-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||     

HOME   ଜିଲ୍ଲା

ସାବାସ୍ ଏସ୍ ପି  !  ପୁଲିସ୍ ର ଅପରାଧୀଙ୍କ ଆଡ୍ଡା  ଓ ନିଶାବିକାଳୀଙ୍କୁ ଧରପଗଡ ଅଭିଯାନକୁ ପ୍ରଶଂସା 

15-Mar-2023



ବଲାଙ୍ଗୀର(ପ୍ରେରଣା ଖବର ): ଏଇ କିଛିଦିନ ହେଲା ବଲାଙ୍ଗୀର ପୁଲିସ୍ ର ଅପରାଧୀ ଓ ନିଶାବିକାଳୀଙ୍କୁ ଧରପଗଡ ଅଭିଯାନକୁ  ସବୁମହଲରେ ପ୍ରଶଂସା କରାଯାଇଛି । ଏସ୍ ପି ନୀତିନ୍ କୁଶଳକରଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର ଓ ପାଟଣାଗଡ ସହରରେ ଜଣାଶୁଣା ଡନ୍ ବା ଅପରାଧୀ ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା, ସରକାରୀ ଜମିରେ ଜବରଦଖଲର ଘରଦ୍ବାରକୁ ବୁଲ୍ ଡୋଜର୍ ଚଢାଇ ଧୂଳିସାତ୍ କରିଦିଆଯିବା ସହିତ  ଗଲାକିଛିବର୍ଷଧରି ଜିଲ୍ଲାରେ ବ୍ୟାପକ ହୋଇଯାଇଥିବା ମୁଖ୍ୟତଃ କଫସିରପ୍ ଓ ନିଶାବଟିକା ବେପାରରେ ଜଡିତ ଅସାମାଜିକ ଯୁବକଙ୍କୁ ଧରିବାରେ ପୁଲିସ୍ ସକ୍ରିୟ ହୋଇଉଠିଛି ।  ଆରଟିଓ ଛକର ଚିତ୍ତ ମହାନ୍ତିର ଅଧାଅଧି ସରକାରୀ ଜମି ଜବରଦଖଲରେ ଗଢି ଉଠିଥିବା ଘର ଓ ଆର୍ଯ୍ୟପ୍ୟାଲେସ୍ ମଣ୍ଡପ, ଜମିମାଫିଆ ଡନ୍ ଟିମନ୍ ଓରଫ ଶ୍ରୀକାନ୍ତ କୁମ୍ଭାରର ଲର୍କିପାଲି ଓ ପଥରଚେପାର ପାଟଣାଗଡ ରୋଡ୍ ର ସହର ଉପକଣ୍ଠରେ ଥିବା ଆଲିଶାନ୍ ଘର , ହୋଟେଲ , ଆ ଡ୍ ଡା ବା ଅଫିସ୍ , ଷ୍ଟଲ୍ ଓ ଅନ୍ୟାନ୍ୟ ଜବରଦଖଲ ନିର୍ମାଣକୁ ବୁଲ୍ ଡୋଜର୍ ଲଗାଯାଇ ଦୁଇଦିନ ଧରି ପୁଲିସ୍ - ପ୍ରଶାସନ ଭାଙ୍ଗିଦେଇଛି । ପାଟଣାଗଡ ରାମପାଲିର ଜଣେ ଅପରାଧୀ ଜଗା ସେନାପତିର ଘରକୁ ମଧ୍ୟ ପୁଲିସ୍ ଭାଙ୍ଗି ଦେଇଛି ।  କେବଳ ଏତିକି ନୁହେଁ, ବଲାଙ୍ଗୀରରୁ ଚେର ଲମ୍ବାଇ ପଶ୍ଚିମଓଡିଶା ସମେତ କଟକ ବା ଅଧାଓଡିଶା ଓ ରାଜ୍ୟବାହାରକୁ ଚେର ଲମ୍ବିଥିବା କୋରେକ୍ସ ଆଦି ନିଶାଔଷଧ, ନିଶାବଟିକାର ନିଶାମାଫିଆ ବଲାଙ୍ଗୀରର ସାନ ନେଗୀ ଓ ଏଭଳି ଅନ୍ୟାନ୍ୟ ନିଶାବିକାଳୀଙ୍କୁ ପୁଲିସ୍ ଗୋଡେଇ ଗୋଡେଇ ଧରୁଛି । ଅଦ୍ୟାବଧି ବଲାଙ୍ଗୀର ଟାଉନ୍ ଥାନା ପୁଲିସ୍ ଏଭଳି ୩୫ରୁ ଉର୍ଦ୍ଧ୍ବ ଯୁବକଙ୍କୁ ଗିରଫ କରିଥିବା ପ୍ରକାଶ । ଫଳରେ ବଲାଙ୍ଗୀରରେ ଅପରାଧୀ ଓ ନିଶାବେପାରୀଙ୍କ ମଧ୍ୟରେ ଛନକା ପଶିଯାଇଛି । ଏସ୍ ପିଙ୍କ ଏହି ମିଶନ୍ କ୍ଲିନ୍ କୁହାଯାଉଥିବା ଅଭିଯାନକୁ ସବୁମହଲରେ ଉଚ୍ଚପ୍ରଶଂସା କରାଯାଉଛି । କିଛିଦିନତଳେ ବଲାଙ୍ଗୀର ପୁଲିସ୍ ଉପରେ ଜିଲ୍ଲାରେ ଅପରାଧବୃଦ୍ଧି ଓ ଅନ୍ୟାନ୍ୟ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇ ଆସୁଥିଲା ।  ଏପରିକି ମମିତାମେହେର ହତ୍ୟାମାମଲା ଓ ଏହାର ଅଭିଯୁକ୍ତ ଗୋବିନ୍ଦସାହୁ ଆତ୍ମହତ୍ୟାର ତଦନ୍ତରେ ତ୍ରୁଟି, କିଛିଦିନତଳେ କଣ୍ଟାବାଞ୍ଜିରେ ଜଣେ ଡିଏସପି ଦାଦନସେଠ୍ ଙ୍କର ଲକ୍ଷାଧିକଟଙ୍କା ହଡପ କରି ନିଲମ୍ବିତ ହେବା, ପାଟଣାଗଡରେ ଦିନ ଦ୍ବିପ୍ରହରରେ ଜେଇ ହତ୍ୟା, ଡକାୟତି ଆଦି ଅପରାଧ ସଂଘଟିତ ହେବା, ଭୀମଭୋଇ ମେଡିକାଲ କଲେଜର ରାଗିଂରେ ଡାକ୍ତରୀଛାତ୍ରଙ୍କ ମୃତ୍ୟୁ ଇତ୍ୟାଦି ଘଟଣା ବଲାଙ୍ଗୀର ପୁଲିସ୍ ର ଛବିକୁ ମଳିନ କରିଥିବାବେଳେ , ହଠାତ୍ ଏସପି ବନାମ ବଲାଙ୍ଗୀର ପୁଲିସ୍ ର ଏହି ଅଭିଯାନ ଖୁବ୍ ପ୍ରଶଂସନୀୟ ହୋଇଥିବା ଲୋକଙ୍କ ଚର୍ଚ୍ଚାରୁ ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026

You Might Also Like