-+91-9937148622 |

prerana_bgr@rediffmail.com |

  Tuesday 17th March 2026 |

| | | |

R.N.I. Regd No. ODIODI/2010/46693

Breaking News

ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   (17-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା    (16-Mar-2026)       ||      ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan    (16-Mar-2026)       ||      ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ    (16-Mar-2026)       ||      କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   (16-Mar-2026)       ||      ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,    (16-Mar-2026)       ||      ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି    (16-Mar-2026)       ||      ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   (16-Mar-2026)       ||      ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ    (16-Mar-2026)       ||      ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   (16-Mar-2026)       ||      ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   (16-Mar-2026)       ||      *ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (16-Mar-2026)       ||      ନୂଆଦିଲ୍ଲୀ ର ଓଡ଼ିଶା ପର୍ବରେ ଯୋଗ ଦେଲେ ଓଡ଼ିଶା ରାଜ୍ୟପାଳ    (16-Mar-2026)       ||      *ନିଆଁ କୁ ଆୟତ କରିବରେ ବିଫଳ ହେଲା ଅଗ୍ନିଶମ ବିଭାଗ*   (16-Mar-2026)       ||      *ଫିଟ୍ ନେସ ଏମ୍ପାୟାର କ୍ରୀକ ଫେଷ୍ଟ ୨୦୨୬ ଉଦଯାପିତ* - *ଜିଲ୍ଲା ପୋଲିସ ଦଳ ଚମ୍ପିୟାନ*- -   (16-Mar-2026)       ||      ସାମାଜିକ ସେବା ପାଇଁ ପ୍ରାନ୍ତୀୟ ଅଧିବେଶନ ଶିଖର ୨୦୨୬ ରେ ସହଯୋଗ ଫାଉଣ୍ଡେସନ୍ ସମ୍ମାନିତ   (16-Mar-2026)       ||      *ନବ ଭାରତ ସାକ୍ଷରତା “ଉଲ୍ଲାସ” କାର୍ଯ୍ୟକ୍ରମ*   (16-Mar-2026)       ||      ଆଦିତ୍ରୀ ଇନ୍‌ଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ବଲାଙ୍ଗିର ନର୍ସିଂ ସ୍କୁଲ ତୃତୀୟ ଶପଥ ଗ୍ରହଣ ଉତ୍ସବ ବି.ଏସ୍‌.ସି. ନର୍ସିଂ ଓ ଜି.ଏନ୍‌.ଏମ୍ ୪୯ ଜଣ ଛାତ୍ର ଛାତ୍ରୀ ଶପଥ େନେଲ   (15-Mar-2026)       ||      ନବକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ର ଦ୍ଵିତୀୟ ଦିବସ   (15-Mar-2026)       ||      ଓଷ୍ଟା ପକ୍ଷରୁ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ   (15-Mar-2026)       ||     

HOME   ଜିଲ୍ଲା

ପିତ୍ତଳ ଦେଇ ବରୋଦା ବ୍ୟାଙ୍କ ରେ ଅସଲି ସୁନା ଋଣ  ନେଇଥିବା ଠକ ଦଳ କୁ ଗିରଫ କଲା ସୁବର୍ଣ୍ଣପୁର ପୋଲିସ: ସୁବର୍ଣ୍ଣପୁର ପୋଲିସ ର ଆଉ ଏକ ବଡ଼ ସଫଳତା

