-+91-9937148622 |

prerana_bgr@rediffmail.com |

  Thursday 23rd April 2026 |

| | | |

R.N.I. Regd No. ODIODI/2010/46693

Breaking News

*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||      ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   (23-Apr-2026)       ||      *ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   (23-Apr-2026)       ||      ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   (23-Apr-2026)       ||      RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   (22-Apr-2026)       ||      ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା    (22-Apr-2026)       ||      ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ    (22-Apr-2026)       ||      .ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   (22-Apr-2026)       ||      ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   (22-Apr-2026)       ||      *ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   (22-Apr-2026)       ||      ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   (22-Apr-2026)       ||      ଜିଲ୍ଲାସ୍ତରୀୟ ଅକ୍ଷି ମୁଠି କାର୍ଯ୍ୟକ୍ରମରେ ଯୋଗ ଦେଲେ ସାଂସଦ ମନମୋହନ ସାମଲ   (22-Apr-2026)       ||      ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ♦️ ରଥଖଳା ଚଳଚଞ୍ଚଳ    (22-Apr-2026)       ||      ଆହୁରି ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା, କିଛି ସ୍ଥାନରେ ତାତି ୪୫ ଡିଗ୍ରୀ ଛୁଇଁପାରେ    (22-Apr-2026)       ||      ବଲାଙ୍ଗିର ପୌର ପରିଷଦ ପକ୍ଷରୁ ଆଳୋକିକରଣ କାର୍ଯ୍ୟକ୍ରମ ଉଦ୍ଘାଟନ    (21-Apr-2026)       ||      ସୁବର୍ଣ୍ଣପୁର ଠାରେ ସି ଏମ୍ ଟ୍ରଫି ର ଉଦ୍ଘାଟନ*- *ଭାଗ ନେଲେ ୪୩ ଗୋଟି ଦଳ*-   (21-Apr-2026)       ||      ମୁଖ୍ୟମନ୍ତ୍ରୀଙ୍କ ବଲାଙ୍ଗିର ଗସ୍ତ ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିରର ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିବ ବିଜେଡି    (21-Apr-2026)       ||      ସ୍କାଉଟ ମାଷ୍ଟର ଓ ଗାଇଡ଼ କ୍ୟାପ୍ଟନ ମାନଙ୍କ ବେସିକ ତାଲିମ ଶିବିର ଉଦଯାପିତ, "ଯୁବ ପିଢ଼ି କୁ ସଠିକ ମୂଲ୍ୟବୋଧ ଦେବାରେ ସ୍କାଉଟ ଓ ଗାଇଡ଼ ର ଭୂମିକା ଅପରିହାର୍ଯ୍ୟ"   (21-Apr-2026)       ||      *ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଜିଲ୍ଲାସ୍ତରୀୟ ସାମୁହିକ ବିବାହ*- *୧୭ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ*-   (21-Apr-2026)       ||     

HOME   ଜିଲ୍ଲା

ପ୍ରକାଶ ସାଂସ୍କୃତିକ ସଂସଦର ରୌପ୍ୟ ଜୟନ୍ତୀ ଉତ୍ସବ: କବିତା ଅଷ୍ଟ ପ୍ରହରର ସପ୍ତମ ପ୍ରହରେ ମନ ମୋହିଲା ନାରୀ କବିଙ୍କ କବିତା

