-+91-9937148622 |

prerana_bgr@rediffmail.com |

  Thursday 8th October 2026 |

| | | |

R.N.I. Regd No. ODIODI/2010/46693

Breaking News

କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ    (08-Oct-2026)       ||      ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   (08-Oct-2026)       ||      ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   (08-Oct-2026)       ||      ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   (08-Oct-2026)       ||      ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   (08-Oct-2026)       ||      ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   (08-Oct-2026)       ||      ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   (08-Oct-2026)       ||      ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   (08-Oct-2026)       ||      ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ    (08-Oct-2026)       ||      ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ    (08-Oct-2026)       ||      ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   (08-Oct-2026)       ||      କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   (08-Oct-2026)       ||      ଚାରି ଦଫା ଦାବି କୁ ନେଇ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ରେ ବଲାଙ୍ଗୀର ବନ୍ଦ କୁ ମିଳିଲା ସମ୍ପୂର୍ଣ୍ଣ ସମର୍ଥନ    (08-Oct-2026)       ||      ଦୁଇ ସବ୍‌ଡିଭିଜନ ସହ ଏଷ୍ଟିମେଟର ଦାୟିତ୍ୱରେ ଥିଲେ କିଏ ସେ ଯନ୍ତ୍ରୀ?୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ; ପଦୋନ୍ନତି ପରେ ବଦଳିକୁ ନେଇ ଚର୍ଚ୍ଚା   (08-Oct-2026)       ||      ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନିମନ୍ତେ ଘର କୁ ଘର ବୁଲି ସର୍ବେକ୍ଷଣ ଉପରେ ତାଲିମ   (08-Oct-2026)       ||      ଆଜିଠାରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ♦️ ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ ଅଭିଯାନ   (08-Oct-2026)       ||      ପାଠପଢା କୁ ନେଇ ଡୁଙ୍ଗୁରିପାଲି କଲେଜ ରେ ଛାତ୍ର ଅଶାନ୍ତି, ଅଧ୍ୟକ୍ଷ ଙ୍କୁ ଘେରିଲେ ଛାତ୍ରଛାତ୍ରୀ    (08-Oct-2026)       ||      ସୁବର୍ଣ୍ଣପୁର ଠାରେ ବନ୍ୟ ପ୍ରାଣୀ ସପ୍ତାହ ଉଦ୍ ଯାପିତ*- *ବନ୍ୟ ପ୍ରାଣୀ ଙ୍କ ସହ ସମଗ୍ର ପରିବେଶ ଓ ପ୍ରକୃତି ଯୋଡ଼ି ହୋଇଛି- ଜିଲ୍ଲାପାଳ*   (08-Oct-2026)       ||      ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ ସୁବର୍ଣ୍ଣପୁରରେ ସେବା ଜ୍ୟୋତି ଯାତ୍ରା*-   (08-Oct-2026)       ||      ଟିଟିଲାଗଡର ନୂତନ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ତିଆରି କଲା ନିଜସ୍ୱ ନିୟମ   (07-Oct-2026)       ||     

HOME   ଜିଲ୍ଲା

ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ର ୩୮ତମ ପ୍ରତିଷ୍ଠା କପିଳମୁନି ଆଶ୍ରମ ରେ ପାଳିତ, ଗନ୍ଧମାର୍ଦ୍ଦନ ଖଣି ଖନନ କୁ ତିବ୍ର ବିରୋଧ କରାଯିବ:-କେନ୍ଦ୍ରିୟ ଆବାହକ ରବିନାରାୟଣ ସାହୁ