06-Dec-2022



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ) ଗତ କିଛି ମାସ ପୂର୍ବ ରୁ   ବରୋଦା ବ୍ୟାଙ୍କ ରୁ ସୋନପୁର  କଲେଜ ର  72 ଲକ୍ଷ ଟଙ୍କା ହଡପ ଓ ଅନ୍ୟ ଏକ କେଶ ରେ ୨୧ ଲକ୍ଷ ଲୁଟ ଘଟଣା ର  କଳା ଦାଗ ନ ଲିଭି ନ ଥିବା ବେଳେ  ନକଲି ସୁନା ବା ପିତ୍ତଳ ଦେଇ ସୁନା ଋଣ କରି ପ୍ରାୟ ୫୨ ଲକ୍ଷ ୮୩ ହଜାର  ଟଙ୍କା ଠକି ନେଇଥିବା ୧୧ ଜଣ ଙ୍କ ମଧ୍ୟ ରୁ ସାତ ଜଣ ଠକଙ୍କୁ ଗିରଫ କରିବାରେ ସୁବର୍ଣ୍ଣପୁର ପୋଲିସ ସକ୍ଷମ ହୋଇଛି। ଯାହାକି ଏହି ବରୋଦା ବ୍ୟାଙ୍କ  ଉପରେ  ଉପରେ ପୁଣି ଏକ କଳା ଦାଗ ଲାଗିଛି ଏବଂ ଗ୍ରାହକ ଙ୍କ ଭରସା ତୁଟିବା ରେ ଲାଗିଛି l ଗତ ୨୦୧୯-୨୦ ଓ ୨୦୨୦-୨୧ ଦୁଇ ବର୍ଷ ଭିତରେ ଏଇ ଠକ ଗ୍ରାହକ ମାନେ ବ୍ୟାଙ୍କ ସୁନାରୀଙ୍କୁ ହାତେଇ ଟଙ୍କା ଠକି ନେଇଛନ୍ତି। ସହରର ବ୍ୟାଙ୍କ ଅଫ ବରୋଦା କର୍ତ୍ତୃପକ୍ଷ ଅଡିଟ ସମୟରେ ଗ୍ରାହକ ମାନେ ପିତ୍ତଳ ଦେଇ ସୁନା ବୋଲି ଋଣ ନେଇଥିବା ଅଭିଯୋଗ ହୋଇଥିଲା।ତେବେ  2 ବର୍ଷ ଭିତରେ ସମୁଦାୟ ୬୫ ଗୋଟି ମାମଲାରେ ନକଲି ଗହଣା ଦେଇ ବ୍ୟାଙ୍କରୁ ଠକେଇ ହୋଇଥିବା ଅଭିଯୋଗ ହୋଇଛି l ଜିଲ୍ଲା ପୋଲିସର ଏକ ସ୍ୱତନ୍ତ୍ର ଦଳ ଏହି ଠକେଇ ଘଟଣାର ଅନୁସନ୍ଧାନ କରି ଏହି ଠକେଇରେ ସାମିଲ  ହୋଇ ନକଲି ସାର୍ଟିଫିକେଟ ଦେଇ ଥିବା ସୁନା ବ୍ୟବସାୟୀ ସହିତ ସାତ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।ଗିରଫ କରାଯାଇଥିବା ଠକ ମାନେ ଈଶ୍ୱର ସରାଫ, ସୁରେନ୍ଦ୍ର ସରାଫ, ଅଞ୍ଜନ ସା , ହଜାରୁ ସାହୁ , ଡାକ୍ତର ସେଠ, ରାମଚନ୍ଦ୍ର ବଣିଆ ଓ ଜୟ ନାରାୟଣ ମହାରଣା ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା ସୂଚନା ଦେଇଛନ୍ତି।ଆଜି ଗିରଫ ବ୍ୟକ୍ତି ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି l ଏ ଭିତରୁ ଜଣେ ଠକ ୟୁକୋ ବ୍ୟାଙ୍କ ରୁ ମଧ୍ୟ ଏଭଳି ଏକ ବଡ଼ ଠକେଇ ରେ ସାମିଲ ଥିବା ଜଣା ପଡିଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ପଶ୍ଚିମ ଓଡ଼ିଶାର ପ୍ରଥମ ଓଟିଟି ଚାନେଲ୍ ‘ପଶ୍ଚିମ୍’ ଲୋକାର୍ପିତ   17-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, ଆସନ୍ତାକାଲି ହାଇସ୍କୁଲ ଓ କଲେଜସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା   16-Mar-2026
  ଜିଲ୍ଲା  
ପ୍ରେରଣା ତରଫରୁ ସ୍କୁଲସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା, aadan   16-Mar-2026
  ଜିଲ୍ଲା  
ସାମ୍ବାଦିକ ପବନ ଅଗ୍ରୱାଲ ସମ୍ମାନିତ   16-Mar-2026
  ଜିଲ୍ଲା  
କଟକ ଏସ୍ ସି ବି ଅଗ୍ନିକାଣ୍ଡରେ ମୃତାହତ ଘଟଣା ପରିଚାଳନା ଓ ପ୍ରଶାସନିକ ଅବହେଳାର ଚରମ ନିଦର୍ଶନ- କଂଗ୍ରେସ ପ୍ରତିନିଧି ମଣ୍ଡଳୀ   16-Mar-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ,   16-Mar-2026
  ଜିଲ୍ଲା  
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି   16-Mar-2026
  ଜିଲ୍ଲା  
ମାର୍ଚ୍ଚ ୨୪ ରୁ ୨୬ ତାରିଖ ପର୍ଯ୍ୟନ୍ତ ବରଗଡ ଜିଲ୍ଲା ଯାଦବ ସାଂସ୍କୃତିକ ସମାଜ ପକ୍ଷରୁ ବିଶ୍ୱଶାନ୍ତି ମହାଯଜ୍ଞ   16-Mar-2026
  ଜିଲ୍ଲା  
ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠାତା ଶିକ୍ଷକ ଓ କର୍ମଚାରୀ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ   16-Mar-2026
  ଜିଲ୍ଲା  
ବରପାଲି BEO ଅଫିସ୍‌ର ଆକାଉଣ୍ଟାଣ୍ଟ ଭିଜିଲାନ୍ସ_ଜାଲରେ,   16-Mar-2026
  ଜିଲ୍ଲା  
ଲୋପ ପାଇବାକୁ ବସିଲାଣି ତୋଟା ଓ ଧାନଖଳା   16-Mar-2026
  ଜିଲ୍ଲା  
*ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ପରିସର ମଧ୍ୟରେ ଜିଲ୍ଲାପାଳ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   16-Mar-2026

You Might Also Like