-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଜିଲ୍ଲା

ଇଷ୍ଟଦେବଙ୍କ ମନ୍ଦିର ପରିସର କାଳୀ ମନ୍ଦିର ରୁ ଚୋରୀ--ଯେଉଁଠି ଦେବା ଦେବୀ ଅସୁରକ୍ଷିତ ସାଧାରଣ ଲୋକ କେତେ ସୁରକ୍ଷିତ

21-Sep-2022



ସୁବର୍ଣ୍ଣପୁର - ସୁବର୍ଣ୍ଣମେରୁ ମନ୍ଦିର ପରିସର  ଥିବା  ମା କାଳୀ ଙ୍କ  ନୂତନ ମନ୍ଦିର ରୁ ଗତ କାଲି ମଙ୍ଗଳବାର ରାତିରେ କିଛି ଦୁର୍ବୁର୍ତ୍ତ ମା ଙ୍କ ଗଡ଼ରେଜ ଓ ଦାନ ବକ୍ସ ଭାଙ୍ଗି 4 ହଜାର ଟଙ୍କା, ଧାରୁଆ ଅସ୍ତ୍ର, କିଛି ଶାଢ଼ୀ, ଲୁଗା, ଘଣ୍ଟ, ଘଣ୍ଟି, ଓ ପୂଜା ସାମଗ୍ରୀ ଚୋରି କରି ନେଇ ଥିବା ବିଷୟ ମନ୍ଦିର ର ପୂଜକ ସୁଶୀଳ ଡାଙ୍ଗୁଆ ଆଜି ସକାଳେ ସ୍ଥାନୀୟ ପୋଲିସ ଷ୍ଟେସନ ରେ ଲିଖିତ ଅଭିଯୋଗ କରିଥିବା ଜଣା ଯାଇଛି l ସୋନପୁର ପୋଲିସ ଘଟଣା ସ୍ଥଳ କୁ ପହଞ୍ଚି ପ୍ରାଥମିକ ସ୍ତର ରେ ଅନୁସନ୍ଧାନ ଆରମ୍ଭ କରି ସହର ର ଜଣେ ସନ୍ଧିଗ୍ଧ ଯୁବକ କୁ ଥାନା କୁ ଆଣି ପଚରା ଉଚୁରା କରିଥିବା ଖବର ମିଳିଛି l ଏହା ଏକ ସମ୍ବେଦନଶୀଳ ଘଟଣା ହୋଇ ଥିବାରୁ ସୁବର୍ଣ୍ଣପୁର ଏସପି ଙ୍କ ପରାମର୍ଶ କ୍ରମେ ବାଲାଙ୍ଗୀର ଜ଼ିଲ୍ଲା ରୁ ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାୱାର୍ଡ ର ସହଯୋଗ ନେଇ ଆଜି ଏହି ଘଟଣା ସ୍ଥଳ ରେ ତନା ଘନା କରାଯାଇଥିବା ଜଣା ଯାଇଛି l  ଦୀର୍ଘ ମାସ ବର୍ଷ ପୂର୍ଵ ରୁ ସୋନପୁର ସହରେ ରେ ସବୁ ଆଡେ ଦିନ ଦ୍ବିପହର ରେ କେବେ ପାଣି  ମୋଟର ତ କେବେ ମୋବାଇଲ, କେବେ ବାଇକ ତ କେବେ ସାଇକିଲ, କେବେ ଘର ଗ୍ରିଲ ଫାଡ଼ି ଘରୁ ସୁନା ରୁପା ଚୋରି କରିନେଉଥିବା ଥାନା ରେ  ଅଭିଯୋଗ ହୋଇ ଆସୁଛି l ଗତ ବର୍ଷ  ସୋନପୁର ର ଅଧିଷ୍ଠାତ୍ରୀ ଦେବୀ ମା  ସୁରେଶ୍ୱରୀ ଙ୍କ ରୁପା ମୁକୁଟ, ବିଗତ ବର୍ଷ ରେ ଏହି ସୁବର୍ଣମେରୁ ପରିସର ର କାଳୀ ମନ୍ଦିର ରୁ ପ୍ରଥମେ କିଛି ଧାତୁ ଚୋରି, ଏହି ପରିସର ର ମା ଭୁବନେଶ୍ୱରୀ ଙ୍କ ରୁପା ଆଖି ଟିଏ, ଏବଂ ରାମେଶ୍ୱର ମନ୍ଦିର ନଦୀ ଘାଟ ରେ ଥିବା ମା ସ୍ମଶାନ ଚଣ୍ଡୀ ମନ୍ଦିର ରୁ ମା କାଳୀ ଙ୍କ ରୁପା ଜିଭ କୁ କିଛି ଦୁର୍ବୁର୍ତ୍ତ  ତାଡି ନେଇଥିବା ଭଳି ଏଭଳି ସମ୍ବେଦନଶୀଳ ଘଟଣା ରେ ସହର ବାସୀ ଭୟଭୀତ ଓ ନିଜକୁ  ଅସୁରକ୍ଷିତ ମଣୁଛନ୍ତି l ବିଗତ କିଛି ଘଟଣା ମଧ୍ୟରୁ କିଛି ଘଟଣା ର ପର୍ଦାଫାଶ କରିଛି  ସୋନପୁର ପୋଲିସ l ହେଲେ ବିଗତ ଦିନରେ ଜଣେ  ପୋଲିସ ଏସ ଆଇ ଙ୍କ ଘରୁ  ସୁନା ଗହଣା ଚୋରି,  ଜଣେ ଏଡିଶନାଲ ମାଜିଷ୍ଟ୍ରେଟ ବା ତହସିଲଦାର ଘରୁ ପାଣି ମୋଟର ଚୋରି ଏବଂ ବ୍ଲକ ଛକ  ରେ ଆଉ ଜଣେ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଙ୍କ ସରକାରୀ କ୍ଵାଟର ଶମ୍ବୁଖ ର ଟାୟାର ଗେରେଜ ରୁ ମୂଲ୍ୟବାନ ଜିନିଷ ଚୋରି  ଅଭିଯୋଗ ଘଟଣା ଏବଂ ଏ ଭିତରୁ କିଛି ଘଟଣା ର ଅପରାଧୀ ଙ୍କୁ ଆଜି ଯାଏ ପୋଲିସ ଧରି ପାରି ନ ଥିବାରୁ ସହର ସାରା ଏବେ ଚର୍ଚ୍ଚା ହେଉଛି l ପୁଣି ଗତ ରାତି ରେ ଥାନା ର ମୁଖିଆ  ସାର  ସହର ରେ  ରାତି ସାରା ରାଉଣ୍ଡ  ଡିଉଟି ରେ ଥାଇ ତାସ  ସଟ୍ଟା ଖେଳ  ଉପରେ ଚଢ଼ାଉ କରିଥିଲେ ବୋଲି  ଚର୍ଚ୍ଚା ହେଉଛି l

ଯେଉଁଠି ସହର ର ଦେବା ଦେବୀ ଓ ପୋଲିସ, ପ୍ରଶାସନିକ ଅଧିକାରୀ, ସହର ସର୍ବ ପୁରାତନ ମୁଖ୍ୟ କଲେଜ ର କୋଟି ଟଙ୍କା ର ବ୍ୟାଙ୍କ ଆକାଉଣ୍ଟ ସୁରକ୍ଷିତ ନୁହେଁ ତ ଆମ ସାଧାରଣ ଲୋକ ଙ୍କ କଥା ପଚାରେ କିଏ l ସହର ବାସୀ ଙ୍କ ଧନ ଜୀବନ ଓ ଦେବା ଦେବୀ ଙ୍କ ମନ୍ଦିର କୁ କଡା ସୁରକ୍ଷା ଦେବାକୁ ଓ ଅସାମାଜିକ କାର୍ଯ୍ୟ କଳାପ କୁ ନିୟନ୍ତ୍ରଣ କରି ସହର ରେ ଶାନ୍ତି ପ୍ରତିଷ୍ଠା ପାଇଁ ସହର ବାସୀ ଦୃଢ଼ ଦାବୀ କରୁଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like