-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
05-Sep-2022
କର୍ଲାମୁଣ୍ଡା (ପ୍ରଦିପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରାଜପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସୋମବାର ଗୁରୁଡ଼ିବସ ପାଳିତ ହୋଇଯାଇଛି ।ଏଥିରେ ପ୍ରଧାନ ଶିକ୍ଷୟିତ୍ରି ମାଲ୍ୟାନୀ ନାଏକ,ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ରଣା, ସୁଶିଳା ମାଝୀ, ସୁବଲୟା ସାହୁ,ପ୍ରେମ ଚାନ୍ଦ ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀ ଛାତ୍ର ମାନଙ୍କୁ ଗୁରୁଡ଼ିବସ ର ତପ୍ତର୍ୟ୍ଯ ଉପରେ ବୁଝେଇ ଥିଲେ।