-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

କଣ୍ଟାବାଞ୍ଜି ଅଞ୍ଚଳ ର ରେଳ ଉନ୍ନତି ପାଇଁ ପ୍ରଧାମନ୍ତ୍ରୀ ଙ୍କ ହସ୍ତକ୍ଷେପ ଅନୁରୋଧ କରିଲେ ପୂର୍ବ ବିଧାୟକ ଆୟୁବ ଖାଁ

30-Sep-2022



କଣ୍ଟାବାଞ୍ଜି(ଆନନ୍ଦ ମୋଟେ) ଗତ ତା ୪ ଅଗଷ୍ଟ ରେ କଣ୍ଟାବାଞ୍ଜି ସହର ପୂର୍ବତନ ବିଧାୟକ ତଥା ବିଜେଡି  ଦଳର ଅଳ୍ପସଂଖ୍ୟକ ସେଲ ସମ୍ପାଦକ ଶ୍ରୀଯୁକ୍ତ ହାଜି ମହମ୍ମଦ ଆୟୁବ ଖାଁ କଣ୍ଟାବାଞ୍ଜି ରେଲବିଭାଗ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଏବଂ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟକୁ ଏକ ଚିଠି ଲେଖିଥିଲେ ଯେଉଁଥିରେ କଣ୍ଟାବାଞ୍ଜି ସହର ପର୍ଯ୍ୟନ୍ତ ଇସ୍ପାତ ଟ୍ରେନର ସମ୍ପ୍ରସାରଣ କରିଥିବା ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ କଣ୍ଟାବାଞ୍ଜି ଦେଇ ଯାଉଥିବା କେତେକ ଟ୍ରେନର ସମ୍ପ୍ରସାରଣ , ବନ୍ଦ ହୋଇଥିବା କେତୋଟି ଟ୍ରେନ ପୁନଃ ଚଳାଚଳ ଏବଂ କଣ୍ଟାବାଞ୍ଜି ଦେଇ କେତୋଟି ନୂତନ ଟ୍ରେନ ଚଳେଇବା ପାଇଁ ଉଲ୍ଲେଖ କରାଯାଇଥିଲା । ଶ୍ରୀଯୁକ୍ତ ଆୟୁବ ଖାଁ ଚିଠି ରେ ଉଲ୍ଲେଖ କରିଥିଲେ ଯେ  ଏହି ଅଞ୍ଚଳ କେବିକେ ଜିଲ୍ଲା ଏବଂ ପଶ୍ଚିମ ଓଡିଶା ଅଧୀନରେ ଅଛି |  ଏହି ବିଧାନସଭା କ୍ଷେତ୍ର ଅତ୍ୟନ୍ତ ପଛୁଆ ଏବଂ ଲୋକମାନେ ସେମାନଙ୍କର ଜୀବିକା ପାଇଁ  ଦେଶର ବିଭିନ୍ନ ସ୍ଥାନକୁ ଯିବାକୁ ଏହି ରେଳ ଷ୍ଟେସନ ବ୍ୟବହାର କରନ୍ତି |  ବ୍ୟବସାୟୀ, ସେବାଧାରକ, ଛାତ୍ର, ତୀର୍ଥଯାତ୍ରୀ ଇତ୍ୟାଦି ଅନ୍ୟ ଶ୍ରେଣୀର ଲୋକମାନେ  ମଧ୍ୟ ବାରମ୍ବାର ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯାଆନ୍ତି, କିନ୍ତୁ ଦେଶର କେତେକ ଗୁରୁତ୍ୱପୂର୍ଣ୍ଣ ସହର ଏବଂ ଟାଉନ ଗୁଡ଼ିକୁ ସଂଯୋଗ କରିବା ପାଇଁ ଏଠି ପର୍ଯ୍ୟାପ୍ତ ଟ୍ରେନ୍ ଉପଲବ୍ଧ ନ ଥିବାରୁ ସେମାନେ ବହୁ କଷ୍ଟ ଭୋଗୁଛନ୍ତି | ରେଳ ଟ୍ରାକର ଡବଲ୍ ଲାଇନ ଏବଂ ବିଦ୍ୟୁତିକରଣ ମଧ୍ୟ ସମାପ୍ତ ହୋଇଛି ଏବଂ ଏହି ମାର୍ଗଗୁଡ଼ିକରେ ଟ୍ରେନ୍ ବିଳମ୍ବ ପାଇଁ କୌଣସି କାରଣ ନାହିଁ | ଏହି ଅଞ୍ଚଳ ରେ ଆହୁରି କେତେକ ଟ୍ରେନ ସମ୍ପ୍ରସାରଣ ଏବଂ ପୁନ - ଆରମ୍ଭ  କଲେ  ପଶ୍ଚିମ ଓଡ଼ିଶା ଏବଂ କେବିକେ ଜିଲ୍ଲାର ଲୋକମାନେ ଅଧିକ ଲାଭବାନ ହେବେ। ସେ ଦାବି କରିଥିବା ଟ୍ରେନ ମଧ୍ୟରେ ବିଶାଖାପାଟଣା - ବନାରସ କିମ୍ବା ଗୋରଖପୁର ଟ୍ରେନ ପୁନଃ ଚଳାଚଳ, ତିରୁପତି - ବିଲାସପୁର ଟ୍ରେନକୁ ବନାରସ କିମ୍ବା ଗୋରଖପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ , ବିଶାଖାପାଟଣା - ରାୟପୁର - କଟନି ଦେଇ ବୈଶ୍ଣଦେବୀ ପର୍ଯ୍ୟନ୍ତ ନୂତନ ଟ୍ରେନ ଚଳାଚଳ, ସମତା ଏକ୍ସପ୍ରେସକୁ ଅମୃତସର ଯାଏ ସମ୍ପ୍ରସାରଣ, ଭୁବନେଶ୍ୱର ରୁ ଦିଲ୍ଲୀ ଯିବା ପାଇଁ ଭୁବନେଶ୍ୱର- ବଲାଙ୍ଗୀର - ଟିଟଲାଗଡ - କଣ୍ଟାବାଞ୍ଜି - ରାୟପୁର ଦେଇ ଏକ ଟ୍ରେନ ଦିଲ୍ଲୀ ଯିବା ପାଇଁ, ରାୟପୁର ରୁ କଣ୍ଟାବାଞ୍ଜି ଦେଇ ବାଲେଶ୍ଵର ଯିବା ପାଇଁ, ସମ୍ବଲପୁର ରୁ ଟିଟଲାଗଡ - କଣ୍ଟାବାଞ୍ଜି - ବେଙ୍ଗାଳୁରୁ ଏକ୍ସପ୍ରେସ ପୁନଃ ଆରମ୍ଭ , ପୁରୀ - ସିର୍ଡି ଟ୍ରେନ ଚଳାଚଳ ପୁନଃ ଆରମ୍ଭ,ଦୁର୍ଗ ଜଗଦଲପୂର ଟ୍ରେନ ପୁନଃ ଆରମ୍ଭ ଏଭଳି ଅନେକ ନୂତନ ଟ୍ରେନ କଣ୍ଟାବାଞ୍ଜି ଦେଇ  ଏବଂ ଏଠୁ ଚାଲି ବନ୍ଦ ହୋଇଥିବା ଟ୍ରେନ ସବୁକୁ ପୁନଃ ଆରମ୍ଭ କରିବାକୁ ଚିଠି ଲେଖିଥିଲେ। ଯାହାକି ଏହା ଉପରେ ଶୀଘ୍ର ବିଚାର କରି ଉଚିତ୍ ପଦକ୍ଷ୍ୟେପ ନେବା ପାଈ ପ୍ରଧାନ ମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ରେଳ ବିଭାଗ ମନ୍ତ୍ରୀଙ୍କ ଚିଠି ହୋଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like