-+91-9937148622 |

prerana_bgr@rediffmail.com |

  Wednesday 30th September 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   (30-Sep-2026)       ||      ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ    (30-Sep-2026)       ||      ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି    (30-Sep-2026)       ||      ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା    (30-Sep-2026)       ||      ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   (30-Sep-2026)       ||      ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   (30-Sep-2026)       ||      ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   (30-Sep-2026)       ||      ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   (30-Sep-2026)       ||      ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା     (30-Sep-2026)       ||      ୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   (30-Sep-2026)       ||      ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   (30-Sep-2026)       ||      ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   (30-Sep-2026)       ||      ପ୍ରବାସୀ ଶ୍ରମିକ ପ୍ରଥା ହ୍ରାସ ପାଇଁ ବିଭାଗୀୟ ପଦକ୍ଷେପ ବଢ଼ାଇବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ   (30-Sep-2026)       ||      ଜଗବନ୍ଧୁ ଦାସ ସ୍ନାତକ ମହିଳା ମହାବିଦ୍ୟାଳୟରେ ହିନ୍ଦୀ ଦିବସ   (30-Sep-2026)       ||      "ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ, ମନକଥା କୁହ, ଜୀବନ ବଞ୍ଚାଅ"   (30-Sep-2026)       ||      ଓଡ଼ିଶା ବେଷ୍ଟ ଇଞ୍ଜିନିୟର ଆୱାର୍ଡ଼ରେ ସମ୍ମାନିତ ହେଲେ ଟିଟିଲାଗଡର ଅନ୍ୱେଷ ଷଡଙ୍ଗୀ    (30-Sep-2026)       ||      ଚୁଡାପାଲିରେ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରାଙ୍କ ୮୮ତମ ପ୍ରଜାମେଳିର ସ୍ମୃତି କୁ ମନେ ପକାଇଲେ ଗ୍ରାମବାସୀ   (29-Sep-2026)       ||      କାଶିପାଲି ରେ ଆଙ୍ଗନ୍ କା ଉତ୍ସବ ଉଦଯାପିତ    (29-Sep-2026)       ||      କୋକସରା ବ୍ଲକ ରେ ୧୬୮ ଅଙ୍ଗନ ବାଡି କେନ୍ଦ୍ର ରେ ପାଳିତ ହେଲା ଆଙ୍ଗନ କା ଉତ୍ସବ    (29-Sep-2026)       ||      ଆଗଲପୁର ଅଙ୍ଗନୱାଡ଼ି କେନ୍ଦ୍ର ରେ ଆଙ୍ଗନ୍ କା ଉତ୍ସବ ପାଳିତ   (29-Sep-2026)       ||     