09-Oct-2022



ବରଗଡ:-ମର୍ଯ୍ଯାଦା ପୁରୁଷୋତ୍ତମ ପ୍ରଭୁ ରାମଚନ୍ଦ୍ର ରାବଣକୁ ବଧ କରି ଦେବୀ ସୀତାଙ୍କୁ ଉଦ୍ଧାର କରିବାକୁ ସେତୁବନ୍ଧ ବାନ୍ଧିଥିଲେ। ଅନୁରୂପ ଭାବେ ସମ୍ବଲପୁରୀ/କୋଶଲୀ ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇଁ କବିତା ଅଷ୍ଟ ପ୍ରହରୀ ସେତୁବନ୍ଧର ଆଦ୍ଯ ପ୍ରୟାସ। ସୁତରାଂ ପଶ୍ଚିମ ଓଡିଶାର ଭାଷାକୁ ସାମ୍ବିଧାନିକ ସ୍ବୀକୃତି ପାଇଁ କବିତା ଅଷ୍ଟ ପ୍ରହରୀ ଏକ ଯୁଗାନ୍ତକାରୀ ପଦକ୍ଷେପ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଡା ଗ୍ରାମର ପ୍ରକାଶ ସାଂସ୍କୃତିକ ସଂସଦର ରୌପ୍ୟ ଜୟନ୍ତୀ ଉତ୍ସବ ସମାରୋହରେ ଆଯୋଜିତ କବିତା ଅଷ୍ଟ ପ୍ରହରୀର ସପ୍ତମ ପ୍ରହରରେ ଅତିଥିଗଣ ଏହି ମତପ୍ରକାଶ କରିଛନ୍ତି। ଅଧ୍ଯାପକ ଡକ୍ଟର ମିନତୀ ଦେବତା, ଅଞ୍ଜଳୀ ପଧାନଙ୍କ ପୌରୋହିତ୍ୟରେ ଏହି ପ୍ରହର ଅନୁଷ୍ଠିତ ହୋଇଥିଲା। ଅହଲ୍ୟା ପଧାନ, ନମିତା ଦୀପ ଯାଦବ, ଅନୁପ୍ରିୟା ମିଶ୍ର, ସବିତା ମେହେର, ଆରତୀ ସାହୁ, ପଙ୍କଜିନୀ ମେହେର, ମଞ୍ଜୁ ଲତା ସାହୁ, ଚନ୍ଦ୍ରାବତୀ ପାଣ୍ଡେ, ସାବିତ୍ରୀ ମେହେର, ଜୟଶ୍ରୀ ସାହୁ ପ୍ରମୁଖ ନାରୀ କବିଗଣ କବିତା ପାଠ କରିଥିଲେ। ଏହି ସମାରୋହକୁ କବି ସୋନାଲୀ ପାଢୀ ସଂଚାଳନ କରିଥିଲେ। କବିମାନଙ୍କୁ କବି ଘରଜୁଗୀ ଗଡତିଆ ଅତିଥି ଭାବେ ଯୋଗଦେଇ ନାରୀ କବିମାନଙ୍କୁ ସମ୍ମାନୀତ କରିଥିଲେ। ସେହିପରି ଚତୁର୍ଥ ପ୍ରହରେ ପଦ୍ମଶ୍ରୀ ଡକ୍ଟର ହଳଧର ନାଗ, ନିରଞ୍ଜନ ପଣ୍ଡା, ବୈରାଗୀ ସାହୁ, ସଚ୍ଚିଦାନନ୍ଦ ପଧାନ, ଜଟାଧାରୀ ପଧାନ ପ୍ରମୁଖ ବହୁ କବି କବିତା ପାଠ କରିଥିଲେ। ସ୍ଥାନୀୟ ଗୌତିଆ ଡମ୍ବରୁଧର ପଧାନ, ରାଜେଶ ମେହେର ଏହି ପ୍ରହରେ ସଭାପତିତ୍ୱ କରିଥିଲେ। ଅଧ୍ୟାପକ ସନ୍ତୋଷ ତ୍ରିପାଠୀ କବିତାଗୁଡିକୁ

