-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
22-Aug-2022
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ଠାରେ ନୂତନ ସାପ୍ତାହିକ ବଜାରର ଶୁଭ ଉଦଘାଟନ ହୋଇଥିଲା l ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବଲାଙ୍ଗୀର ଉପଜିଲ୍ଲାପାଳ କୁମାର ନାଗ
ଭୂଷଣ, ସମ୍ମାନିତ ଅତିଥି ଭାବେ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ହୋତା, ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡ଼ତ୍ୟା, ପିଇଓ ଅକ୍ଷୟ କୁମାର ଦଳେଇ, ଜିଆରଏସ ଶିବପ୍ରସାଦ ସା ଓ ଗ୍ରାମ ସଭାପତି ନରେନ୍ଦ୍ର ବିଶି ଉପସ୍ଥିତ ଥିଲେ l ଗ୍ରାମର ୱାର୍ଡମେମ୍ବର, ଆଶା ଓ ଅଙ୍ଗନବାଡି କର୍ମୀ ସହ ପଂଚାୟତର ଅନେକ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଉଦ୍ଘାଟନୀ ଉତ୍ସବ ପରେ ମାଗୁରବେଡ଼l ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l