19-Aug-2022



ବରଗଡ:-ବରଗଡ଼ ଜିଲ୍ଲାର ପବିତ୍ର ତିର୍ଥସ୍ଥଳୀ ଶ୍ରୀଶ୍ରୀ ନୃସିଂହନାଥ ଠାରେ ଗନ୍ଧମାର୍ଦନ ସୁରକ୍ଷା ପରିଷଦ(କପିଳମୁନି) ଆଶ୍ରମ ର ବାର୍ଷିକୋତ୍ସବ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।ସକାଳୁ ସକାଳୁ ଗନ୍ଧମାର୍ଦ୍ଦନ ସୁରକ୍ଷା ର ଆହ୍ୱାନ ନେଇ ତିନୋଟି ମଶାଲ ରେ ଏକ ଶୋଭାଯାତ୍ରା ବାହାରି ପାଟଣାଗଡ଼-ପଦ୍ମପୁର, ଝାରବନ୍ଧ,ମାଣ୍ଡୋସିଲ ରୁ ଶତାଧିକ ସଂଗ୍ରାମୀ ଆସିଲା ପରେ ପାଇକମାଲ ମୁଖ୍ୟଛକ ଠାରେ ସେମାନଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେପରେ ବୀର ବାଦ୍ୟ ର ତାଳେତାଳେ ସଂଗ୍ରାମୀ ମାନଙ୍କ ସହ ସାଧାରଣ ଜନତାଙ୍କର ଏକ ବିଶାଳ ଶୋଭାଯାତ୍ରା ପାଇକମାଲ ଠାରୁ ବାହାରି ପବିତ୍ର ଶ୍ରୀଶ୍ରୀ ନୃସିଂହନାଥ ଧାମ ନିକଟରେ ପହଞ୍ଚିଥିଲା ।ବାଲକୋ ଖାଇଦେବୀ ଓ ମାର୍ଜାର କେଶରୀ ଙ୍କ ଠାରେ ଯଥା ରୀତି ପୂଜାର୍ଚ୍ଚନା ପରେ ଗନ୍ଧମାର୍ଦ୍ଦନ ସୁରକ୍ଷା ପରିଷଦ ର କେନ୍ଦ୍ରୀୟ ଆବାହକ ଶ୍ରୀ ରବିନାରାୟଣ ସାହୁ ଙ୍କ ସଂଯୋଜନା ରେ ତଥା ସ୍ୱାମୀ ସୋମବେଶଜୀ ଓ ପୂର୍ବତନ ଆବାହକ ଡ.ଗୈାତମ ବିଶ୍ୱାଳ ଙ୍କ ଉପସ୍ଥିତି ରେ ଆଡଭୋକେଟ ପ୍ରଶାନ୍ତ ମାଝି ଓ ରାଜକୁମାର ଙ୍କ ସଂଯୋଜନା ରେ ବିଶାଳ ଜନସଭାକୁ ସର୍ବଶ୍ରୀ:-ଧବଳେଶ୍ୱର ସାହୁ, ମୋହନ ଜଗତ, କୁଳମଣି ନାୟକ,କ୍ଷେତ୍ରୀ ଲୁହାର, ରାଜେନ୍ଦ୍ର ରାଉତ,ନନ୍ଦଲାଲ ତ୍ରିବେଦୀ, ସଞ୍ଜିବ ବରିହା,ବିଜୟ କୁମାର ସ୍ୱାଇଁ,ଟେକେନ୍ଦ୍ର ଜାଲ, ସୁଶିଲ ନାୟକ, ଝାରବନ୍ଧ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ ବେହେରା, ଗୋବିନ୍ଦ ପଟେଲ, ଆଇନଜୀବୀ ହିରାରାମ ଭୋଇ,ଗୁପତରାମ ବାରିକ,ଡାଇମଣ୍ଡ ଭୋଇ,ରଘୁ ପ୍ରଧାନ,ନିର୍ମଳ ପଟେଲ, ସୁଶାନ୍ତ ବୁଦ୍ଧିଆ, ରାଜିବ ସାହୁ,ରାଜବୋଡାସମ୍ବର କୃଷକ ସଙ୍ଗଠନ ପାଇକମାଲ ବ୍ଳକ ର ସଭାପତି ବିଶ୍ବନାଥ ରଣା, ଓଡ଼ିଶା ଡ୍ରାଇଭର ମହାସଂଘ ପାଇକମାଲ ବ୍ଳକ ସଭାପତି ଶଙ୍କର ସେଠ, ନକୁଳ ମଲ୍ଲିକ, ବିଶ୍ୱନାଥ ବାଗ, ସଂଯୁକ୍ତା ଜାନୀ, ଖପ୍ରାଖୋଲ ବ୍ଳକ ଆବାହକ ଅଭିଳାଷ ଭୋଇ ସମ୍ବୋଧିତ କରି ସୁରକ୍ଷା ଆନ୍ଦୋଳନର ସ୍ମୃତି ମନ୍ଥନ ସହ ଆଗାମୀ ଦିନରେ ଗନ୍ଧମାର୍ଦ୍ଦନ ଖଣି ଖନନ ପାଇଁ ଚାଲିଥିବା ଗୁପ୍ତ ଷଡ଼ଯନ୍ତ୍ର କୁ ତିବ୍ର ବିରୋଧ କରିବାକୁ ନିଷ୍ପତ୍ତି ନେଇଥିଲେ ।