-+91-9937148622 |
prerana_bgr@rediffmail.com |
Monday 20th April 2026 |
R.N.I. Regd No. ODIODI/2010/46693
Breaking News
05-Oct-2022
ତୁଷୁରା (ପଞ୍ଚାନନ ନାଏକ)-ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସାଂସଦୀୟ ଷ୍ଟାଣ୍ଡି କମିଟିର ବିଜ୍ଞାନ ଓ ପ୍ରଯୁକ୍ତି,ପରିବେଶ ବିଭାଗର ସଦସ୍ଯଭାବେ ମନୋନୀତ ହୋଇଥିବାରୁ ଗୁଡ଼ଭେଲାବ୍ଳକ ଓ ତୁଷୁରା ଏନଏସି ଅଞ୍ଚଳର ବିଭିନ୍ନ ସଂଗଠନପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି। ବଲାଙ୍ଗୀର ରେଡ଼କ୍ରସ ସୋସାଇଟିର ପୃଷ୍ଠାପୋଷକ ତଥା ଝାରସୁଗୁଡ଼ାର ବିଜେଡିର ସହ ପର୍ଯ୍ୟବେକ୍ଷକ ବିଷ୍ଣୁପ୍ରସାଦ କେଡ଼ିଆ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଶ୍ରୀ ବିଶିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।