-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
09-Oct-2022
ବଲାଙ୍ଗିର (ପ୍ରେରଣା ଖବର) : ସୁନି ମୁସଲିମ ପକ୍ଷରୁ ବଲାଙ୍ଗିର ଠାରେ ମହମ୍ମଦ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି l ଆଜି ମହମ୍ମଦ ଜୟନ୍ତୀ ପାଇଁ ଉତ୍ସବ ମୁଖର ହୋଇଛି ବଲାଙ୍ଗିର ସହର l ମୁସଲିମ୍ ମାନଙ୍କ ବଡ ପର୍ବ ମହମ୍ମଦ ଜୟନ୍ତୀରେ ବଲାଙ୍ଗିର ରେ ଏକ ଭାଇଚାରା ର ବାତାବରଣ ଦେଖିବାକୁ ମିଳିଥିଲା l ସକାଳୁ ମୁସଲିମ ଭାଇ ମାନେ ନମାଜ୍ ପାଠ କରିଥିଲେ l ଏଥିରେ ବଲାଙ୍ଗିର ସହରର ସମସ୍ତ ମୁସଲମାନ୍ ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ l ସୁନି ସଦର୍ ମସଜିଦ୍ ଟିକ୍ରlପଡା ଠାରୁ ଏକ ଶୋଭାଯାତ୍ରା ବାହାରି ଥିଲା l