ସଭାରେ ବକ୍ତା ମାନେ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ର ପ୍ରଚଳିତ ପାଠ୍ୟକ୍ରମ ରେ ଲିପିବଦ୍ଧ ହୋଇଥିବା ତ୍ରୁଟିପୂର୍ଣ୍ଣ ଇତିହାସ କୁ ସଂଶୋଧନ ପାଇଁ ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଅଣଦେଖା କୁ ତିବ୍ର ବିରୋଧ କରାଯାଇଥିଲା।ଏଣୁ ତୁରନ୍ତ ଭୁଲ ଇତିହାସ କୁ ସଂଶୋଧନ ନ କଲେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ ମୁଣ୍ଡ ଟେକିବ, ସେଥିପାଇଁ ରାଜ୍ୟ ସରକାର ଉତ୍ତରଦାୟୀ ରହିବେ ବୋଲି ସର୍ବସମ୍ମତି ପ୍ରକାଶ ପାଇଥିଲା । ପୂର୍ବତନ ଆବାହକ ସରୋଜ ମିର୍ଦ୍ଧା ଙ୍କ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
କଣ୍ଟାମାଳରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ସମ୍ପୂର୍ଣ୍ଣ ସଫଳ,ଜନଜୀବନ ପ୍ରଭାବିତ   08-Oct-2026
  ଜିଲ୍ଲା  
ବରୀ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ସଫଳ   08-Oct-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ JOSH Teamର ଜିଲ୍ଲାସ୍ତରୀୟ ଶୁଭାରମ୍ଭ   08-Oct-2026
  ଜିଲ୍ଲା  
ବଲାଙ୍ଗୀର ନଗର କଂଗ୍ରେସ ପକ୍ଷରୁ ବନ୍ଦ ପାଳିତ   08-Oct-2026
  ଜିଲ୍ଲା  
ବରପାଲିରେ କଂଗ୍ରେସ ଦଳପକ୍ଷରୁ ‘ଓଡ଼ିଶା ବନ୍ଦ’ ପାଳନ ଶାନ୍ତିପୂର୍ଣ୍ଣ ସହ ସଫଳ   08-Oct-2026
  ଜିଲ୍ଲା  
ଜାମ୍ବଗୁଡ଼ା ବିଦ୍ୟାଳୟରେ ପ୍ରଥମଥର ବିଦ୍ୟାଳୟସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ   08-Oct-2026
  ଜିଲ୍ଲା  
ଗଞ୍ଜେଇ ଚାଲାଣ ଅଭିଯୋଗରେ ଅଭିଯୁକ୍ତ ମାନଙ୍କୁ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ଜରିମାନା   08-Oct-2026
  ଜିଲ୍ଲା  
ବିନିକାରେ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ   08-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଜାତୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଖୋଲାନ ପିଏମଶ୍ରୀ ଅକ୍ତିଆର କଲା ପ୍ରଥମ ସ୍ଥାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନାରେ ଟିବି ମୁକ୍ତ ଭାରତ ଅଭିଯାନ   08-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ବିଶ୍ୱ ଦୃଷ୍ଟି ଦିବସ ପାଳିତ - ଏସ୍.ସି.ଡି ଚକ୍ଷୁ ଚିକିତ୍ସାଳୟ ଓ ଲାୟନ୍ସ କ୍ଲବ ପକ୍ଷରୁ ପକ୍ଷରୁ ଜନସଚେତନତା ରାଲି   08-Oct-2026
  ଜିଲ୍ଲା  
କଂଗ୍ରେସର ଭାରତ ବନ୍ଦ ଡାକରା: ଡାବୁଗାଁରେ ଆଂଶିକ ସଫଳ   08-Oct-2026

You Might Also Like