HOME   ଜିଲ୍ଲା

ଖପ୍ରାଖୋଲ ଅଞ୍ଚଳରେ ଧରାପଡିଲେ ୨ ଆନ୍ତଃରାଜ୍ୟ ଠକବେପାରୀ 

19-Jan-2023



ବଲାଙ୍ଗିର (ମଳୟ ମିଶ୍ରଙ୍କ ରିପୋର୍ଟ )  ଗତ କିଛି ବର୍ଷଧରି ବଲାଙ୍ଗୀର ଜିଲ୍ଲା ସମେତ ପଶ୍ଚିମଓଡିଶାରେ କପାଚାଷ ବୃଦ୍ଧି ପାଇଥିବା ସହ ଏହାର ବ୍ୟୟ ଓ ବିକ୍ରି ନିୟନ୍ତ୍ରଣ ହରାଇବସିଛି । ଏହି ବ୍ୟୟବହୁଳ ଚାଷ ପାଇଁ ମହାଜନୀସୁଧ କାରବାରରେ ଚାଷୀ ଶୋଷଣର ଶିକାର ହେଉଥିବାର ଜିଲ୍ଲାରେ ପୁରୁଣା ଅଭିଯୋଗ ରହିଛି । ଏପରିକି ପାଟଣାଗଡ ଅଞ୍ଚଳରେ କିଛିବର୍ଷତଳେ ଗଙ୍ଗାରାମ କପାଚାଷୀ ଆତ୍ମହତ୍ୟା ଘଟଣା ଚାଞ୍ଚଲ୍ଯ ସୃଷ୍ଟି କରିଥିଲା । ଆହୁରି ମଧ୍ୟ ବିଟିବିହନ ନିଷିଦ୍ଧ ନିୟମର ଉଲଙ୍ଘନ, ମଣ୍ଡିବ୍ୟବସ୍ଥାରେ ଅବ୍ୟବସ୍ଥା ଅଭିଯୋଗ , ସୁନ୍ଦରଗଡ - ଝାରସୁଗୁଡା ଅଞ୍ଚଳର ଜଣେ ଅଣଓଡିଆ ବ୍ୟବସାୟୀଙ୍କୁ କଣ୍ଟାବାଞ୍ଜିର ଜଣେ ମିଲର ଦ୍ବାରା ଅପହରଣ ମାମଲା ସହିତ ଉକ୍ତ କାରବାରରେ ଜଡିତ ଜଣେ ବାହାର ଗୁମାସ୍ତାଙ୍କର ଆତ୍ମହତ୍ୟା ଘଟଣା , ଗତବର୍ଷ ବେଲପଡାଥାନାରେ ବ୍ୟବସାୟୀଙ୍କୁ ଲକ୍ଷ ଲକ୍ଷ ବକେୟା ମାମଲାରେ ପୁଲିସ୍ ର ତଥାକଥିତ ସମାଧାନ ପାଇଁ ଅଭିଯୋଗ ଏବଂ ଏବେ ଗତକାଲି ଖପ୍ରାଖୋଲ ଅଞ୍ଚଳର କପସିପାଲି ଗ୍ରାମରେ ରିମୋଟ୍ ଡାଏରୀ ଦ୍ବାରା ମହାରାଷ୍ଟ୍ର ଓ କଣ୍ଟାବାଞ୍ଜିର ଦୁଇଜଣ କପାକିଣୁଥିବା ବେପାରୀ  କୁଇଣ୍ଟାଲ ପିଛା ୧୦ / ୧୨ କେଜି ଓଜନରେ କମ୍ କରୁଥିବା ଅଭିଯୋଗରେ ଧରାପଡିଥିବା ଘଟଣା ଚହଳ ପକାଇଛି ।  ଏସମ୍ପର୍କରେ ସ୍ଥାନୀୟ ଥାନା ପୁଲିସ୍ ବା ପ୍ରଶାସନ ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଷୟରେ ସବିଶେଷ ବିବରଣୀ ହସ୍ତଗତ ହୋଇପାରି ନଥିଲେ ହେଁ , ତଦନ୍ତ ଚାଲିଥିବା ପ୍ରକାଶ 

ଉଲ୍ଲେଖନୀୟ ଯେ କିଛିବର୍ଷ ତଳେ ଅବିଭକ୍ତ ବଲାଙ୍ଗୀର ଜିଲ୍ଲାରେ ମାତ୍ର ୫ ହେକ୍ଟରରୁ ଆରମ୍ଭ କରି କପାଚାଷ ସଂପ୍ରତି ଏହି ମରୁଡିପ୍ରବଣ ପଶ୍ଚିମଓଡିଶାରେ ମୁଖ୍ୟ ବିକଳ୍ପ ଫସଲ ବା ଧଳାସୁନାର ଆଖ୍ୟା ପାଇଛି । କିଛିବର୍ଷତଳର ସୋନପୁରର ବଡ କପାମିଲ୍ ପରବର୍ତ୍ତୀକାଳରେ ଉପଯୁକ୍ତ ସରକାରୀ ପ୍ରୋତ୍ସାହନ ଓ ଆଗ୍ରହ ଅଭାବରୁ କ୍ରମେ ଘରୋଇ ପରିଚାଳନାଗତ ବିଶୃଙ୍ଖଳାରେ ରୁଗ୍ଣଶିଳ୍ପରେ ପରିଣତ ହୋଇପଡିଥିବାବେଳେ,  ଜିଲ୍ଲାରେ ଏକାଧିକ କପାମିଲ୍ ଓ ଗ୍ରାମାଞ୍ଚଳରେ ୧୩ଟିରୁ ଅଧିକ ଜିନିଂମିଲ୍ ସ୍ଥାପିତ ହୋଇଛି । ତେବେ ଏହି ମିଲ୍, କଣ୍ଟାବାଞ୍ଜି ଓ ଯୋଗୀମୁଣ୍ଡା ଆଦି ନିୟନ୍ତ୍ରିତ ବଜାର କମିଟିର ମଣ୍ଡି ବ୍ୟବସ୍ଥା ଓ କଟନ୍ ଇଣ୍ଡିଆର କମ୍ ଦର ସହିତ ଗ୍ରାମାଞ୍ଚଳରେ ଛତୁଫୁଟିଲା ପରି କପାବେପାରୀଙ୍କ ଦ୍ବାରା ଚାଷୀ ଅଭାବୀବିକ୍ରିର ଶିକାର ହେଉଥିବା ଅଭିଯୋଗ ହୋଇଆସୁଛି ।  କିଛିଦିନତଳେ ମାଓବାଦୀଙ୍କ ଦ୍ବାରା କପାଦର ବୃଦ୍ଧି ପାଇଁ ଚେତାବନୀ ଦିଆଯାଇଥିବା ଦେଖାଯାଇଥିଲା ।  କପାଣି ଓ କେସିଙ୍ଗା ଆଦି ଅଞ୍ଚଳର ମିଲ୍ ଓ କପାକିଣୁଥିବା ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଚାଷୀମାନେ ଶୋଷଣର ଶିକାର ହୋଇ ଧାରଣା ମଧ୍ୟ ଦେଇଥିଲେ । ତେବେ ଏବର ଏହି ଓଜନରେ ଠକେଇ ଘଟଣା ଧରାପଡିବା ପରେ ସମଗ୍ର ପଶ୍ଚିମଓଡିଶାରେ କପାଚାଷ ଓ କପାକିଣାଦି ପ୍ରତି ସରକାର ସଚେତନ ରହିବା ଜରୁରୀ ହୋଇପଡିଛି ।

