-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||     

HOME   ଅପରାଧ

ନକଲିଙ୍କ ବଳି ପଡୁଛନ୍ତି ଅସଲି, ନକଲି ସାର୍ଟିଫିକେଟର ମାଷ୍ଟାର ମାଇଣ୍ଡ୍ ଓ ତାର ସହଯୋଗୀ ଏବେ ଜେଲରେ 

27-Mar-2023



ବଲାଙ୍ଗୀର: ବଲାଙ୍ଗୀର ଡାକ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କ ଜାଲ ସାଟିର୍ଫିକେଟ ସଂପର୍କିତ ରିପୋର୍ଟକୁ ଆଧାର କରି ବଲାଙ୍ଗୀର ଟାଉନ ଥାନା ପୋଲିସ ନକଲି ସାର୍ଟିଫିକେଟର ମାଷ୍ଟର ମାଇଣ୍ଡ୍ ମନୋଜ କୁମାର ମିଶ୍ରଙ୍କ ତାର ସହଯୋଗୀ ଆଲୋକ ଉଦ୍‌ଗାତାଙ୍କୁ ଗିରଫ କରିଛି । ଟାଉନ ଥାନା କେସ୍ ନମ୍ବର୧୪୧ ଦଫା ୪୬୭. ୪୬୮, ୪୭୧ ଓ ୩୪ ଆଇପିସିରେ ଏକ ମାମଲା ଦାୟର ହୋଇଛି । ଆଜି ଏ ସଂପର୍କରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁ ର ରଜତ କୁମାର ନାଏକଙ୍କ ଲିଖିତ ଅଭିଯୋଗକୁ ଆଧାର କର ନକଲି ସାର୍ଟିଫିକେଟ କାରବାରର ମୁଖ୍ୟ କରପଟଦାର୍ ମନୋଜ ମିଶ୍ର  ଓ ଆଲୋକ ରଂଜନ ଉଦ୍‌ଗାତାଙ୍କୁ ଗିରଫ କରାଯାଇଛି । ବଲାଙ୍ଗୀର ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ଆବେଦନ କରିଥିବା ୩୮ ଜଣଙ୍କ ସାର୍ଟିଫିକେଟ ଜାଞ୍ଚ କରିବା ପରେ ସନ୍ଦେହ ଜାତ ହେବାରୁ ଡାକ ନିରୀକ୍ଷକ ପୋଲିସ ନିକଟରେ ରିପୋର୍ଟ କରିଥିଲେ ।  ପୋଲିସ ସୂଚନା ମୁତାବକ ୧୯୯୮ମମସିହାରୁ ମିସନ ପଡିଆ ସାମ୍ନାରେ ରିଲାଏନ୍ସ ଏଜୁକେସନାଲ କଂପ୍ଲେକ୍ସ ନାମରେ ଏକ ଶିକ୍ଷାନୁଷ୍ଠାନ ଚଳାଇ ଆସୁଥିଲେ ମନୋଜ ମିଶ୍ର । ସେଠାରେ ଶ୍ରୀ ମିଶ୍ର ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦେଇ ଆସୁଥିଲେ ।  ଏଥିସହ ବିଭିନ୍ନ ପ୍ରତିଯାଗିତାମୂଳକ ପରୀକ୍ଷା ପାଇଁ ମଧ୍ୟ ଏଠାରେ ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ଦିଆଯାଉଥିଲା ।  ତେବେ ପୋଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ୨ଠ୧୬ ମସିହାରୁ ଏଠାରେ ଏଠାରେ ନକଲି ସାର୍ଟିଫିକେଟ କାରାବାର ଚାଲି ଆସୁଥିଲା । ଚାକିରୀ ଆଶାୟୀ ପ୍ରାର୍ଥୀ ମାନଙ୍କୁ ବିଭିନ୍ନ ବୋର୍ଡ ଓ ବିଶ୍ୱବିଦ୍ୟାଳୟ ର ନକଲି ସାଟିର୍ଫିକେଟ ଯୋଗାଇବାର ପେଣ୍ଠସ୍ଥଳୀ ଥିଲା ଏହି ଶିକ୍ଷାନୁଷ୍ଠ।।ନ । ଗୋଟିଏ ଗୋଟିଏ ପ୍ରାର୍ଥୀ ମାନଙ୍କ ଠାରୁ ଜାଲ ସାର୍ଟିଫିକେଟ ପ୍ରଦାନ ବାବଦକୁ ୫ଠ ହଜାର ଠାରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଗ୍ରହ କରାଯାଉଥିବା ପ୍ରାଥମିକ ତଦନ୍ତରୁ

