25-Sep-2026
  ଜିଲ୍ଲା  
*ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   25-Sep-2026
  ଜିଲ୍ଲା  
ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   25-Sep-2026
  ରାଜ୍ୟ  
ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ   25-Sep-2026
  ଜିଲ୍ଲା  
ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   25-Sep-2026
  ଜିଲ୍ଲା  
*ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   25-Sep-2026
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026

You Might Also Like