କପସିପାଲି ଘଟଣାରେ କପସିପାଲି ଓ କଣ୍ଟାବାଞ୍ଜିର ୨ ଜଣଙ୍କୁ ଖପ୍ରାଖୋଲ ପୁଲିସ୍ ଗିରଫ କରି କୋର୍ଟଚାଲାଣ କରିଛି  ଓ ମହାରାଷ୍ଟ୍ରର ବେପାରୀଙ୍କୁ ଛାଡିଦେଇଥିବାରୁ ବିଭିନ୍ନ ଚର୍ଚ୍ଚା ହେଉଥିବା ସର୍ବଶେଷ ଖବରରୁ ପ୍ରକାଶ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ରୀଡ଼ା ଶିକ୍ଷକ ଅର୍ଜୁନ ଜୟ ପଣ୍ଡାଙ୍କୁ ବିଦାୟ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ଟିଟଲାଗଡ ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର ୩ ରୁ ୬ ଯୁବତୀଙ୍କ ଠାରୁ ଗଞ୍ଜେଇ ଜବତ   30-Sep-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ପ୍ରସ୍ଥାନ ଗେଟ ଖୋଲିବାକୁ ଦାବି   30-Sep-2026
  ଜିଲ୍ଲା  
ଉଠା ଜଳସେଚନ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଇଂ ସଚ୍ଚିଦାନନ୍ଦ ଦଳାଇ ଙ୍କ ପଦୋନ୍ନତି ଓ ଅବସରକାଳୀନ ବିଦାୟ କାଳୀନ ସମ୍ବର୍ଦ୍ଧନା   30-Sep-2026
  ଜିଲ୍ଲା  
ପାପଡାହାଣ୍ଡି ଠାରେ ଜିଲ୍ଲା ସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦଘାଟନ,   30-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅନୁଷ୍ଠିତ |   30-Sep-2026
  ଜିଲ୍ଲା  
ଘେଁସ ରେ ନୂଆଁଖାଇ ଭେଟଘାଟ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ,   30-Sep-2026
  ଜିଲ୍ଲା  
ବରପାଲି ରେ ନାବ୍ୟା ସିଲିଣ୍ଡର ର ଉନ୍ମୋଚନ   30-Sep-2026
  ଜିଲ୍ଲା  
ପ୍ରେରଣା ନ୍ୟୁଜ୍ ପୋର୍ଟାଲର ଷଷ୍ଠ ପ୍ରତିଷ୍ଠା ଦିବସ ଅବସରରେ ବିଭିନ୍ନ ପ୍ରତିଯୋଗିତା    30-Sep-2026
  ଜିଲ୍ଲା  
୩୫ କେଜି ୬୮୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ ,   30-Sep-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ଲୋକନୃତ୍ୟ ଓ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ମାୟାବର୍ହା ଉଚ୍ଚ ବିଦ୍ୟାଳୟ ପୁରସ୍କୃତ   30-Sep-2026
  ରାଜ୍ୟ  
ବୃନ୍ଦାବନ ଧାମ ଦର୍ଶନ କଲେ କୁଟୁମଡୋଳା ଗୁପ୍ତେଶ୍ୱର କୀର୍ତ୍ତନ ମଣ୍ଡଳୀର ୬୮ ଭକ୍ତ   30-Sep-2026

You Might Also Like