-+91-9937148622 |

prerana_bgr@rediffmail.com |

  Monday 28th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର    (28-Sep-2026)       ||      ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର    (28-Sep-2026)       ||      ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   (28-Sep-2026)       ||      ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ    (28-Sep-2026)       ||      ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   (28-Sep-2026)       ||      କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   (28-Sep-2026)       ||      ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   (27-Sep-2026)       ||      ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   (27-Sep-2026)       ||      ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   (27-Sep-2026)       ||      ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ    (27-Sep-2026)       ||      ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   (27-Sep-2026)       ||      *"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   (27-Sep-2026)       ||      *ମୈଦଲପୁର ରେ ମହିମା ସମାଜ ର ନୂଆଖାଇ ଭେଟଘାଟ ଅନୁଷ୍ଠିତ*   (27-Sep-2026)       ||      ସରକାରଙ୍କ ଅଜବ ନିୟମ,ତିନି ମାସ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ପାଇ ପୁଣି ପାଇଲେ ୧୦୦୦ ଟଙ୍କା   (27-Sep-2026)       ||      କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ତରଫରୁ ନୂଆଁଖାଇ ଭେଟଘାଟ ଯୁବ ସଂଗଠନ ସୁଦୃଢ଼ କରିବା ସହ ସାମାଜିକ ଏକତା ଉପରେ ଗୁରୁତ୍ୱ   (27-Sep-2026)       ||      ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ସୁନ୍ଦରଗଡ଼ରେ ‘ଓଡ଼ିଶା ପ୍ରୋମୋ ରନ୍’   (27-Sep-2026)       ||      ପର୍ଯ୍ୟଟନ ସ୍ଥଳୀ ଚାନ୍ଦଲି ପାହାଡ଼ ପରିସରରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ    (27-Sep-2026)       ||      ବାଗବାଡ଼ି ଗ୍ରାମରେ ଅନନ୍ତ ଶୟନ ବିଷ୍ଣୁଙ୍କ ପୂଜା ମହୋତ୍ସବ   (27-Sep-2026)       ||      ପି.ପି ଏକାଡେମି ୮୯ ମେଟ୍ରିକ ବ୍ୟାଚ୍ ତରଫରୁ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ   (27-Sep-2026)       ||      ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||     

HOME   ଜିଲ୍ଲା

ଦୁଇ ନକଲି ଅଧ୍ୟାପକ ଙ୍କ ନାଁ ରେ ଥାନା ରେ ମାମଲା ରୁଜୁ

04-Nov-2022



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ରେ ଚାରିଟି କଲେଜ ଅଛି। କିନ୍ତୁ ତା ମଧ୍ୟ ରୁ ଦୁଇ ଟି କଲେଜ ର ଲେକ୍ଚର ଏବେ ଚର୍ଚ୍ଚା ରେ । ସୂଚନା ଯୋଗ୍ୟ ଯେ ବେଲପଡ଼ା ବ୍ଲକ ର ମଣ୍ଡଳ ସ୍ଥିତ ଶ୍ରୀ ଜଗନ୍ନାଥ ଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯାହାକି ୧୯୯୨ ରେ ସ୍ଥାପିତ ହେଇଛି । ଯେଉଁଠି ନରୋତ୍ତମ ବେହେରା ଇଂରାଜୀ ଅଧ୍ୟାପକ ଥିଲେ ଓ ସେ ୧୯୯୪ ଠୁ ଏଠି ଅଧ୍ୟାପକତା କରୁଥିଲେ । ସେ ବେଲପଡ଼ା ବ୍ଲକ୍ ସ୍ଥିତ କପାଣି ଗ୍ରାମ ର  ବାସିନ୍ଦା ଅଟନ୍ତି ( ପି - ମୃତ କେଦାର ବେହେରା ) । କିନ୍ତୁ ମଣ୍ଡଳ କଲେଜ ର ଅଧ୍ୟକ୍ଷ ଶ୍ରୀ ଆମ୍ବରିସ ମେହେର ଙ୍କ କହିବା ଅନୁଯାଇ ଗତ କାଲି ପାଟଣାଗଡ଼ ସବ- କଲେକ୍ଟର ଶ୍ରୀ ମେହେର ଙ୍କୁ ଫୋନ କରିଥିଲେ ଏବଂ  ଇଂରାଜୀ ଅଧ୍ୟାପକ ନାରୋତ୍ତମ ବେହେରା ଙ୍କ ମାର୍କ ସିଟ ଯାହା କି ଚାକିରି କରିବା ସମୟ ରେ ପୈଠ କରିଥିଲେ ତାହା ସଠିକ୍ ନୁହେଁ ବୋଲି କହିଥିଲେ । ଏବଂ ଉପ ଜିଲ୍ଲାପାଳ ଙ୍କ ଠୁ ଖବର ପାଇବା ପରେ ଶ୍ରୀ ଅମ୍ବରିସ ମେହେର ବେଲପଡ଼ା ଥାନା ରେ ଜାଇ ଶ୍ରୀ ବେହେରା ଙ୍କ ନା ରେ ଥାନା ରେ ଏତଲା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ ସେ ଯେଉଁ ମାର୍କ ସିଟ ପୈଠ କରିଥିଲେ ସେଥିରେ ସେ ସର୍ବ ମୋଟ ୪୪୮ ମାର୍କ ରଖିଛନ୍ତି କିନ୍ତୁ ପ୍ରକୃତ ମାର୍କ ସିଟ ରେ ତାଙ୍କ  ସର୍ବମୋଟ ମାର୍କ ୩୪୮ ରହିଛି । ଯେହେତୁ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ରୁ ପାଠ ପଢ଼ି ଥିଲେ , ତାଙ୍କ ସେଠିକାର ମାର୍କ ସିଟ ରେ ସ୍ପଷ୍ଟ ଦେଖା ଯାଉଛି କି ସେ ୪୪୮ ନୁହେଁ , ୩୪୮ ମାର୍କ ରଖିଛନ୍ତି । ଏହା ନେଇ ବେଲପଡ଼ା ଥାନା ରେ ଏକ କେସ ରୁଜୁ ହେଇଛି ।