ସଂଯୋଜନା କରିଥିଲେ। ପଞ୍ଚମ ପ୍ରହରରେ କଳାକାର ସୁରେଶ ଚନ୍ଦ୍ର ଭୋଇ, ଟିକେଲାଲ ପଧାନଙ୍କ ପୌରୋହିତ୍ୟରେ ଗୁଛାକବି ଶିବଶଙ୍କର ପୁଜାରୀ, କ୍ରୁଷ୍ନଚନ୍ଦ୍ର ଭୋଇ, ଭିକାରୀ ଚରଣ ପଧାନ, ଅନନ୍ତ ମେହେର, ଅଶ୍ବିନୀ ସାହୁ, ସୁରେଶ ସାହୁ ଯୋଗଦେଇ କବିତା ପାଠ କରିଥିଲେ। କବିତାଗୁଡ଼ିକୁ କବି ତୁଳସୀରାମ ମେହେର ସଂଯୋଜନା କରିଥିଲେ। କ୍ରୀଡା ଶିକ୍ଷକ ବିଶିକେଶନ ମେହେର, ପ୍ରମୋଦ ପଧାନଙ୍କ ପୌରୋହିତ୍ୟରେ ରବିବାର ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ଷଷ୍ଠ ପ୍ରହର ଅନୁଷ୍ଠିତ ହୋଇଥିଲା। କବି ରାମପ୍ରସାଦ ବାଗ, ସୁଶାନ୍ତ ଭୋସାଗର, ବାସୁଦେବ ସାହୁ, ମକରଧ୍ୱଜ ସାହୁ, ଗୌରଚରଣ ସା ପ୍ରମୁଖ କବିତା ପାଠ କରିଥିଲେ। ସାଂସଦ ପ୍ରତିନିଧି ମହେଶ ଦେବତା, ଜିଲ୍ଲା ପରିଷଦ ସଦସ୍ଯ ସୁଶାନ୍ତ ଗଡତୀୟା ଅତିଥି ଭାବେ ଯୋଗଦେଇ କବିମାନଙ୍କୁ ସମ୍ମାନୀତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   23-Apr-2026
  ଜିଲ୍ଲା  
ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   23-Apr-2026
  ଜିଲ୍ଲା  
ମହାନଦୀ ଧାରାର ଜଳବାୟୁ ପରିବର୍ତ୍ତନ କନକ୍ଳେଭ୍ ୨୦୨୬, ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ: ଆଲୋଚକ   23-Apr-2026
  ଜିଲ୍ଲା  
*ମହାନଦୀ ଧାରା ର ଜଳବାୟୁ ପରିବର୍ତ୍ତନ Conclave ୨୦୨୬*- *ଜଳ ଓ ଶକ୍ତି ସଂରକ୍ଷଣ ସହ ପରିବେଶ ସୁରକ୍ଷା ନ କଲେ ମଣିଷ ବିକଳାଙ୍ଗ ହୋଇ ଯିବ*- *ଆଲୋଚକ*-   23-Apr-2026
  ଜିଲ୍ଲା  
ଡୁଙ୍ଗୁରିପାଲି ପଂଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ସମୀକ୍ଷା   23-Apr-2026
  ଜିଲ୍ଲା  
RTO ଚାଲାଣ ନାଁରେ ଠକେଇ: ୪ ଗିରଫ♦️ ସାଇବର ପୋଲିସ କବଜାରେ ଆରଟିଓ ଚାଲାଣ ନାଁରେ ଠକୁଥିବା ଗ୍ୟାଙ୍ଗ   22-Apr-2026
  ଜିଲ୍ଲା  
ଚାକିରି ଦେବ କହି ମହିଳାଙ୍କ ଠାରୁ ଠକି ନେଲା ୧୫ଲକ୍ଷ ଟଙ୍କା   22-Apr-2026
  ଜିଲ୍ଲା  
ଜନଗଣନାରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି ♦️ ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ରାଜସ୍ବ ଓ ଜନଗଣନା ଅଧିକାରୀଙ୍କ ସହ ଏକ ବୈଠକ   22-Apr-2026
  ଜିଲ୍ଲା  
.ସି କଲେଜରେ ଜାତୀୟ ସେବା ସଂସ୍ଥା ପକ୍ଷରୁ ଗ୍ରୀଷ୍ମ କାଳୀନ ଶିବିର   22-Apr-2026
  ଜିଲ୍ଲା  
ଚଳିତ ଶିକ୍ଷାବର୍ଷ ୨୦୨୬-୨୭ର ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ   22-Apr-2026
  ଜିଲ୍ଲା  
*ଆଜି ଠାରୁ ବଣ୍ଟନ ହେବ ହାଇଟେକ୍ ପଟ୍ଟା* -   22-Apr-2026
  ଜିଲ୍ଲା  
ବିଶ୍ବ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସ   22-Apr-2026

You Might Also Like