-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ବରିଷ୍ଠ ନାଗରିକ ମଞ୍ଚ ର ସାଧାରଣ ପରିଷଦ ବୈଠକ l

27-Mar-2023



(ପ୍ରେରଣା ଖବର)
 ବଲାଙ୍ଗୀର ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ର ସାଧରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି  l  ବୈଠକ ପ୍ରାରମ୍ଭ ରେ ମଞ୍ଚର  ବରିଷ୍ଠ ସଭ୍ୟ ତଥା ଓଡିଶା ର ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶ୍ରୀ ଦୁଃଖିଶ୍ୟାମ ତ୍ରିପାଠୀ ଏକ ଜଗନ୍ନାଥ ଜଣାଣ ଗାନ କରିଥିଲେ  l ତତ୍ପରେ  ଶ୍ରୀ ପ୍ରଭାକର ମିଶ୍ର  ଙ୍କ ସଭାପତିତ୍ୱ ରେ ସଭା କାଯ୍ୟ ଆରମ୍ଭ ହୋଇଥିଲା l ସାଧାରଣ ସମ୍ପାଦକ ଶ୍ରୀ ମନୋରଞ୍ଜନ ମିଶ୍ର  ପୂର୍ବ ସଭା ର ବିବରଣୀ ଉପାସ୍ଥପନ କାଟିଥିଲେ ଯାହାକୁ କରତାଳି ମାଧ୍ୟମ ରେ ଅନୁମୋଦନ କରାଯାଇଥିଲା l ଏହାପରେ  ଶ୍ରୀ ମିଶ୍ର ସମ୍ପାଦକ  ସଭାରେ ଆଲୋଚନା ହେବାକୁଥିବା ଏଜେଣ୍ଡା ଉପସ୍ଥାପିତ କରି ଥେଲେ l  ଏଜେଣ୍ଡା ଅନୁସାରେ ଆଲୋଚନା  ହେଲା l  ଅନୁଷ୍ଠାନିକ ବିଷୟ  ଆଲୋଚନା ରେ ସମସ୍ତ ସବଡ଼ିଭିଜନ ଶାଖା ସ୍ଥାପନ କରିବାକୁ ସ୍ଥିର ହେଲା l   ତତ୍ପରେ  ଆର୍ଥିକ ବିଷୟ ଆଲୋଚନା ହେଲା l ଆୟ ବ୍ୟୟ  ଖର୍ଚ୍ଚ ଉପସ୍ଥାପନ କରିଥିଲେ ଶ୍ରୀ ନରେନ୍ଦ୍ର କବାଟ କୋଷାଧକ୍ଷ    l   ସଭ୍ୟ ମାନଙ୍କୁ ଆଜୀବନ ସଦସ୍ୟତା ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା  l ଯେଉଁ ସଭ୍ୟ ମାନେ ଦୀର୍ଘ ଦିନରୁ ବାର୍ଷିକ ଦେୟ ଦେଇନାହାନ୍ତି ସେମାନଙ୍କୁ ଏହା ଯଥାଶୀଘ୍ର ପୈଠ କରିବାକୁ ସଭାପତି ଅନୁରୋଧ କରିଥିଲେ l  ସଭାରେ  ନିଜସ୍ୱ ମତାମତ ଉପାସ୍ଥପନ କରିବାକୁ ଆହ୍ୱାନ କରାଯାଇଥିଲା  l  ଅନେକ ବିଶିଷ୍ଠ ବ୍ୟକ୍ତି ଯଥା ଉପସଭାପତି ଦ୍ବୟ ଶ୍ରୀ ପ୍ରଫୁଲ୍ଲ ସାହୁ, ଶ୍ରୀ ବିରଞ୍ଚି ହୋତା,ଶ୍ରୀ ଧର୍ମବ୍ରତ ରଥ, ଧନଞ୍ଜୟ ମିଶ୍ର, ମଲିଆ ଗଡୁଆ, ପୀତବାସ ପଣ୍ଡା, ଲୋଇସିଂହା / ଆଗଲପୁର ଶାଖାର ସମ୍ପାଦକ  ଶ୍ରୀ ରାଜେନ୍ଦ୍ର ବିଶ୍ୱାଳ, ଗୁଡଭେଲ୍ଲା / ତୁଷୁରା /ସଇଁତଲା ବ୍ରାଞ୍ଚ ର ସମ୍ପାଦକ ଶ୍ରୀ ସୁଧାଂଶୁ ଶେଖର ବାବୁ, ଶ୍ରୀ ହରେକୃଷ୍ଣ ମେହେର ଓ ଶ୍ରୀ ପ୍ରଭାତ ମେହେର ଆଦି ଆଲୋଚନା ରେ ଭଗନେଇ ଅନେକ ଗୁରୁତ୍ୱ ପୂର୍ଣ ମତାମତ ଉପସ୍ଥାପନ କରିଥିଲେ  l  ମଞ୍ଚ ର ପ୍ରତିଷ୍ଠା ଦିବସ  ଆସନ୍ତା 26/6/2023 ରେ ଅନୁଷ୍ଠିତ ହେବl ବିଷୟ ସଭାପତି ଉପସ୍ଥାପିତ କରିଥିଲେ  l  ନିକଟ ରେ ମହିଳା ଶାଖା ଖୋଲିବା ପାଇଁ ସଭାରେ ସିଦ୍ଧାନ୍ତ ଗ୍ରହଣ କରାଗଲା l  ସର୍ବଶେଷରେ  ଅତିରିକ୍ତ ସାଧରଣ ସମ୍ପାଦକ ଶ୍ରୀ ସୁନୀଲ ବିଶ୍ୱାଳ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ଥିଲେ l ତତ୍ପରେ ସଭାପତି ସଭାକୁ ସାଙ୍ଗ କରିଥିଲେ  ଓ ମଧ୍ୟାନ୍ନ ଭୋଜନ ପାଇଁ ସମସ୍ତ ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ l ମନୋରଞ୍ଜନ ମିଶ୍ର  ସାଧାରଣ ସମ୍ପାଦକ


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like