ସେହି ସମାନ ଘଟଣା ଦେଖିବାକୁ ମିଳିଛି ବେଲପଡ଼ା ବ୍ଲକ୍ ର ଧୁମାଭଟା ର  ବୀଣାପାଣି ଉଚ୍ଚ ବିଦ୍ୟାଳୟ ରେ । କଲେଜ ର ଅଧ୍ୟକ୍ଷ ଶ୍ରୀ ଦେବର୍ଚନ ନାଗ ମଧ୍ୟ ଗତ କାଲି ରାତି ରେ ଶ୍ରୀ ଲାଲବାହାଦୁର ରଣା ( ପି - ସାହେବ ରଣା , ବା - କୁମ୍ଭାରି, ଜି - ବରଗଡ ) ଙ୍କ ନା ରେ ଥାନା ରେ ଏତଲା ଦେଇଛନ୍ତି । ତାଙ୍କ କହିବା ଅନୁଯାଇ ଶ୍ରୀ ରଣା ୧୮/୦୬/୨୦୧୮ ରୁ କଲେଜ କୁ ଆସୁ ନ ଥିଲେ । ତାଙ୍କୁ ଅଫିସ ରୁ ଅନେକ ଥର ଚିଠି ହେଇ ଥିଲେ ମଧ୍ୟ ସେ କଲେଜ ଆସି ନ ଥିଲେ । ପରେ ବିଭିନ୍ନ ସୂତ୍ର ରୁ ତାଙ୍କୁ ଜ୍ଞାତ ହେଲା ଜେ ଶ୍ରୀ ରଣା ଙ୍କ ପି.ଜି ର ପ୍ରମାଣପତ୍ର ନକଲି ଅଟେ । ଏବଂ ଛାତ୍ର ମାନେ ମଧ୍ୟ କହୁଥିଲେ କି ଇଂରାଜୀ ଅଧ୍ୟାପକ ଶ୍ରୀ ରଣା ଠିକ୍ ରେ ଛୁଆ ମାନଙ୍କ ପାଠ ପ୍ରତି ଥିବା ସନ୍ଦେହ କୁ ଦୂର କରୁ ନଥିଲେ । ଏଣୁ ଏହାର ସତ୍ୟ ଜାଣିବା ପାଇଁ ଅଧ୍ୟକ୍ଷ ଶ୍ରୀ ନାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର କଣ୍ଟ୍ରୋଲର କୁ କହିଥିଲେ । ଯେହେତୁ ଲାଲବାହାଦୁର ରଣାଙ୍କ ପ୍ରମାଣ ପତ୍ର ରେ ଲେଖା ଥିଲା ଯେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ର ଛାତ୍ର ଓ ତାଙ୍କ ପି. ଜି ସେ ୧୯୯୨-୯୪ ମସିହା ରେ କରିଛନ୍ତି , ଏହି ଆଧାର ରେ ସବୁ ଯାଞ୍ଚ ହେଲା । କିନ୍ତୁ ଏହି ସତ ସାମ୍ନା କୁ ଆସିଲା ଯେ ସେ ସେଠିକାର ଛାତ୍ର ନୁହନ୍ତି । ତାଙ୍କ ପ୍ରମାଣ ପତ୍ର ରେ ଲେଖା ଥିଲା ଯେ ତାଙ୍କ କ୍ରମିକ ନମ୍ୱର୍ ୯୨ ଇ ଏନ ଜି ୧୧ । କିନ୍ତୁ ପ୍ରକୃତ ରେ ସେହି କ୍ରମିକ ନମ୍ୱର୍ ରେ ତାଙ୍କ ନା ନ ଆସି ଆସୁଛି ଶ୍ରୀ ଜମେସ ସମଦ। ଏହା ସବୁ ଦେଖି  ଅଧ୍ୟକ୍ଷ ଶ୍ରୀ ନାଗ ଉପ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରି ଗତ କାଲି ରାତି ରେ ଶ୍ରୀ ଲାଲବାହାଦୁର ରଣା ଙ୍କ ବିରୋଧ ରେ ବେଲପଡ଼ା ଥାନା ରେ ଅଭିଯୋଗ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗେଟସରୋବର ପଡ଼ା (ବି ଆର ଆମ୍ବେଦକର) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Sep-2026
