-+91-9937148622 |
prerana_bgr@rediffmail.com |
Tuesday 30th June 2026 |
R.N.I. Regd No. ODIODI/2010/46693
Breaking News
02-Dec-2020
ବ୍ରହ୍ମପୁର (ଦୀପକ କୁମାର ଷଡଙ୍ଗୀଙ୍କ ରିପୋର୍ଟ)- ବ୍ରହ୍ମପୁର ନବ ଜୀବନ ଅନାଥ ଆଶ୍ରମରେ କୁନି ପିଲା ମାନଙ୍କୁ ଓଡିଶା ବ୍ରାହ୍ମଣ ସମିତି ପକ୍ଷରୁ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା ସେଥିରେ ଓଡ଼ିଶା ବ୍ରାହ୍ମଣ ସମିତି ର ସଭାପତି ପ୍ରାଚାର୍ଯ୍ଯ ମନୋଜ କୁମାର ପାଣିଗ୍ରାହୀ, ଉପଦେଷ୍ଟା ବ୍ଯୋମକେଶ ଉପାଧ୍ଯାୟ, ଉପଦେଷ୍ଟା ଏମ ସୁଦର୍ଶନ ଶର୍ମା, ପ୍ରଭାରୀ ରାମକୃଷ୍ଣ ତ୍ରିପାଠୀ, ସହପ୍ରଭାରୀ ବିଭୁ ପ୍ରସାଦ ଷଡଙ୍ଗୀ, କମଳାକାନ୍ତ ପଣ୍ଡା, ତଥା ଗଞ୍ଜାମ ଜିଲ୍ଲା ସଦସ୍ୟମାନଙ୍କ ସହଯୋଗ ରେ ରନ୍ଧନ ଖାଦ୍ୟ ବଣ୍ଟନ କରାଯାଇଥିଲା।