ଜାଣିପାରିଛି ପୋଲିସ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଲା  କେବଳ ବଲାଙ୍ଗୀର ନୁହେଁ ଏପରିକି ବରଗଡ଼, କଳାହାଣ୍ଡି, ବୌଦ୍ଧ, ସୋନପୁର, ଢେଙ୍କାନାଲ ଆଦି ଜିଲ୍ଲାରେ ମଧ୍ୟ ଏହି ଜାଲ ସାର୍ଟିଫେିକେଟ ରେକେଟ ସକ୍ରିୟ ଥିବା ଜଣାପଡିଛି ।  ଏହି ଅସାଧୁ କାରବରେ କିଛି ମଧ୍ୟସ୍ଥୀ ଓ ଦଲାଲ ସଂପୃକ୍ତ ଥିବା ପୋଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି ।     ତେବେ ଚୋର ଘର ସବୁବେଳେ ଅନ୍ଧାର ନ ଥାଏ ଭଳିି ଶେଷରେ ପୋଲିସର ହାତରେ ଲାଗିଛି ଗୋଟି ଗୋଟି କରି ପ୍ରମାଣ ।   ବଲାଙ୍ଗୀର ପୋଷ୍ଟ ଅଫିସରେ ଗ୍ରାମୀଣ ଡାକସେବକ ପାଇଁ ପାଇଁ ଆବେଦନ କରିଥିବା କିଛି ଆବେଦନକାରୀଙ୍କ ୁତ୍ତଉତ୍ତପ୍ରଦେଶରୁ ମିଳିଥିବା ଜାଲ ସାଟିର୍ଫିକେଟକୁ ଜାଞ୍ଚ କରିବା ପରେ ସବୁ କଳାକାରନାମା ଉପରୁ ପର୍ଦ୍ଦା ହଟିଥିଲା ।  ଏହି ରେକେଟର ମାଷ୍ଟରମାଇଣ୍ଡ୍ ମନୋଜ ମିଶ୍ର  ଓ ଆଲୋକ ରଂଜନ ଉଦ୍‌ଗାତାଙ୍କ ସମେତ ଘଟଣାରେ ସଂପୃକ୍ତ ଥିବା ଆଉ ୧୭ ଜାଣଙ୍କୁ ଗିରଫ କରିଛି ବଲାଙ୍ଗୀର ଟାଉନ ଥାନା ପୋଲିସ । ଏଥିସହ ନକଲି ସାର୍ଟିଫିକେଟ କାରବାରରେ ବ୍ୟବହୃତ ୪ଟି କଂପ୍ୟୁଟର ସିଷ୍ଟମ, ୨ଟି ଲେପ୍‌ଟପ୍‌, ୩ଟି ପ୍ରିଣ୍ଟର, ଗୋଟିଏ ସ୍କେନର୍ ଗୋଟିଏ ଜରେକ୍ସ ମେସିନ୍‌, ଗୋଟିଏ ମୋବାଇଲ ଫୋନ୍ ସ ୩ଲକ୍ଷ ୬୭ ହଜରା ୬ଠଟ ଟଙ୍କା ଜବତ କରିଛି ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026

You Might Also Like