  ଜିଲ୍ଲା  
ସଇଁନ୍ତଲା ରେ "ବେଟି ବଚାଓ ବେଟି ପଢ଼ାଓ" ସଚେତନତା ଶିବିର   28-Sep-2026
  ଜିଲ୍ଲା  
ନଅଗାଁ (କ) ରେ ସଫଳତାର ସହ ଅନୁଷ୍ଠିତ ହେଲା ମେଗା ସ୍ୱାସ୍ଥ୍ୟ, ରକ୍ତଦାନ ଓ ସହାୟକ ଉପକରଣ ବଣ୍ଟନ ଶିବିର   28-Sep-2026
  ଜିଲ୍ଲା  
ଟିଟିଲାଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଅସହାୟଙ୍କୁ ଚାରିଟି ସାଇକେଲ ବଣ୍ଟନ   28-Sep-2026
  ଜିଲ୍ଲା  
ପଂଚଭୁତରେ ବିଳୀନ ହେଲେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ କମାଣ୍ଡେଣ୍ଟ ଜଗଦିଶ ବିଶି   28-Sep-2026
  ଜିଲ୍ଲା  
କଟକରେ ଚୋରା ପାଣି କନେକ୍ସନ ନେଇ ଅଭିଯୋଗ   28-Sep-2026
  ଜିଲ୍ଲା  
ଅତିରିକ୍ତ ଜଜଙ୍କ ଠିକଣାରେ ଗଞ୍ଜେଇ ପାର୍ସଲ : ୩୨ ପ୍ୟାକେଟରୁ ପ୍ରାୟ ୪୦୦ କେଜି ଗଞ୍ଜେଇ ଜବତ   27-Sep-2026
  ଜିଲ୍ଲା  
ବେଲେଶ୍ୱର ପୂଜା କମିଟିରେ ସାମିଲ ହେଲା କଣ୍ଟିଲୋ ଓ ନିୟୁ କଲୋନୀ ସାହି ଦଶହରା ପୂଜା ଓ ଭସାଣି ପାଇଁ ପ୍ରସ୍ତୁତି ବୈଠକ   27-Sep-2026
  ଜିଲ୍ଲା  
ଆଦିବାସୀ ହରିଜନ ଉଚ୍ଚ ବିଦ୍ୟାଳୟ ଠାରେ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ   27-Sep-2026
  ଜିଲ୍ଲା  
ବଲାଙ୍ଗିର ରେ , ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଦିନିକିଆ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ ଅନୁଷ୍ଠିତ   27-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ପଞ୍ଚମ ଦିନର ପ୍ରଥମ ମ୍ୟାଚ୍ ରେ କଟକଦଳ ର ବିପୁଳ ବିଜୟ ଓ ଦ୍ୱିତୀୟ ମ୍ୟାଚ୍ ଗଞ୍ଜାମ ନୟାଗଡ଼ ଡ୍ ହେଲା   27-Sep-2026
  ଜିଲ୍ଲା  
*"ଶହୀଦ୍ ମାଧୋ ସିଂ ସମ୍ମାନ୍" ରେ ସମ୍ମାନୀତ ହେଲେ ଡଃ. ନୃପରାଜ ସାହୁ*   27-Sep-2026

You Might Also Like