-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
05-Nov-2022
ବଲାଙ୍ଗିର (ପ୍ରେରଣା ଖବର) ଅଲ ଇଣ୍ଡିଆ କଂଗ୍ରେସ କମିଟି ମାଇନରିଟି ବିଭାଗର ଅନୁମୋଦନ କ୍ରମେ ବଲାଙ୍ଗୀରର ଯୁବ ଆଇନଜୀବୀ ତଥା ପୂର୍ବତନ ଛାତ୍ର ନେତା ଅଫତାବ୍ ଆଲମ୍ ଖାନ୍ ଙ୍କୁ କଂଗ୍ରେସ ମାଇନରିଟି କମିଟିର ରାଜ୍ଯ ସମ୍ପାଦକ ଭାବର ମନୋନୀତି ହୋଇଛନ୍ତି l ଏହି ନୂଆ ନିଯୁକ୍ତି ପାଇବା ପରେ ଜିଲ୍ଲା ର ସଂଖ୍ୟାଲଘୁ ଲୋକଙ୍କ ପାଇଁ ନିଜର ଜୀବନକୁ ଉତ୍ସର୍ଗୀକୃତ କରିବେ ବୋଲି କହିଛନ୍ତି